Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆରେକକାଣ୍ଡ ଘମ ଅସୁର ସ୍କୁଲ କାଲ ହୋଇଲେ ଯେ, ଦନ କାଣ୍ଡରେ ସମସ୍ତ କ୍ଷ କଲେ ସେ | ଦଣ୍ଡକାରଣ୍ୟ ଋଷି ଅଇଲେ ସମସ୍ତେ ଏକ ରୁଣ୍ଡ ହୋଇଲେ, ଗ୍ରାମଚନ୍ଦ୍ର ଙ୍କୁ ସମସ୍ତ ମୁନି କଳାଣ କଲେ ଯେ ଗିରି ଗୁହାରୁ ହେଲେ ବାହୀର, ଦେଖିଲେ ଗୁଡ଼ କୁଢ଼ ହୋଇଣ ମଲେ ଅସୁର ଯେ ।( ସୀତାଙ୍କୁ ସେନ ଲକ୍ଷ୍ମଣ ବୀର । ଅମର ଘେନଣ ସୁନାସୀର, କୁସୁମ ବୃଷ୍ଟି କଲେ ଅପାର । ଏହି ସମସ୍ତେ ଜୀନଙ୍କ ଦେଖିଲେ ରଘୁର ଯେ, ମଧ୍ୟ ଅନନ୍ଦ କଲେକ ଆଈଙ୍ଗନ ସେ ବୋଲନ୍ତ ଦେବ ସେତେ ଅସୁଭ, ପୁଣି ଦେଖନ୍ତ ଅବବ ମାନ ଯେ । ଏକା ହୋଇଣ କେମନ୍ତ କଲେ ନଧନ ଯେ | ମୁନମାନଙ୍କୁ ଦେଇ { ମଣି, କୁଆଁରେ ବଳେ କୋଦଣ୍ଡ ପାଣି, ଆନନ୍ଦ ହୋଇ ଇଞ୍ଚିଲେ ଭହଁ ଚନ ପର୍‌ଣି ସେ । ସେ କନ୍ୟା । ଗଳ୍ପକ ସେହିଣି, ଶ୍ରବଣ ଆଗେ ଯୋଡ଼ଳ୍ପ ପାଣି, ୱେଦେବ ଖର ସହଜେ ମଲେ ଅସୁର ଶ୍ରେଣୀ ଯେ ଗ୍ରାମ ଲକ୍ଷ୍ମଣ ଦଶରଥ ନନ୍ଦନ ଯେ, ସଙ୍ଗେ ବନତା ପେନ ଅଛନ୍ତି ବନ ସେ । ସୁର୍ପଲେଖାର ୩ ନାଶା ଶ୍ରବଣ । ଛେଦନ ଦେଖି ଖର ଦୂଷଣ । ସଂଗ୍ରାମେ ଭାଲୁ ନାହିନୀ ସମ ॥ ଐଶିଷ୍ଟ ଆଦି କରନ୍ତେ ରଣ ହାରିଲେ ପ୍ରାଣ ଯେ । ସେ ଶ୍ରମ ଆମ ଦନ୍ତୁନ ଯମ ଜୟ ନୋହିବ ଢା ସଙ୍ଗେ ତୁମ୍ଭେ କଲେ ସଂଜ୍ଞାମ ଯେ ] ୧- ଅସୁରକୁଲ ପୋଥିପାଠ ତ !- କମ୍ପନ ପୋଥିପାଠ । ସେ କନ୍ୟା ସୂର୍ପଣଖା । ୩ । - ସୂର୍ପଣଖା ପୁସ୍ତକପାଠ, କିନ୍ତୁ ସୁପଲେଖା । ଗୋଟିଏ ପ୍ରାଚୀନ ପ୍ରୟୋଗ | ଅର୍ଥାତ୍ ୬