ପୃଷ୍ଠା:Kaunri Kamachandira dese.pdf/41

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଏଠାରେ ପୂଜା ଆରାଧନା କରିବ, ତା'ର ମନସ୍କାମନା ପୂର୍ଣ୍ଣ ହେବ । ଏହା ଶୁଣି ସେମାନେ ବସିପଡ଼ି ଦେବୀଙ୍କ ପ୍ରାର୍ଥନା କରିଥିଲେ ।

କାଂମାକ୍ଷାଙ୍କ କଲ୍ୟାଣରୁ ସୈନ୍ୟମାନଙ୍କ ସହିତ ସେମାନଙ୍କର ସାକ୍ଷାତ ହେଲା । ସେମାନଙ୍କ ରାଜ୍ୟ ବିପଦମୁକ୍ତ ହେଲା । ଲୋକମାନେ ସୁଖୀ ଓ ଧନୀମାନୀ ହେଲେ । କିପରି ସେ ଦେବୀଙ୍କର ଉପକାର ସୁଝିବେ ପଚାରିବାକୁ ସେ ଛାଗବଳି, ସିନ୍ଦୁର, କର୍ପୁର, ପୁଷ୍ପ, ରକ୍ତବର୍ଣ୍ଣର ବସ୍ତ୍ର ଇତ୍ୟାଦି ସମର୍ପଣ କରିବାକୁ ପରାମର୍ଶ ଦେଲେ । ରାଜା ସୁଖଶାନ୍ତିରେ ରାଜ୍ୟ ଶାସନ କଲେ । ପଣ୍ଡିତମାନଙ୍କ ପରାମର୍ଶ କରି ଦେବୀଙ୍କ ମହିମା

୪୧