ଗୀତଗୋବିନ୍ଦ

ଉଇକିପାଠାଗାର‌ରୁ
Jump to navigation Jump to search
ଗୀତଗୋବିନ୍ଦ
ଲେଖକ/କବି: କବିରାଜ ଜୟଦେବ
ଦ୍ୱାଦଶ ଶତାବ୍ଦୀରେ ପୁରୀ ଜିଲ୍ଲା କେନ୍ଦୁବିଲ୍ୱ ବା କେନ୍ଦୁଲି ଶାସନ ଗ୍ରାମରେ ଜୟଦେବଙ୍କ ଜନ୍ମ । କବିରାଜ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଶୀ ସଙ୍ଗୀତର ଏକ ଅମର କୃତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ପ୍ରତି ରାତ୍ର ବଡ଼ସିଂହାର ବେଳେ ଗାନ ବାଦନ ଓ ନୃତ୍ୟ କରାଯାଏ ।

ଗୀତଗୋବିନ୍ଦ
କବିରାଜ ଜୟଦେବ

ସୂଚୀ

  1. ସାମୋଦଦାମୋଦରଃ
  2. ଅକ୍ଳେଶକେଶବଃ
  3. ମୁଗ୍ଧମଧୁସୂଦନଃ
  4. ସ୍ନିଗ୍ଧମାଧବଃ
  5. ସାକାଂକ୍ଷପୁଣ୍ଡରୀକାକ୍ଷଃ
  6. କୁଣ୍ଠବୈକୁଣ୍ଠଃ
  7. ନାଗରନାରାୟଣଃ
  8. ବିଲକ୍ଷ୍ୟଲକ୍ଷ୍ମୀପତିଃ
  9. ମନ୍ଦମୁକୁନ୍ଦଃ
  10. ଚତୁରଚତୁର୍ଭୁଜଃ
  11. ସାନନ୍ଦଦାମୋଦରଃ
  12. ସୁପ୍ରୀତପୀତାମ୍ବରଃ