ଆଲୋଚନା:ଓଡ଼ିଆ ଭାଗବତ/୧୨

Page contents not supported in other languages.
ଉଇକିପାଠାଗାର‌ରୁ

କିପରି ଓଡ଼ିଆ ଭାଗବତର ୧୨ଶ ଭାଗ ତିଆରି କରିବେ[ସମ୍ପାଦନା]

  1. ଆଗରୁ ଉଇକିପିଡ଼ିଆରେ ଆକାଉଣ୍ଟ ଥିଲେ "Log in" କରନ୍ତୁ କିମ୍ବା https://wikisource.org କୁ ଯାଇ "Create Account"ରୁ ନୂଆ ଆକାଉଣ୍ଟଟିଏ ଖୋଲନ୍ତୁ ।
  2. ଏହି ଲିଙ୍କଟି ଖୋଲି ଓଡ଼ିଆ ଭାଗବତର ଲେଖା (ନମଇଁ ନରନାରାୟଣ...ରେ ଆରମ୍ଭ ହୋଇଛି)କୁ କପି କରନ୍ତୁ ।
  3. ଏହି ଲିଙ୍କରୁ ଆକୃତି କନଭର୍ଟରରେ ସେହି ଲେଖାକୁ ପକାଇ କନଭର୍ଟ କରନ୍ତୁ । ତଳ ବାକ୍ସରେ ଯେଉଁ ଲେଖା ଆସିବ ତାକୁ କପି କରନ୍ତୁ ।
  4. କପି କରିସାରିଲା ପରେ ଲେଖାକୁ ଓଡ଼ିଆ ଭାଗବତ/୧୨ ପୃଷ୍ଠାର [Edit]ରେ କ୍ଲିକ କରି ପେଷ୍ଟ କରନ୍ତୁ ।
  5. ଯଦି କିଛି ଭୁଲ ଥାଏ ତାହାକୁ ସୁଧାରି ତଳକୁ ସ୍କ୍ରୋଲ କରି ସେଭ କରନ୍ତୁ ।

ଅସୁବିଧାରେ ପଡ଼ିଲେ ମୋତେ ପଚାରନ୍ତୁ! --Psubhashish (ମୋ ଆଲୋଚନା) ୨୦:୧୩, ୩ ନଭେମ୍ବର ୨୦୧୪ (IST)[reply]