ଉଇକିପାଠାଗାର ଆଲୋଚନା:ଜନ୍ମତିଥି/୧/ପରିଚାଳନା

Page contents not supported in other languages.
ଉଇକିପାଠାଗାର‌ରୁ

ଉଇକିପିଡିଆର ନବକଳେବର ଗାଣସମ୍ପାଦନା ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରମାଣପତ୍ର ପ୍ରିଣ୍ଟ ଏବଂ ପୁରସ୍କାର ପ୍ରଦାନ[ସମ୍ପାଦନା]

ପ୍ରଥମ ଶ୍ରେଣୀ[ସମ୍ପାଦନା]

  • ହରିହର ପ୍ରସାଦ ଶତପଥୀ
  • ସନ୍ତୋଷ ସାହୁ
  • ନିଷ୍ଠା ରଞ୍ଜନ ଦାଶ
  • ଶିତିକଣ୍ଠ ଦାଶ

ଦ୍ବିତୀୟ ଶ୍ରେଣୀ[ସମ୍ପାଦନା]

  • ସଂଗ୍ରାମ କେଶରୀ ସେନାପତି
  • ପ୍ରିତିରଞ୍ଜନ ତ୍ରିପାଠୀ
  • ବୁଦ୍ଧଦେବ ସାହୁ

ତୃତୀୟ ଶ୍ରେଣୀ[ସମ୍ପାଦନା]

  • ଶୁଭ୍ରଜିତ ଜେନା
  • ସୌମ୍ୟକାନ୍ତ ବଳ

--Nistha.aslp (ମୋ ଆଲୋଚନା) ୨୩:୦୮, ୧୨ ଅକ୍ଟୋବର ୨୦୧୫ (IST)[reply]

ଟୁଇଟ ଓ ଫେସବୁକ ମେସେଜ[ସମ୍ପାଦନା]

ଟୁଇଟର ଓ ଫେସବୁକରେ ପୋଷ୍ଟ ହେବା ପାଇଁ ସମ୍ଭାବିତ ମେସେଜ ଏଠାରେ ଲେଖିବେ । ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ସଭିଏଁ ଓ ସୋସିଆଲ ମିଡ଼ିଆ ଦଳ ଏସବୁ ପ୍ରକାଶ କରିବେ ।

ଟୁଇଟର: ୧୪୦ ଅକ୍ଷର[ସମ୍ପାଦନା]

ପାଖାପାଖି ୧୯-୨୦ ଓଡ଼ିଆ ଶବ୍ଦ ଓ ଗୋଟେ ଲିଙ୍କ କିମ୍ବା ୨୪-୨୫ଟି ଶବ୍ଦ ।

ସଭା ଆଗରୁ[ସମ୍ପାଦନା]

୨୦୦+ ଓଡ଼ିଆ ବହିରେ ଭରା ଓଡ଼ିଆ ଉଇକିପାଠାଗାରକୁ ଏଇ ୨୦ ତାରିଖରେ ବର୍ଷେ ପୂରିବ । ଭୁବନେଶ୍ୱରରେ ଆମ ସଙ୍ଗେ ମିଶି ଏ ସୁଦିନ ପାଳିବେ କି? https://or.wikisource.org/WS:JT1

କପିରାଇଟ ନଥିବା ବିରଳ ଓଡ଼ିଆ ବହିର ଗନ୍ତାଘର ଓଡ଼ିଆ ଉଇକିପାଠାଗାର, ଭୁବନେଶ୍ୱରରେ ଆମ ସଙ୍ଗେ ମିଶି ଏହାର ପଢୁଆଁ ବର୍ଷ ପୂରାଣି ପାଳିବେ କି? https://or.wikisource.org/WS:JT1

ଆପଣଂକ ପାଖରେ କପିରାଇଟ ନଥିବା ଓଡ଼ିଆ ବହି ଅଛି କି? ଏହାକୁ ଡିଜିଟାଇଜ କରନ୍ତୁ ଓଡ଼ିଆ ଉଇକିସୋର୍ସ ମାଧ୍ୟମରେ
https://or.wikisource.org/WS:JT1

ସ୍ଵଭାବକବିଙ୍କ ତପସ୍ଵିନୀ ମହାକାବ୍ୟ ଭଳି ଅନେକ କିଛି ପଢନ୍ତୁ ଓଡ଼ିଆ ଉଇକିପାଠାଗାରରେ, ଭାଗନିଅନ୍ତୁ ପାଠାଗାରର ଜନ୍ମଦିନରେ
https://or.wikisource.org/WS:JT1

ଓଡ଼ିଆ ସାହିତ୍ୟକୁ ସୁରକ୍ଷିତ ରଖିବା ପାଇଁ ଆମର ଏହି ଯାତ୍ରାରେ ସାଥୀ ହୁଅନ୍ତୁ, ଉଇକିପାଠାଗାରର ଜନ୍ମଦିନରେ ଆସନ୍ତୁ ଛେନାପୋଡ଼ କାଟିବା
https://or.wikisource.org/WS:JT1

ଓଡ଼ିଆ ସାହିତ୍ୟର ସେକାଳ ପଖାଳର ବାସ୍ନା ପାଇବେ ଓଡ଼ିଆ ଉଇକିପାଠାଗାରରେ, ଏହାର ଜନ୍ମଦିନ ଉତ୍ସବରେ ଆସନ୍ତୁ ଖୁସି ମନେଇବା
https://or.wikisource.org/WS:JT1

ସଭା ଦିନ[ସମ୍ପାଦନା]

ଓ.ୟୁ.ଏ.ଟିରେ ଆଜି ସଞ୍ଜ ୫ଟାରେ ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମଦିନ ପାଳନ କରାଯିବ,ଆମ ସହ ଏହି ଖୁସିରେ ଯୋଗ ଦିଅନ୍ତୁ
https://or.wikisource.org/WS:JT1

ଆଜି ଉଇକିପାଠାଗାରର ପ୍ରଥମ ଜନ୍ମଦିନ ଉତ୍ସବ ପାଳନରେ ଯୋଗଦିଅନ୍ତୁ, ନାମ ଲେଖେଇବା ପାଇଁ https://or.wikisource.org/WS:JT1 କୁ ଯାଆନ୍ତୁ

ଉତ୍ସବ ପାଳନ ସହିତ "ଓଡ଼ିଆ ବହିର ଡିଜିଟାଲ ସଂରକ୍ଷଣ" ଆଲୋଚନାଚକ୍ରରେ ଭାଗ ନିଅନ୍ତୁ ଓ ନିଜର ମୁଲ୍ୟବାନ ମତାମତ ଦେବାକୁ ଭୁଲିବେନି
https://or.wikisource.org/WS:JT1

ସଭା ସମୟରେ[ସମ୍ପାଦନା]

ସଭା ପରେ[ସମ୍ପାଦନା]

ବକ୍ତା, ବକ୍ତବ୍ୟ ଓ ଆଲୋଚନାଚକ୍ର[ସମ୍ପାଦନା]

ଗତ ଓ ଏହି ସପ୍ତାହ ଭିତରେ ପରିଚିତ ବ୍ୟକ୍ତିମାନଙ୍କ ସହାୟତାରେ "ପାଠାଗାର ଆନ୍ଦୋଳନ", "ବହିର ଡିଜିଟାଲ ସଂରକ୍ଷଣ" ଓ "ସଂସ୍କୃତି ଗବେଷଣା"ରେ ସକ୍ରିୟ ଭାବେ କାମକରୁଥିବା ବିଭିନ୍ନ ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ କରୁଥିଲି:

  • ନିଖିଳ ମୋହନ ପଟ୍ଟନାୟକ, ସୃଜନିକା
  • ଭାଗ୍ୟଲିପି ମଲ୍ଲ, ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର
  • ପ୍ରସନ୍ନ ଦାଶ, ପ୍ରଫୁଲ୍ଲ ପାଠାଗାର
  • ଯତୀନ ନାୟକ, ଅନୁବାଦକ ଓ ସମୀକ୍ଷକ
  • ସୁଜିତ ମହାପାତ୍ର, ବକୁଳ ପାଠାଗାର ଓ ଫାଉଣ୍ଡେସନ, ଭୁବନେଶ୍ୱର
  • ଅନୀଳ ପ୍ରଧାନ, ଶିକ୍ଷା ସନ୍ଧାନ, ଭୁବନେଶ୍ୱର
  • ସୁଧିର ପଟ୍ଟନାୟକ, ସମଦୃଷ୍ଟି

ଏହି ବ୍ୟକ୍ତିବିଶେଷମାନଙ୍କ ଭିତରୁ ଏଯାବତ ଯତୀନ ନାୟକ ଓ ଅନୀଳ ପ୍ରଧାନ ଆସିବା ପାଇଁ ସମ୍ପୂର୍ଣ୍ଣ ସମ୍ମତି ଦେଇଥିବା ବେଳେ ସୁଜିତ ମହାପାତ୍ର ୨-୩ ଦିନ ଭିତରେ ଥୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଭାଗ୍ୟଲିପି ମଲ୍ଲ ଏଯାବତ ଥୟ କରିନାହାନ୍ତି ଏବଂ ପ୍ରସନ୍ନ ଦାଶ ଆସିପାରିବେ ନାହିଁ ବୋଲି ଜଣାଇଛନ୍ତି । ସୃଜନିକା ଓ ସମଦୃଷ୍ଟିରୁ ଏଯାବତ ଉତ୍ତର ପାଇଁ ଅପେକ୍ଷାରତ । ଏହି ଯୋଗାଯୋଗ କାମରେ ଉଇକିଆଳି ଶୈଲେନ ରାଉତରାୟ, ଶୁଭ୍ରାଂଶୁ ପଣ୍ଡା ତଥା ସୁଜିତ ମହାପାତ୍ର ଅଯାଚିତ ସାହାଯ୍ୟ କରିଛନ୍ତି । ଯଦି କାହାର ଏଥିରେ କିଛି ମତ ବା ଯୋଡ଼ିବାର ଥାଏ ନିଶ୍ଚେ ଜଣାଇବେ । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୨୦:୫୬, ୧୩ ଅକ୍ଟୋବର ୨୦୧୫ (IST)[reply]

ସୃଜନୀକାରୁ ପୁଷ୍ପଶ୍ରୀ ଅପା ଓ ଜୀବନ ଭାଇ ଆସୁଛନ୍ତି, କିପରି ଦେଢ଼ ଲକ୍ଷ ପୃଷ୍ଠା ଡିଜିଟାଇଜ କଲେ ତା ବାବଦରେ କହିବେ । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୨୦:୨୦, ୧୪ ଅକ୍ଟୋବର ୨୦୧୫ (IST)[reply]