ଆଲୋଚନା:ପ୍ରଧାନ ପୃଷ୍ଠା

ଉଇକିପାଠାଗାର‌ରୁ
Jump to navigation Jump to search

ନୂଆ ଆଡମିନ ପ୍ରସଙ୍ଗ[ସମ୍ପାଦନା]

ଉଇକିପାଠାଗାର ଆରମ୍ଭ ହେବା ପରେ ଦେଖାଯାଉଛି, ଅଧିକ ସଂଖ୍ୟକ ଲୋକ ସମ୍ପାଦନା କରୁଛନ୍ତି । ସେଥି ଯୋଗୁ ମୁଁ ଭାବୁଛି ଜଣେ ବା ଦୁଇଜଣ ଅଧିକ ଆଡମିନ ହେଲେ ଭଲ ହେବ । ଅନ୍ୟମାନେ ଏହା ଉପରେ ମତ ଦିଅନ୍ତୁ । --Subas Chandra Rout (ମୋ ଆଲୋଚନା) ୧୦:୦୭, ୩ ଡିସେମ୍ବର ୨୦୧୪ (IST)Reply[reply]

  • ନିଶ୍ଚିତ ଭାବେ ଏହାଦ୍ୱାରା ଉଇକି ପାଠାଗାର ତ୍ଵରିତ ଏବଂ ଅଧିକ ସମୃଦ୍ଧ ହେବ । Hpsatapathy (ମୋ ଆଲୋଚନା) ୨୩:୦୭, ୨୬ ଡିସେମ୍ବର ୨୦୧୪ (IST)Reply[reply]
  • ଏହା ନୂଆ ପ୍ରକଳ୍ପ ହେଇଥିବାରୁ ବହୁତ କାମ ବାକି ଅଛି, ତେଣୁ ଅଧିକ ପରିଚାଳକ ରହିବା ଠିକ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୦୩, ୨୮ ଡିସେମ୍ବର ୨୦୧୪ (IST)Reply[reply]

ବ‌ହିମାନଙ୍କର ଏକ ସୂଚୀ[ସମ୍ପାଦନା]

ଓଡ଼ିଆ ଉଇକିପାଠାଗାରରେ ଉପଲବ୍ଧ ବ‌ହି ମାନଙ୍କର କୌଣସି ସୂଚୀ ନାହିଁ ଯେଉଁ ବ‌ହିଗୁଡ଼ିକ ଏଡିଟ ହୋଇନାହିଁ । କେଉଁଗୁଡ଼ିକ ଆଂଶିକ ଲେଖା ଯାଇଛି ଓ ପୂର୍ଣ୍ଣ ହୋଇସାରିଛି ତାହା ମଧ୍ୟ ଜଣା‌ଯାଉନାହିଁ । ଉଇକିଆଳିମାନେ କିପରି ଜାଣିବେ, କେଉଁଟି ଲେଖା ହୋଇଛି, କେଉଁଟି ହୋଇନାହିଁ । ପ୍ରତ୍ୟେକ ବିଷୟ ଖୋଜି ଦେଖିବା ସମ୍ଭବପର ନୁହେଁ । ସରିଯାଇଥିବା ଲେଖା ଉପରେ ଗୋଟିଏ ଚିହ୍ନ (ତାରକା?) ଦେଲେ ଭଲ ହେବ । ଅଲେଖା ବ‌ହିମାନଙ୍କର ସୂଚୀ ନିହାତି ଆବଶ୍ୟକ । --Subas Chandra Rout (ମୋ ଆଲୋଚନା) ୧୨:୨୪, ୧୪ ସେପ୍ଟେମ୍ବର ୨୦୧୫ (IST)Reply[reply]