ଉଇକିପାଠାଗାର ଆଲୋଚନା:କର୍ମଶାଳା/କିପରି କରିବେ

Page contents not supported in other languages.
ଉଇକିପାଠାଗାର‌ରୁ

ଆହ୍ୱାନ/କଣ କରାଯାଇପାରିଲା ନାହିଁ[ସମ୍ପାଦନା]

  • ସୂଚୀ କେମିତି କରିବେ
  • ନୂଆ ବହିର ତାଲିକା/ତିଆରି ହେବାକୁ ଥିବା ପୃଷ୍ଠା/ବହିର ତାଲିକା

ସଫଳତା[ସମ୍ପାଦନା]

  • ଇଣ୍ଟରାକ୍ଟିଭ

ଆବଶ୍ୟକତା[ସମ୍ପାଦନା]

  • ଉଇକିକୋଡ଼ ଶିକ୍ଷଣ (<center>କୌଣସି</center>)
  • କେମିତି ଫଟୋ ଯୋଡ଼ିବେ: ଆନିମେସନ ଶିକ୍ଷଣ
  • କିପରି ବହିର ପ୍ରଥମ ପୃଷ୍ଠା ତିଆରି କରାଯିବ

ମାର୍ଚ୍ଚ ୧୧ ପଙ୍କଜମାଳା ଷଡ଼ଙ୍ଗୀଙ୍କ ସହ ଭେଟ[ସମ୍ପାଦନା]

ସୁଭାସିସ ଓ ପଙ୍କଜମାଳା ଷଡ଼ଙ୍ଗୀଙ୍କ ସହ ଦିଲ୍ଲୀରେ ଭେଟ ବେଳେ ଏହିସବୁ ବିଷୟ ଆଲୋଚିବା ପାଇଁ ଯୋଜନା ହୋଇଛି (ଆବଶ୍ୟକୀୟ ଉପାଦାନ):

  • କୌଣସି କର୍ମଶାଳାରେ ଭାଗ ନେଉଥିବା ଯୋଗଦାନକାରୀଙ୍କ ପାଖକୁ ଆଗୁଆ ଏକ ପଠନ ଉପଯୋଗୀ ପୁସ୍ତିକା ପଠାଇବା । ଏଥି ପାଇଁ ସହଯୋଗ:ବିଷୟବସ୍ତୁ ପ୍ରଥମ ପୃଷ୍ଠାଟି ଗୋଟେ ପ୍ରଶ୍ନୋତ୍ତର (FAQ) ଭଳି ତିଆରି କରାଯାଇପାରିଲେ ଭଲ ହେବ ।
  • କର୍ମଶାଳା ଆଗରୁ ଓ ପରେ ପଠାଇବା ପାଇଁ ଇମେଲ ଛାଞ୍ଚଟିଏ ତିଆରି
  • ପାଛୋଟା ଛାଞ୍ଚ

--ସୁଭାସିସ ପାଣିଗାହି (ମୋ ଆଲୋଚନା) ୦୯:୦୦, ୧୧ ମାର୍ଚ୍ଚ ୨୦୧୬ (IST)[reply]

ପଙ୍କଜମାଳା ଷଡ଼ଙ୍ଗୀଙ୍କ ମତାମତ[ସମ୍ପାଦନା]

ପଙ୍କଜମାଳା ଷଡ଼ଙ୍ଗୀଙ୍କ ସହ ଆଲୋଚନାରୁ ସେ ଦେଇଥିବା ମତାମତ ।--ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୦:୫୩, ୧୨ ମାର୍ଚ୍ଚ ୨୦୧୬ (IST)[reply]

  • ବାର୍ଣ୍ଣଷ୍ଟାର: ନୂଆ ଓ ସକ୍ରିୟ ଉଇକିଆଳିଙ୍କୁ ଉତ୍ସାହିତ କରିବାରେ ସୁବିଧା ହେବ ।
  • ଉଇକିଆଦର (ଉଇକିଲଭ ସକ୍ରିୟ କରିବା): ନୂଆ ଓ ସକ୍ରିୟ ଉଇକିଆଳିଙ୍କ ସହ କଥାବାର୍ତ୍ତା କରିବାରେ ସୁବିଧା ହେବ ।
  • ଅର୍କକ୍ଷେତ୍ର କୋଣାର୍କ (ଫଟୋର କ୍ୟାପସନ କିପରି ଦିଆଯିବ)
  • ଫଣ୍ଟ କନଭର୍ଟର ଲିଙ୍କ ସାଇଟ ନୋଟିସ/ବାମପଟିରେ ଯୋଡ଼ା
  • ଗୁଗୁଲ ଓସିଆରରୁ ସିଧା ଅପଲୋଡ଼: ଶ୍ରୀନିବାସଙ୍କ ଟୁଲ
  • ଛବି ଯୋଡ଼ିବା ଅପଡେଟ: ଏବେ ଥିବା ଶିକ୍ଷଣରେ ପୁରୁଣା ପଦ୍ଧତି ଅଛି । ତାକୁ ବଦଳାଇ ନୂଆ ପଦ୍ଧତି ଯୋଡ଼ିବା
  • Project Milkshake Wikimedia Input tool enabling - ବ୍ରାଉଜରରେ ଓଡ଼ିଆ ଲେଖିବା
  • ପ୍ରଧାନ ପୃଷ୍ଠାରେ ଗୁରୁତ୍ତ୍ୱପୂର୍ଣ୍ଣ ବହିସବୁର Alphabetical sorting
  • ପ୍ରଥମେ ଦିଲ୍ଲୀରେ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଦିଲ୍ଲୀରେ କରିବା ବାବଦରେ ମତ ଦେଇଥିଲେ । କିନ୍ତୁ ପାଖାପାଖି ସମସ୍ତ ଉଇକିପିଡ଼ିଆ ସମ୍ପାଦକ ଓଡ଼ିଶାରେ ଥିବାରୁ ସମସ୍ତଙ୍କ ଯିବାଆସିବା ଓ ରହିବା ତଥା ଏତେ ଦୂର ଯିବା ପାଇଁ ସମୟ ବାହାର କରିବା କଷ୍ଟ ହେବାର ଖୁବ ଅଧିକ ସମ୍ଭାବନା ଥିବାରୁ ଅକ୍ଟୋବର ୨୦ରେ ଓଡ଼ିଆ ଉଇକିପାଠାଗାରର ଜନ୍ମତିଥି ପାଳନ ପାଇଁ ମତ ଦେଇଛନ୍ତି । ପିଲାଙ୍କର ପରିକ୍ଷା ଚାଲିଥିବାରୁ ଏହି ମାସ ୨୬-୨୭ ତାରିଖ ଆଡ଼କୁ କର୍ମଶାଳା କରିବାର ଯୋଜନା । ଆଉ ୨-୩ ମାସ ଛାଡ଼ି ଏକ ବଡ଼ କର୍ମଶାଳା ।