ଆମ ଓଡ଼ିଆ ବ୍ୟାକରଣ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪) 
ଲେଖକ/କବି: ଧନେଶ୍ୱର ମହାପାତ୍ର








ଆମ ଓଡ଼ିଆ ବ୍ୟାକରଣ





ଡକ୍ଟର ଧନେଶ୍ୱର ମହାପାତ୍ର





ଆମ ଓଡ଼ିଆ ବ୍ୟାକରଣ

ଡକ୍ଟର ଧନେଶ୍ୱର ମହାପାତ୍ର

ପ୍ରକାଶକ: ଆମ ଓଡ଼ିଶା
୪ ଆର୍୧୨, ଇଉନିଟ୍-୩
ଭୁବନେଶ୍ୱର-୭୫୧୦୦୧
ମୁଦ୍ରଣ: ଶ୍ରୀରାମ ସ୍କ୍ରିନ୍ ପ୍ରିଣ୍ଟିଂ
ଭୁବନେଶ୍ୱର – ୭୫୧୦୦୭
ପ୍ରଥମ ସଂସ୍କରଣ: ନଭେମ୍ବର, ୨୦୧୪
© ଆମ ଓଡ଼ିଶା
ପ୍ରଚ୍ଛଦ ଓ ଚିତ୍ର: ମହେଶ୍ୱର ମହାରଣା
ମୂଲ୍ୟ: ଟ. ୩୦/-




Aama Odia Byakarana
Dr. Dhaneswar Mahapatra
Publisher: Aama Odisha,
4R 1/2, Unit-3, Bhubaneswar-1
e-mail: aamaodisha@gmail.com

Printer: Sriram Screen Printing
Bhubaneswar-751007

First Print: November, 2014

© Aama Odisha

Cover &
Illustration: Maheswara Maharana

Price: Rs. 30/-

ISBN: 978-81-89436-90-2

ପଦେ...

ସ୍କୁଲ ପିଲାଙ୍କୁ ଓଡ଼ିଆ ବ୍ୟାକରଣ ବିଷୟରେ ସାମାନ୍ୟ କିଛି ସର୍ବନିମ୍ନ ଧାରଣା ଦେବା ନିମନ୍ତେ ଏହି କ୍ଷୁଦ୍ର ବହିଟି ରଚନା କରାଯାଇଛି । ଏହାକୁ ଓଡ଼ିଆ ବ୍ୟାକରଣର ବର୍ଣ୍ଣମାଳା ମାତ୍ର ବୋଲି କୁହାଯାଇପାରେ । ଭାଷାର ଶୁଦ୍ଧତାରକ୍ଷା ତଥା ଭାବପ୍ରକାଶର ସୁବିଧାପାଇଁ ବ୍ୟାକରଣ ଶିକ୍ଷାର କାଳେକାଳେ ଆବଶ୍ୟକତା ରହିଛି । ଛୋଟ ପିଲାମାନେ ନିଜ ମାତୃଭାଷାର ବ୍ୟାକରଣ ବିଷୟରେ ଯଥା ସମ୍ଭବ ଯତ୍ କିଞ୍ଚିତ୍ ଜାଣନ୍ତୁ, ଏହା ହିଁ ବହିଟିର ଉଦ୍ଦେଶ୍ୟ । ପ୍ରାୟ ୪୭ ବର୍ଷ ତଳେ, ଓଡ଼ିଶା ସରକାରଙ୍କ ପି.ପି.ପି. କମିଟି ଥିଲାବେଳେ ଉକ୍ତ କମିଟିଙ୍କଦ୍ୱାରା ନିଯୁକ୍ତ ହୋଇ ମୁଁ ପିଲାଙ୍କପାଇଁ ‘ଠିକ୍ ପଢ଼ ଠିକ ଲେଖ’ ନାମରେ ଓଡ଼ିଆ ବ୍ୟାକରଣ ବହିଟିଏ ଲେଖିଥିଲି । କିନ୍ତୁ ବର୍ତ୍ତମାନର ଏ ବହିଟି ତାହାଠାରୁ ଆହୁରି ଉପଯୋଗୀ ଭାବରେ ଲିଖିତ ।

‘ଆମ ଓଡ଼ିଶା’ର ଅଧ୍ୟକ୍ଷ, ଓଡ଼ିଆ ଭାଷାନୁରାଗୀ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଏହାକୁ ସଚିତ୍ର ସୁନ୍ଦର ଭାବରେ ପ୍ରକାଶକରି ପିଲାମାନଙ୍କ ମନରେ ବ୍ୟାକରଣର ଧାରଣା ସଞ୍ଚାର ଦିଗରେ ଯତ୍ନବାନ୍ ହୋଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଆନ୍ତରିକ ସାଧୁବାଦ ଜଣାଉଛି ।

ଡକ୍ଟର ଧନେଶ୍ୱର ମହାପାତ୍ର
କଲ୍ୟାଣୀନଗର, କଟକ-୧୩

ସୂଚିପତ୍ର
କବିତାରୁ କଥା :: ୦୭
ଅର୍ଥ ହିଁ ପ୍ରାଣ :: ୧୦
ସମ୍ପର୍କରୁ ସିନା ବୁଝିବା :: ୧୨
ବଡ଼ରୁ ସାନ ସାନ-ଶବ୍ଦ ଅକ୍ଷର ବର୍ଣ୍ଣ :: ୧୬
ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷର :: ୨୦
କ୍ରିୟାପଦ :: ୨୪
ଅଭିଧାନରୁ ଅର୍ଥ ଜାଣିବା :: ୨୭
କିଏ, କଅଣ ? :: ୩୦
କାହାକୁ, କଅଣ ? :: ୩୨
କାହାଦ୍ୱାରା, କାହିଁରେ ? :: ୩୩
କାହାପାଇଁ, କଅଣପାଇଁ ? :: ୩୪
କାହାଠାରୁ, କେଉଁଠାରୁ ? :: ୩୬
କାହାର ? :: ୩୭
କେଉଁଠାରେ, କେତେବେଳେ ? :: ୩୯
ବିଶେଷ୍ୟ ପଦ :: ୪୧
ବାଘ-ବାଘୁଣୀ, ମୃଗ-ମୃଗୁଣୀ :: ୪୪
ବିଭକ୍ତି :: ୪୭
ବଚନ :: ୪୯
ପୁରୁଷ :: ୫୧
ବିଶେଷଣ ପଦ :: ୫୩
ସର୍ବନାମ ପଦ :: ୫୫
ଅବ୍ୟୟ ପଦ :: ୫୮
ଶବ୍ଦରୁ ଶବ୍ଦ :: ୬୦
ସମାସ ଶବ୍ଦ :: ୬୩
ସନ୍ଧି ଶବ୍ଦ :: ୬୫

This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.