Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆରଣ୍ୟକ କାଣ୍ଡ ଶୀଘ୍ର ହୋଇ ଚଲ ଧନୁଶର ଧର ଲେମ୍ବ ନ କର ହେ ! ଡ୍ରାଭାଲୁ ତୁମ୍ଭର ସାହା ହୋଇ ଏବେ ୧ କରି ଯାଇ ପ୍ରଶ୍ନକାର ହେ । ଲକ୍ଷ୍ମ ା, ଶୁଣିଲ୍ ନାହକ ହେ । କେଉଁ କ୍ରୋଧ ଧର ମନେ କ ବର ନ ଯଅ କାବିକ ହେ । ସାବତ ଜନଜ୍ଞ ସୁଭ ସିନା ରୁମ୍ଭେ ଆସିଛୁ କପଶେ ହେ । ଭାଷାଠାରେ ଯେତେ ସେନେହ ସବୁ ପଡ଼ ଗଳ୍ପ ତୋ ବାଣ୍ଡେ ହେ । ଲକ୍ଷ୍ମଣ, ଭଙ୍ଗ ଥିଲା ଯାହା, ହେ । ମାନସ ପୂରଳ୍ପ ଦଇବ ବଣରୁ ହୋଇଗଳ ମୁଁ ଭାହା ହେ ସଉମିନ୍ଧି ଉ ଶୁଣ ଠ ଲୁରୀ ରୁଦସି କଲ ଗୋ । ସମଙ୍କୁ ବପରି ଦେବାକୁ ନୀହାନ୍ତ ଘର କେହି ୩ ରବଲ ଗୋ ! ସୁମୁଖି, ନ କରି ସେ ବକ୍ତା ଗୋ । ମୃଗ ସେମ୍ଫ ଏହିକ୍ଷଣି ଅସିବେ ଘର ବଳବନ୍ତା ଗୋ ( ସଖ ଶୁଣି ପୁଣି ବୋଲେ କଟୁ ବାଣୀ ଏମନ୍ତ କାଣ୍ଡକରେ । ଘୁମ ଅନ୍ତରେ ମୁହଁ ଭୋଟରେ ଭଜିବ ଏମନ୍ତ ମଣ୍ଡକରେ । ଲକ୍ଷ୍ମଣ, ନ ଯାଉ ମୋ ପାଶୁରେ । ସମ ଅନ୍ତେ ମୋତେ ଘୂରଯା କରନ୍ତୁ ଏମନ୍ତ ବଳପୁରେ ୪ କଳା ମୋତେ ନେଇ ଭରତକୁ ଦେଇ ଭୂଞ୍ଚିରୁ ବିଭୁପରେ । ମୁଁ ପୁଣି କବଳ ଧର ଧରଣୀରେ କରିବ କି ଅନ୍ୟ ପକ୍ଷରେ ୫ । ଲକ୍ଷ୍ମଣ, ଛୁଇଁ ଭୂମି ଶୁ ଶ ଯେ । ଧନୁଶର ଧଞ୍ଜ ବାହାର ହୋଇଲେ ହୋଇ କୋପମୂଷି ୬ ଯେ ? ଗ୍ରାମ ମୋର ପିଢା ତୁମ୍ଭେ ମୋର ମାତା କହିଲେ ଅନ ଗୋ । ଦଇବ ପ୍ରଭୃକୂଳର ସମୟରେ ୭ ହୁଅଇ ଢା ଏନ୍ତେ ୮ ଗଡ ଗୋ । ପ୍ରଭୁଙ୍କ, ଆଜ୍ଞା ପାଢୁଥଲ ୯ ଗୋ । ଯାଉଅରୁ ମୁହଁ ମୋର ଦୋଷ ନାହି ଥାଅ ମଇଥିଲା ୧୧ ଗୋ | ୧-କର ପୋପାଠ, -ହୋଇଲକ ପୋଥରେ ନାହଁ, ୩ –ସ୍ତେ ରବଭଲେ ପୋଥପାଠ, ୪-ନଶ୍ଚ ଏ କଥା ପାଞ୍ଚ୍ ରେ ପୋ,ପାଠ, ପୋଥପାଠ, ୬-ସୃଷ୍ଟି ପୋଥିପାଠ ।୭–ସମୟରେ ପୋଥିପାଠ, ୫-କଣ୍ଠରୁ ଗର୍ଭରେ ୮-ଯେଊକ ପୋଥପାଠ, ୯-ପାଲଥୁଲ ଗୁ ସ୍ତଳପାଠ, ୧ ୧-ମହସ୍ଥଳୀ ପୋଥପାଠ