ଗୀତଗୋବିନ୍ଦ (ଧରଣୀଧର ପଦ୍ୟାନୁବାଦ)

ଉଇକିପାଠାଗାର‌ରୁ
Jump to navigation Jump to search
ଗୀତଗୋବିନ୍ଦ (୧୫ଶ ଶତାବ୍ଦୀ)  ଲେଖକ/କବି: ଜୟଦେବ, translated by ଧରଣୀଧର ଦାସ
ମୁଖପୃଷ୍ଠ
ପଞ୍ଚଦଶ ଶତାବ୍ଦୀରେ ଧରଣୀଧର ଦାସ ଜୟଦେବଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଲିଖିତ ଗୀତଗୋବିନ୍ଦକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । ଏହି ଅନୁବାଦିତ କାବ୍ୟରେ ମୂଳଗ୍ରନ୍ଥର ବିଷୟବସ୍ତୁକୁ ସରଳ ଓଡ଼ିଆରେ ବିବିଧ ଛନ୍ଦରେ ଲିଖିତ ।
କ୍ରମାଙ୍କ ମୂଳ ଅଷ୍ଟପଦୀ ଅନୁବାଦିତ ଛାନ୍ଦ
ପ୍ରଳୟପୟୋଧିଜଳେ କେବେହେଁ ମାଧବ
ଶ୍ରିତକମଳାକୁଚମଣ୍ଡଳ
ଲଳିତଲବଙ୍ଗଲତା ଶୁଣ ହେ ସୁଜନେ ଏଥୁଁ
ଚନ୍ଦନଚର୍ଚ୍ଚିତନୀଳକଳେବର ଶୁଣ ସୁଜନେ ହୋଇ ସାବଧାନ
ସଞ୍ଚରଦଧର ଏଥୁ ଅନନ୍ତରେ ଶୁଣ ରସିକଜନ
ନିଭୃତନିକୁଞ୍ଜ ଶୁଣ ହେ ସୁଜନେ ଏଥୁଁ ରସବଚନ
ମାମିୟଂ ଚଳିତା ଏଥୁ ଅନନ୍ତରେ ଶୁଣ ରସିକ ସୁଜାଣ
ନିନ୍ଦତି ଚନ୍ଦନମ୍
ସ୍ତନ ବିନିହିତମ୍
୧୦ ତବ ବିରହେ ବନମାଳୀ ଏଥୁ ଅନନ୍ତରେ ଶୁଣ ହେ ନରେ
୧୧ ଧୀରସମୀରେ ଯମୁନାତୀରେ ଏଥୁ ଅନନ୍ତରେ ଶୁଣ ସାଧୁଜନେ
୧୨ ପଶ୍ୟତି ଦିଶି ଦିଶି ଏଥୁଅନନ୍ତରେ କଥା
୧୩ ଯାମି ହେ କାମିହ ଶରଣମ୍ ଏଥୁ ଅନନ୍ତରେ ଶୁଣ ହେ ସୁଜନେ
୧୪ ସ୍ମର ସ୍ମରୋଚିତ ଶୁଣ ହେ ସୁଜନେ ଏଥୁଁ ସୁଧାରସ ବାଣୀ
୧୫ ସମୁଦିତମଦନେ
୧୬ ଅନିଳତରଳ
୧୭ ଯାହି ମାଧବ
୧୮ ମାଧବି ମା କୁରୁ
୧୯ ପ୍ରିୟେ ଚାରୁଶୀଳେ
୨୦ ବିରଚିତ ଚାଟୁ
୨୧ ପ୍ରବିଶ ରାଧେ
୨୨ ରାଧା ବଦନ
୨୩ କିସଳୟ ଶୟନ ତଳେ
୨୪ କୁରୁ ଯଦୁନନ୍ଦନ