ଉଇକିପାଠାଗାର:କର୍ମଶାଳା/ଦିଲ୍ଲୀ/୨
ଦେଖଣା
ଏଥିରେ କଣ କଣ ଶିଖିବାକୁ ମିଳିବ?
[ସମ୍ପାଦନା]- ଓଡ଼ିଆ ଉଇକିପାଠାଗାର, ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପିଡ଼ିଆ କଣ
- ଏଥିରେ ଆପଣ କଣ କଣ କରିପାରିବେ ତା ବାବଦରେ ଅଳ୍ପ ସୂଚନା
- କେଉଁ କେଉଁ ଓଡ଼ିଆ ବହି ସବୁ ଓଡ଼ିଆ ଉଇକିପାଠାଗାରରେ ରହିପାରିବ
- କିପରି/ପ୍ରଣାଳୀ - ଏହି ବହିଗୁଡ଼ିକ ରଖିବେ
- ଏହି ବହିଗୁଡ଼ିକ କାହିଁକି ବା ଏହାର ଆବଶ୍ୟକତା କଣ ଉଇକିପାଠାଗାରରେ
- ନିଜ ଅବସର ସମୟରେ କିପରି ବହିସବୁ ଇଣ୍ଟରନେଟରେ ରଖିବେ
- ନୂଆ ଖାତା ଖୋଲିବା ପ୍ରଣାଳୀ
- ଓଡ଼ିଆରେ ଟାଇପ କିପରି କରିବେ
- ଓଡ଼ିଆ କନଭର୍ଟର: କନଭର୍ଟର ଦ୍ୱାରା କେମିତି ଆକୃତି/ଶ୍ରୀଲିପି ଆଦିର ଲେଖା ଇଉନିକୋଡ଼ରେ ରୂପାନ୍ତର କରିବେ
- ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ (OCR) ବ୍ୟବହାର କରି ସ୍କାନରୁ ଲେଖା ବାହାର କରିବା
- ଓଡ଼ିଆରେ ଟାଇପ କଲାବେଳେ ଫଟୋ କେମିତି ଯୋଡ଼ିବେ ଓ ସଜାଣି (ଫରମାଟିଂ) କିପରି କରିବେ
ସ୍ଥାନ ଓ ସମୟ
[ସମ୍ପାଦନା]1ମ ମହଲା, ବି ୧/୮, ହଜ ଖାସ, ଜି ବ୍ଳକ ମାର୍କେଟ, କ୍ରଞ୍ଚ ପରେ, ନୂଆଦିଲ୍ଲୀ ୧୧୦୦୧୬
(ନିକଟତମ ମେଟ୍ରୋ: ହଜ ଖାସ, ଲକ୍ଷ୍ମଣ ପବ୍ଳିକ ସ୍କୁଲ ଦେଇ ଏଠାକୁ ଚାଲି ଆସିପାରିବେ କିମ୍ୱା ଅଟୋରେ ମଧ୍ୟ ଆସିପାରିବେ)
ଦିନ ୧୦ ଘଟିକା
ପରିଚାଳନା
[ସମ୍ପାଦନା]- ପଙ୍କଜମାଳା ଷଡ଼ଙ୍ଗୀ (ମୋବାଇଲ:୯୭୧୧୦୮୦୨୧୮)
- ସୁଭାସିସ ପାଣିଗାହି (ମୋବାଇଲ: 8050515339)
ଅଂଶଗ୍ରହଣ
[ସମ୍ପାଦନା]ଏହା ଓଡ଼ିଆ ଲେଖି ପଢ଼ି ଜାଣିଥିବା ସଭିଙ୍କ ପାଇଁ ଖୋଲା । ଆପଣ ଏଥିରେ ଭାଗ ନେବା ପାଇଁ ଆଗ୍ରହୀ ଥିଲେ ଲଗ ଇନ କରି ତଳେ ନାମ ଲେଖାନ୍ତୁ । --Pmsarangi (ମୋ ଆଲୋଚନା) ୧୬:୧୪, ୧୮ ଫେବୃଆରୀ ୨୦୧୬ (IST)
- ରାଧାରାଣୀ ଦ୍ୱିବେଦୀ
- ଆଶୁତୋଷ ଷଡ଼ଙ୍ଗୀ
- ସସ୍ମିତା ବିଶ୍ୱନାଥ
- ରୀତା ପାତ୍ର
- ଗଦାଧର ମହାପାତ୍ର
- ସତ୍ୟନାରାୟଣ ଚାନ୍ଦ
- ଦୋଳଗୋବିନ୍ଦ ବେହେରା
ବିବରଣୀ
[ସମ୍ପାଦନା]ଏହି କର୍ମଶାଳା ରେ ସବୁ ଉଇକିଆଳି ଶିଖିଲେ :
- ଓଡ଼ିଆରେ ଟାଇପ କରିବା
- ଓଡ଼ିଆ ଉଇକିପାଠାଗାରା ବାବଦରେ
- ଉଇକିପାଠାଗାର ରେ କେଉଁ ବହି ରଖିବ ତା ବାବଦରେ
- ଇନଟରନେଟରେ ପାଠାଗାରର ଆବଶ୍ୟକତା ବାବଦରେ
- ୟୁନିକୋଡ଼ ଓ ଅଣୟୁନିକୋଡ଼ ବିଷୟରେ
- ନୂଆ ଖାତା ଖୋଲିବା
- ବହି ଡ଼ିଜିଟାଇଜ କରିବା ପ୍ରଣାଳୀ
- ଫୋଟ ଯୋଡ଼ିବା ଓ ଫରମେଟିଙ୍ଗ କରିବା ବିଧି
- Picture format ରୁ Google OCR ଦ୍ୱାରା ପେଜ କନଭରଟ କରିବା
- PDF format (ଫରମେଟ) ଶ୍ରୀଲିପି, ଆକୃତି ର ଲେଖା କନଭରଟର ଦ୍ୱାରା ୟୁନିକୋଡ଼ରେ କନଭରଟ କରିବା
- PDF format ଓ Picture format ବାବଦରେ
- Google ଓଡ଼ିଆ ଶବ୍ଦ/ବାକ୍ୟ ଲେଖି ବିଷୟ ଖୋଜିବା
- ନଗଦ ବଦଳ ବ୍ୟବହାର କରିବା
ଆଗକୁ କଣ କରାଯାଇ ପାରିବ
[ସମ୍ପାଦନା]- ସବୁ ମାସରେ/ଦୁଇ ମାସରେ ଗୋଟୋଏ ମିଳଣ କରିବା
- ଯାହା ଯାହା ଅସୁବିଧା/ସନ୍ଦେହ ବିଷୟରେ ଆଲୋଚନା କରିବା
- ଅନ୍ୟ ଓଡ଼ିଆଙ୍କୁ ଏହା ବିଷୟରେ ଜଣାଇବା
- ଫୋନ/ଇ-ମେଲ/ଫେସବୁକ ମାଧ୍ୟମରେ କଥାଭାଷା କରିବା
ଫଟୋ
[ସମ୍ପାଦନା]ଉଇକିପିଡ଼ିଆ କମନ୍ସରେ: Odia Wikisource workshop 22 February 2016 ଉପରେ ମାଧ୍ୟମ ରହିଛି । |