ଚୈତ୍ର ମଙ୍ଗଳା ଓଷା

ଉଇକିପାଠାଗାର ରୁ
Jump to navigation Jump to search
template error: please do not remove empty parameters (see the style guide and template documentation).
Untitled
ଲେଖକ/କବି: [[ଲେଖକ:{{{author}}}|{{{author}}}]]
{{{notes}}}

ବନ୍ଦଇ ଶାରଳା ମାଗୋ ତୁମ୍ଭ ଶ୍ରୀଚରଣେ । ଲେଖୁଅଛି ପଦ ମାନ କହିଦେବ ମନେ ।
ନମଇଁ ଶାରଳା ମାଗୋ ଶିବଙ୍କ ଘରଣୀ । ଝଙ୍କଡ଼ ପୁର ବାସିନୀ ମହିଷାମର୍ଦ୍ଦିନୀ ।
ଅମ୍ବିକା କାଳିକା ବେତାଳିକା । ତୋର ନାମ । ଦୁର୍ଗା ମହାମାୟୀ ଗୋ ମଙ୍ଗଳା ତୋର ନାମ ।
ଜୟ । ଶ୍ରୀ ମଙ୍ଗଳା ମାଗୋ ତାରା କାତ୍ୟାୟନୀ । ସଙ୍ଗତରେ ରଖୁଅଛୁ । ଚଉଷଠି ଯୋଗୁ ।
ମୁହଁ ମୁଖୀ ଅପାଣ୍ଡୁକ ନ ଜାଣଇ କିଛି । କଣ୍ଠରେ ବସିଣ ପଦ କହିଦେବ ବାଛି । । -
ଅର୍ଜୁନ ଉବାଚ -
। ଅର୍ଜୁନ ବୋଲନ୍ତି ତୁମେ ଶୁଣ ଦାଶରଥ । ବୁଝାଇଣ କହ ମୋତେ ମଙ୍ଗଳାଙ୍କ ସ୍ତୁତି । ଶ୍ରୀହରି ବୋଲନ୍ତି ତୁମେୟ ଶୁଣ ହେ । ଅର୍ଜୁନ । ଆଣ୍ଠୁକୁଡ଼ା ରାଜାକୁ ଯେ ଦେଲେ ପୁତ୍ରଦାନ । ମୋହର ଚରଣେ ତାଙ୍କ ନ ଭଜିଲା। ମନ । ତେଣୁକରି ଆଣ୍ଡୁକୁଡ଼ା ହେଲେ । ସବୁଜନ ! ଏକମନ ହୋଇ ଯେଣୁ ନ ଭଜିଲେ ମୋତେ | ତେଣୁ କରି ମଙ୍ଗଳା ଯୋ ଗଲେ କ ତୁରିତେ । ଦିବ୍ୟ ରୂପ ତେଜି ମାଏ ବୃଦ୍ଧା ରୂପ ହେଲେ । ଚକ୍ଷୁ ମେଞ୍ଚା ମେଞ୍ଚା ଆଖୁପିଛଡ଼ା ବହଇ । କନା ଯେ
କତରା ମାଏ ପରଧାନ କଲେ । କେନ୍ଦୁ ଯେ କଇଥ ଚାର ଘେନଣے 12 Ya 2N2 ZON , ଚଳିଲେ । ସେଦିନ ଯେ ମଙ୍ଗଳାଙ୍କ ପୂଜାବିଧୁ ଦିନ । ତେଣୁ କରି । ତତ! ମଜ୍ଜଳ ବିଜୟୋ କଲେ କ ତତକ୍ଷଣ । ନଗ୍ର ହାଟ ବାଟ ଚୂଲି ଡାକ ଯେ : ଦିଅନ୍ତି । କେନ୍ଦୁ କେନ୍ଦୁ ଚାର ନିଅ ବୋଲିଣ ବୋଲନ୍ତି । ତାହା ଶୁଣି ।

ନଗ୍ରଲୋକେ ଆଣ ଗୋ ବୋଲନ୍ତି । ତାଙ୍କ ରୂପଦେଖୁ ଲୋକେ ଛ
୪ ଖାଁ ଖୁଁ ଖୁଁ (ବୈତ୍ର ମଙ୍ଗଳା ଓଷା କଥା)ଞ। ମୁଁ ଖୁଁ ଖୁଁ
ବୋଲନ୍ତି ସର୍ବଜନେ । ଆନନ୍ଦ ହୋଇଲେ ଶୁଣି ନ ଗ୍ର ନାରୀମାନେ | ଦୁଇ ଚାରିଦିନ ଯାନ୍ତେ ନାହୁଡ଼ି ଶୁଖୁଲା । ଦିନ ଗଣି ଚାଣ୍ଡାଳୁଣୀ କାମ ତା' ସାରିଲା । ହାଟ ଦାଣ୍ଡନ ଗ୍ରବୁଲି କରୁଥାଇ ଡକା । କଅଁଳା ଛୁଆକୁ ଛାଡ଼ି ଅଇଲି । ମୁଁ ଏକା । ଏହା ବୋଲି ଚାଣ୍ଡାଳୁଣୀ କ୍ଷଣେ ନରହଇ । ପୁତ୍ରର ମୁଖରେ ଆସି ଚୁମ୍ବନ ଦିଅଇ ଏହିମତେ ଛମାସ ବରଷେ ଗଲା । ପୁଣି ଗର୍ଭବାସ ଯେ ହୋଇଲା । ସେ ତରୁଣୀ । ଦଶମାସ ଦଶଦିନ ଗର୍ଭ ଯହିଁ ହେଲା । ପେଟ ବଥାଇଣ ପୁଣି ପୁତ୍ରଜାତକଲା । ଏହି ରୂପେ ସାତପୁତ୍ର ହୋଇଲା ଜନମ । ଅର୍ଜୁନକୁ ବୁଝାଇ କହନ୍ତି ଭଗବାନ । ପୁଣି ଗର୍ଭବାସ ଯେ ହେଲେ ଚାଣ୍ଡାଳୁଣୀ । ଦୁହିତା ଗୋଟିଏ ଜାତ ହୋଇଲାକ ପୁଣି । ସାତପୁତ୍ରଙ୍କୁ ମୋହର ବିଭା କରାଇବି । ଏତେ ଭାବି ବନ୍ଧୁ ଘର ଖୋଜିଣ ସେ ଗଲା । ସାତ ଯେ ପୁତ୍ରଙ୍କୁ ତାର ବିଭା କରାଇଲା । ଦୁହିତା ଗୋଟିକୁ ବିଭା କରିଦେଲା। ପୁଣ । ସାତପୁତ୍ର ସାତ ବୋହୁ ଆଣିଲାକ Giél | ଅର୍ଜୁନ ଶୁଣିଣ କହନ୍ତି ଯେ ଭଗବାନ । ମଙ୍ଗଳାଙ୍କୁ ସେବି ସେ ପାଇଲା ପୁତ୍ରଦାନ ।
ଶ୍ରୀ : ଭଗବାନ ଉବାଚ
ଶ୍ରୀକୃଷ୍ଣ ବୋଲନ୍ତି ତୁମେୟ ଶୁଣ ଆହେ ପାର୍ଥ । ଠିକ୍ ଠିକ୍ କରି ତୋତେ କହିଦେବା ତଥ୍ୟ । ଏଥୁ ଅନନ୍ତରେ କେତେଦିନ ବହିଗଲା । ପ୍ରଭାତୁ ଉଠିଣ ରାଜା ନବରକୁ ଗଲା । ଯେଉଁ ଯୋଗେ

ଘରୁ ମୁଁ ଯେ ବାହାର ହୋଇଲି । ଆଣ୍ଠୁକୁଡ଼ା ରାଜା ମୁଖ ଆଜ ମୁଁ
(ବୈତ୍ର ମଙ୍ଗଳା
ଦେଖୁଲି । ଅନ୍ନପାଣି ଆଜି ମୋତେ ମିଳିବ କି ନାହିଁ । ଏତେ ବୋଲି ରାଣୀ ହଂସପୁରେ ମିଳେ ଯାଇଁ । ତାହା ଶୁଣି ମହାରାଜା ସ୍ତବ୍ଧ
ହୋଇଗଲେ । ଚାକର ମାନଙ୍କୁ ଡାକି ଗୁପତେ କହିଲେ । ଆଜ ତୁମେୟ। ଚାଣ୍ଡାଳୁଣୀ ଘରଠିକୁ ଯାଅ । ରାଷ୍ଟ୍ରଯେ ଦିବସ ତହିଁ ଜଗି ବସିଥାଅ ।
ଭୂଞ୍ଜିବ କି ନକ୍ସଞ୍ଜିବ ଦେଖୁଥୁବ ଜାଣି.. ମୋହର ଆଗରେ କହିବିଟି ଆସି ପୁଣି । ଏହା ଶୁଣି ଚାକର ଯେ ବେଙ୍ଗେ ଚଳି ଗଲେ । ଚାଣ୍ଡାଳୁଣୀ ଘରଠାରେ ଜଗିଣ ବସିଲେ । ଏମନ୍ତ ସମୟେ ଶ୍ରୀୟା ଚାଣ୍ଡାଳୁଣୀ ଗଲା । ଅନ୍ନପାଣି କିଛି କେଉଁଠାରେ ନ ପାଇଲା । । ରନ୍ଧନ ଶାଳାରେ ହାଣ୍ଡି ଭାଙ୍ଗିଲା।କ ଯହିଁ । ଉପବାସେ ସମସ୍ତେ ଯେ ରହିଲେ କ ତହୁଁ । ଏହା ଦେଖୁ ରାଜଦୂତେ ବେଙ୍ଗେ ଚଳିଗଲେ । ପାଦେ ପଡ଼ି କରଯୋଡ଼ି ଛାମୁରେ କହିଲେ । ରାନ୍ଧଣା ଚୁଲୀରେ ହାଣ୍ଡି ଭାଙ୍ଗିଲେ କ ଯହୁଁ । ଉପବାସେ ସମସ୍ତେ ଯେ ରହିଲେ କ ତହୁଁ । ଚାଣ୍ଡାଳୁଣୀ ଆପଣଙ୍କୁ ବହୁ ନିନ୍ଦାକରି ତା’ର ପୁଅ ଝିଅଙ୍କୁ କହିଲା ଏହିପରି । ଆଣ୍ଡୁକୁଡ଼ା ରାଜା ତା’ ମୁଖ ଯହିଁ ମୁଁ ଦେଖୁଲି । ତେଣୁକରି
ଉପବାସେ ଆଜ ମୁଁ ରହିଲି । ଏହା ବୋଲି ଆପଣଙ୍କୁ ନିନ୍ଦାକଲା
ସେହି ! ଶୁଣିଥୁବା କଥା ପ୍ରଭୁ କହିଲୁ ବୁଝାଇ । ତାହା ଶୁଣି ମହାରାଜା କମ୍ପିଣଉଠିଲେ । ତାହାର ଯେ ଗର୍ବ ମୁହଁ ଭାଙ୍ଗିବି ବୋଇଲେ । ମୋର ଆଜ୍ଞାମାନି ଏହିକ୍ଷଣି ଚଳିଯାଅ । ତାହାର ପୁତ୍ରମାନଙ୍କୁ ହାଣି ଯେ ପକାଅ । ତାହା ଶୁଣି ଦୂତମାନେ ବେଙ୍ଗେ ଚଳିଗଲେ । ତାହାର ସାତପୁତ୍ରକୁ ହାଣି ପକାଇଲେ । ସେ ଦିନରେ ମଙ୍ଗଳାଙ୍କ ପୂଜାବିଧ
ଜାଣି । ଖଇ ମୁଆଁ' ଆଣିବାକୁ ଯାଇଥଲେ ପୁଣି । ଲୋକେ ଯେ
ବୋଇଲେ ରାଜା ମାଇଲେ ତୋ ବଂଶ । ଖଇ ମୁଆଁ ନେଇଣ ତୁ
ମୁଁ ଖୁଁ ଖୁଁ (ବୈତ୍ର ମଙ୍ଗଳା ଓଷା କଥା);ଞ। ମୁଁ ଖୁଁ ଖୁଁ
କରିବୁଟି କିସ । ସାତପୁତ୍ର ଯାକ ତୋର ହାଣି ପକାଇଲେ । ତୋର ପୁତ୍ର ମୁଣ୍ଡ ମାନ ଶୂଳେ ବସାଇଲେ । ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦଗୋଳ କଲା । ରାଜ୍ୟ ନବରୁ କାନ୍ଦି କାନ୍ଦି ଆସୁଥୁଲା । ତାହା ଜାଣି ମଙ୍ଗଳା ଯେ ବିଜେ କରିଗଲେ । ଆସୁଥୁଲା। ଚାଣ୍ଡାଳୁଣୀ ବାଟରେ ଭେଟିଲେ । ମଙ୍ଗଳା ବୋଲନ୍ତି ତୁଲୋ, କାନ୍ଦୁ କାହିଁପାଇଁ ।
ତୋହର ମୋନବାଞ୍ଚା ଯେ ପୁରାଇବି ମୁହଁ । ତାହା ଶୁଣି ଚାଣ୍ଡାଳୁଣୀ ।
କାନ୍ଦୁଅଛି ଲୋଟି | ତୁମ୍ଭର ସଞ୍ଚୁଲା ମୋର ସାତ ପୁତ୍ର ଗୋଟି ଅଦୋଷରେ ରାଜା ମୋର ପୁଅକୁମାଇଲା । ଶୁଳିଆପଦାରେ ଆଣି ଶୁଳି ଦିଆଗଲା । ମାଏ ବୋଲୁଛନ୍ତି ତୁଲେ ବେଗ ହେଇ ଯା ଯା । ମୁହିଁ ରକ୍ଷା କଲେ ପୁଣି କି କରିବା ରାଜା । ମୋର ସେବାପୁଜା ତୁହି
କରୁଥୁଚୁ ପୁଣି । ତୋର ପୁତ୍ରମାନେ ଯେ ଆସିବେ । ଏହିକ୍ଷଣି ! : '.'
ତାହା ଶୁଣି ଚାଣ୍ଡାଳୁଣୀ ବେଗୋ ଚଳିଗଲା । ଖଇ ମୁଆଁ ନବାତ ଯେ ବଜାରୁ କିଣିଲା । ଗୋବର ଲିପିଣ ଏକ ବେଦୀ ବନାଇଲା । ଚନ୍ଦନ କର୍ପୂର ପାଣି ତହିଁରେ ସିଞ୍ଚୁଲା । ହଳଦୀ ଗୁଣ୍ଡରେ ଏକ ମୂର୍ତି ବନାଇଲା । ଜୟ ମା' ମଙ୍ଗଳା ଗୋ ବୋଲିଣ ବୋଇଲା । ଫୁଲ ଯେ ଚନ୍ଦନ ଦେଇ ପୂଜାବିଧ କଲା । ଧୂପ ଦୀପ ନଇବିଦ୍ଯ ଗନ୍ଧପୁଷ୍ପ ଦେଲା । ଦୁବଚାଉଳ ପକାଇ, ହୁଳହୁଳି ଦେଲା । ସିଦ୍ଧିମୟୀ ସିଦ୍ଧକର
ବୋଲି ଯେ ବୋଇଲା । ମଙ୍ଗଳା ନାମରେ ଏକ ଗଣ୍ଠି ପକାଇଲା । ।
ଦ୍ବିତୀୟରେ ମହାମାୟୀ ତୃତୀୟେ ଶୀତଳା । ଚତୁର୍ଥ ଦେଲା। ଗଣ୍ଠି କହିଣ ହିଙ୍ଗୁଳା । ପଞ୍ଚମରେ ବିରଜା ଷଷେ ଭଗବତୀ । ସପ୍ତମେ ରାଜନନ୍ଦିନୀ ସିଦ୍ଧ ଯେ ପାର୍ବତୀ । ଅଷ୍ଟମରେ ଅମ୍ବିକା ନବମେ କାଳିକା । ଦଶମେ ବିମଳା ଦେବୀ ମୁଣ୍ଡ ଯେ ମାଳିକା । ଏକାଦଶେ
ମୁଁ ଖୁଁ ଖୁଁ ଖୁଁ (ବୈତ୍ର ମଙ୍ଗଳା ଓଷା କଥା);ଞ
ଗଣ୍ଠିଦେବ ନମୋ ନାରାୟଣୀ । ଦ୍ବାଦଶେ ଗଣ୍ଠିଦେବ ଶିବଙ୍କ ଘରଣୀ । ତ୍ରୟୋଦଶେ ଗଣ୍ଠିଦେବ ନାମେ ବରୁଣାଇ । ସନ୍ତୋଷ ଚିଉରେ ଗଣ୍ଠି ପକାଇଲା ତହିଁ । ମଙ୍ଗଳାଙ୍କୁ ଛେନାପଣା । ନଇବିଦ୍ୟା ଦେଲା । ଧୂପଦୀପ ଦେଇ ତହିଁ ଶଙ୍ଖ ବଜାଇଲା । । ସାତ ବୋହୁ ଘେନି ସେବା କରୁଅଛି ଯହିଁ । ଦେଖୁଣ ମଙ୍ଗଳା ଯେ ସାନନ୍ଦ ହେଲେ ତହୁଁ । ଉଭା ଯେ ହୋଇଲେ ମା ଏ ବିଜେ । କରିଗଲେ । ତା’ର ପୁତ୍ରମାନଙ୍କୁ ଯେ ପ୍ରାଣଦାନ ଦେଲେ । ସେହିବର୍ଣ୍ଣ Saa6a ତଥା ରୂପବନ୍ତ । କେହି ନଜାଣନ୍ତି ପ୍ରାଣେ ହୋଇଥୁଲେ
ହତ । କାଠପତ୍ର ମାଛ ଶାଗ ଘୋନିଣ ଅଇଲେ । ଆପଣାର ଘରେ ଆସି ପ୍ରବେଶ ହୋଇଲେ । ତାହା ଦେଖୁ ଟାଣ୍ଡାଳୁଣୀ ହରଷ ହୋଇଲା । ଜନ୍ମ ଅନ୍ଧ ଚକ୍ଷୁଦାନ କି ଅବା ପାଇଲା । ଫୁଲ ପ୍ରସାଦ ମା’ଙ୍କର ଶିରରେ ଘେନିଲେ । ଜୟ ମା' ମଙ୍ଗଳା ବୋଲି ଦଣ୍ଡବତ
କଲେ । ଉତ୍ତମ ପଦାର୍ଥମାନ ଭୋଗ ଦେଇଥୁଲେ । ସାତପୁତ୍ରଯାକ ତାହା ଆନନ୍ଦେ ଭୂଞ୍ଜିଲେ । ତାହା ଦେଖୁ ଚାଣ୍ଡାଳୁଣୀ ହୋଇଲା ।
। ଆନନ୍ଦ । ତା'ର ପୁତ୍ର ମାନେ ଯେ ଖାଇଲେ ମଧ୍ବଂ ସମଦ ।
ଦେଖୁଥବା ଲୋକମାନେ ତାଟକା ହୋଇଲେ । ହାଣିଥୁଲେ ରାଜଦୂତକେମନ୍ତେ ବଞ୍ଚୁଲେ । ତାହା ଦେଖୁ ରାଜା ଆଗେ କହିଲେକ ଦୁତେ । ହାଣିଥୁଲୁ ଲୋକମାନେ ବଞ୍ଚୁଲେ କେମନ୍ତେ । ତାହା ଶୁଣି ମହାରାଜା ହୋଇଲେ ସ୍ତବ୍ଧ । ପୁଣି ଆଜ୍ଞା ଦେଲେ ବୋଧେ ହୋଇ ଗଦଗଦ । ଆସନ୍ତା ମଙ୍ଗଳବାରେ ତାହାକୁ ମାରିବ । ଆରେ ଦୂତ ଏମନ୍ତ ଯେ ଉପାୟ କରିବ । ଗଜର ଦାନ୍ତରେ ଯେ ପ୍ରହାର କରାଇବ । ସବୁହଁ କାଟିବ। ଅସ୍ଥି ମଜା ନରଖୁବ । ଶ୍ବା ନହିଁ ଶୃଗାଳ ।
| ୮ |ଞ। ମୁଁ ଖୁଁ (ବୈତ୍ର ମଙ୍ଗଳା ଓଷା କଥା) ମୁଁ ଖୁଁ ଖୁଁ ଖୁଁ ତାକୁ ଖାଇବେଟି ଝୁଣି । ଥୋକାଏ ବନିଶୀ ଥୋପ କରିବଟି ପୁଣି । ଆଜ୍ଞା ପାଇ ରାଜଦୂତେ ବେଗୋ ଚଳି ଗଲେ । ଯେ ଯାହାର ଘଜୋର ଯାଇ ପ୍ରବେଶ ଜୋହାଇଜୋଲ !
(ଶ୍ରୀ ଭଗବାନ ଉବାଚ
। ଏଥୁଅନ୍ତେ ଯାହାହେଲା ଶୁଣହେ। ଅର୍ଜୁନ | ଆଠଦିନେ ।
ପଢ଼ିଲା, ମଙ୍ଗଳବାର ପୁଣି । ଏଣେ ଚାଣ୍ଡାଳୁଣୀ ପୂଜାବିଧ ଆଣିଗଲା । ହାଟ ବଜାର ବୁଲିଣ ପଦାର୍ଥ କିଣିଲା । ଦୂତମାନେ ଗୁପତରେ ଜଗିବସି ଥୁଲେ । ଗଜର ଦାନ୍ତରେ ତାକୁ ପ୍ରହାର ସେ
କଲେ । ଥୋକାଏ ମାଂସ କାଟି ବନିଶୀ ଥୋପ କଲେ । ଥୋକାଏ । ) {
ଶ୍ୱାନ ଶୃଗାଳ ମୁଖରେ ମେଲିଲେ । ଲୋକେ ଯେବେଇଲେ ତାର ପୁତ୍ର ନାଶଗଲେ । କିସ କିସ ଲୋଡ଼ା ତୁହି କରୁଛୁ । ବୋଇଲେ ।
ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦି ଆସୁଥୁଲା । ଯାଉଥୁଲେ। ମାଏ ତାକୁ
ବାଟରେ ଭେଟିଲା । ମଙ୍ଗଳା ବୋଲନ୍ତି ତୁଲେ। କାନ୍ଦୁ କାହିଁପାଇଁ । ଜୋତାର ପୁତ୍ରମାନଙ୍କୁ ମୁଁ ଦେବଇଁ ଜୀଆଇଁ । ମୋର ସେବା ଅର୍ଥ ତୁହି ବେଗକରି ଯାଅ । ଝିଅ ବୋହୁ ଘେନି ମୋର ସେବା କରୁଥାଅ । ଏତେ ବୋଲି ମଙ୍ଗଳା ଯେ ବିଜେକରି ଗଲେ । ଅସ୍ଥି ମାଂସ ଏକଠାନ
କରିଣ ରଖୁଲେ । ଫୁଲପାଣି ଛିଞ୍ଚୁଣସେ ଜୀବଦାନ ଦେଲେ । ଘରକୁ
ଯେ ଯାଅ ବାବୁ ବୋଲିଣ ବୋଇଲେ । ତାହା ଶୁଣି ପୋଏ ଗଲେ
ବେଗେ ବେଙ୍ଗେ ହୋଇ । ମରିଥୁଲେ ବୋଲିଣ ଯେ ନ ଜାଣିଲେ ।
କେହି । ତେଣେ ଚାଣ୍ଡାଳୁଣୀ ପୂଜା ବିଧହିଁ ସାରିଲା । ଫୁଲ ପ୍ରସାଦ
ଖୁଁ ଖୁଁ (ବୈତ୍ର ମଙ୍ଗଳା ଓଷା କଥା) ଖାଁ ୯ ମା’ଙ୍କର ଶିରରେ ଘେନିଲା' । ଜୟମା' ମଙ୍ଗଳା ବୋଲି ବୋଲିବାର
ବେଳେ । ତା’ର ପୁତ୍ରମାନେ ଯେ ଆସିଲେ ତତ୍କାଳେ । ଚିନି ମୁଆଁ
ନବାତ ଶାକର ପୁଣି ଖାଇ । ଆନନ୍ଦ ହୋଇଲେ ତା’ର ପୁତ୍ରମାନେ ଖାଇ । ତାହା ଦେଖୁ ଦୂତମାନେ ବେଗୋ ଚଳିଗଲେ । ରାଜାର
ଅଗ୍ରତେ ଯାଇ ବେଗେ ଜଣାଇଲେ । ହଣା ହୋଇଥୁବା ଲୋକ
ବଞ୍ଚୁଲେକ ପୂଣ । ଏହିକ୍ଷଣି ଆମେୟ ତାଙ୍କୁ ଅଇଲୁ ଦେଖୁଣ । ଆରେ ଦୂତେ ତୁମେମାନେ ଏମନ୍ତ କରିବ ! ଆସନ୍ତା ମଙ୍ଗଳବାରେ ତାହାକୁ ହାଣିବ । ଢିଙ୍କିରେ କୁଟିବ ମାଂସ ଶିଳରେ ବାଟିବ । ଏପରି କରିଣ ତାଙ୍କୁ କୁଆରେ ପୋତି ବ । ତାହା ଶୁଣି ଦୂତମାନେ ବେଗେ ଚଳିଗଲେ । ସେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ । ଏଥୁ ଅନନ୍ତରେ କିଛିଦିନ ଗଲା ବହି । ମଙ୍ଗଳାଙ୍କ ପୂଜା ଦିନ ହୋଇଲାକ
ତହିଁ । ଏଣେ ରାଜଦୂତେ ଠାବେ ଠାବେ ରହିଥୁଲେ । ତା’ର
ସାତପୁତ୍ରଙ୍କୁ ଯେ ଖଡ଼୍ଗେ ହାଣିଲେ । ଢିଙ୍କିରେ କୁଟିଲେ ମାଂସ ଶିଳରେ ବାଟିଲେ । ସାତଗୋଟି ଗାତ ଖୋଳି ତାହାଙ୍କୁ ପୋତିଲେ ।।।।।।।।।।।।
। ତହୁଁ ଆସି ରାଜଦୂତେ ଛାମୁରେ କହିଲେ । ସାତକୂପେ ସାତପୁତ୍ରେ । ପୋତିଲୁ, ବୋଇଲେ । ତାହା ଶୁଣି ମହାରାଜା ଆନନ୍ଦ ହୋଇଲେ ।
କେମନ୍ତ ପ୍ରକାରେ ସେହୁ ବଞ୍ଚୁବେ ବୋଇଲେ । ପୁତ୍ର ମଲେ ବୋଲି
ଚାଣ୍ଡାଳୁଣୀ ନ ଜାଣଇ । ଖଇ। ମୁଆଁ ନବାତ ଯେ ବଜାରୁ କିଣଇ ।
ଏମନ୍ତ ବେଳାରେ ଲୋକେ କହିଲେ କଥୋକେ । ତୋର ସାତପୁତ୍ର ରାଜା ପୋତିଲେ କ କୃପେ । ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦି । ଆସୁଥୁଲା ! ଆସୁଥୁଲେ ମାଏ ତାଙ୍କୁ ବାଟରେ ଭେଟିଲା । ମାଏ ବୋଲୁଛନ୍ତି ତୁଲେ! କାନ୍ଦୁ କାହିଁପାଇଁ । ଯା ଯା ତୋର ମନୋବାଞ୍ଚା
(€9ళ్ల క్ల క్ష@దేgaదాQLesIQల)ళ్ల స్లో ఫ్లో క్ల ବାହାର ଲିପିଲା । ସ୍ନାହନ କରିଣ କହିଲା । ଏଣେ ଦୂତମାନେ
ତା’ର ସାତପୁତ୍ର ହାଣି । ଜଉଘରେ ଭରି ଅଗ୍ନି ଲଗାଇଲେ ପୁଣି ।
ପୁତ୍ର ମଲେ ବୋଲି ଚାଣ୍ଡାଳୁଣୀ ନଜାଇଣ । ପୂଜାବିଧୁମାନ ସେ ଯେ ଖୋଜିଣ ଆଣଇ । ଲୋକେ ଯେ ବୋଇଲେ ତୁଲେ। ଶୁଣ
ଚାଣ୍ଡାଳୁଣୀ । ତୋର ପୁତ୍ର ମାନେ ରାଜା ମାଇଲେକ ପୁଣି । ।
ଜଉଘରେ ପୁରାଇଣ ଅଗ୍ନି ଲଗାଇଲେ । କିସ କିସ ଲୋଡ଼ା ତୁହି
କରୁଅଛୁ ଭଲେ । ତାହା ଶୁଣି ଚାଣ୍ଡାଳୁଣୀ ବିକଳ ହୋଇଲା । ଅଗାଧ ।
ସମୁଦ୍ରୋ ମୋର ଭେଳା ଯେ ବୁଡ଼ିଲା । ଆରେ ଆରେ ପୁତ୍ର ମୋର
କେଣେ ଛାଡ଼ି ଗଲା । ଅପୁତ୍ରିକ ଦଶା ବାବୁ ମୋତେ ଯେ ବିହିଲା । ।
ଚାଣ୍ଡାଳୁଣୀ ଏହିପରି କାନ୍ଦି ଆସୁଥୁଲ! ! ଆସୁଥୁଲେ। ମାଏ ତାକୁ ବାଟରେ ଭେଟିଲା । ମଙ୍ଗଳା ବୋଲନ୍ତି ତୁଲେଲା କାନ୍ଦୁ କାହିଁପାଇଁ । ଯା' ଯା' ତୋର ପୁତ୍ରଙ୍କୁ ମୁଁ ଦେବଇଁ ଜୀଆଇ । ତାହା ଶୁଣି ଚାଣ୍ଡାଳୁଣୀ ବେଙ୍ଗେ ଚଳିଗଲା । ଆପଣାର ଘରେ ଯାଇ ପ୍ରବେଶ ହୋଇଲା । ପୂର୍ବ ପରକାରେ ପୂଜାବିଧୁ ଯେ ଭିଆଇ । ଗଙ୍ଗାଜଳ ଛିଞ୍ଚୁ ତହିଁ ବସିଲେକ ଯାଇ ! ଧୂପଦୀପ, ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା । ଅପୂର୍ବ ପଦାର୍ଥମାନ ସବୁ ସମର୍ପିଲା । ଛେଳି ଯେ କୁକୁଡ଼ା ତହିଁ ବଳିଦାନ ଦେଇ । ଶଙ୍ଖ ହୁଳହୁଳି ଦେଇ ବିନୟେ ବୋଲଇ । ଏମନ୍ତ ସମୟେ ତା’ର ସାତ ପୁତ୍ରଗୋଟି । ପୂର୍ବରୁ ଅଧୁକ କରି ରୂପରେଖ ଦିଶି । କେତେବଡ଼ ଅଗ୍ନିରେ ନୋହିଲେ ପ୍ରାଣନାଶ । ଦେଖୁଣ ମଙ୍ଗଳା ହୋଇଲେ ହସ ହସ । ଦିହୁଡ଼ି ପରାୟେ ଅଗ୍ନି ଜଳୁଅଛି ଯହୁଁ । ଲୋକଲୋଚନକୁ ଭୟ ଦିଶୁଅଛି ତହୁଁ । ଯଉଘର ପାଶେ ଯାଇ ମଙ୍ଗଳା ଡାକିଲେ । ଘରକୁ ଯେ ଯାଅ ବାବୁ ବୋଲିଣ
ମୁଁ ଖୁଁ ଖୁଁ ଖୁଁ ଖୁଁ (ବୈତ୍ର ମଙ୍ଗଳା ଓଷା କଥା) ମୁଁ ଖୁଁ ଖୁଁ ଖୁଁ|୧୩ ବୋଇଲେ । ଶୁଣି ପୁତ୍ର ଆସନ୍ତି ଯେ ତରତର ହୋଇ | ଜଉଘର ଅଗ୍ନି ତାଙ୍କୁ ଶୀତଳ ଲାଗଇ । ମାଛ ଶାଗ କାଠପତ୍ର ଘେନିଣ
ଆଇଲେ । ଆପଣାର ଘରେ ଯାଇ ପ୍ରବେଶ ହୋଇଲେ । ।
ତାହା ଦେଖୁ ଟାଣ୍ଡାଳୁଣୀ ଆନନ୍ଦ ହୋଇଲା । ବେଗ ବେଗ କରି ପୂଜାବିଧ ଯେ ସାରିଲା । ପୂଜାସାରି ଚାଣ୍ଡାଳୁଣୀ ଦଣ୍ଡବତ କଲା । ଫୁଲ ପରସାଦ ନେଇ ପୁତ୍ର ତୁଣ୍ଡେ ଦେଲା । ଖଇମୁଆଁ ନବାତ ଶାକର ଚିନି, ଖଇ । ଆନନ୍ଦ ହୋଇଣ ତାରି ପୁତ୍ରମାନେ ଖାଇ । ଛେଳି ଯେ
କୁକୁଡ଼ା ବଳିଦାନ ଦେଇଥୁଲେ । ମାଂସ ମଦଖାଇଣ ଯେ ଆନନ୍ଦ
ହୋଇଲେ । ତାହା ଦେଖୁ ରାଜଦୂତେ ବେଗୋ ଚଳିଗଲେ । ରାଜାର ଅଗ୍ରତେ ଯାଇ ବାରତା କହିଲେ । ପାଦେ ପଡ଼ି କର ଯୋଡ଼ି ଜଣାଇଲେ ଦୂତେ | ଜଉଘରେ ମଲା ଲୋକ ଆସିଲେ ତୁରିତେ ।
ତାହା ଶୁଣି ମହାରାଜା ବିସ୍ମୟ ହୋଇଲେ । ଆପଣା ଆପଣା ମନେ । ମନେ ଚିନ୍ତା କଲେ । ବାଇକି ବାତୁଳ ମୋର ବୃଦ୍ଧି ହେଲା।ହୀନ । ପାପପୁଣ୍ଯ ବିଚାର ନକଲା। ମୋର ମନ । ବୁଦ୍ଧିମନ୍ତ ଥୁଲେ ମୁଁକି । ଏମନ୍ତ କରନ୍ତି । ଏହିରୂପେ ଧରି ମୁହଁ ବାଳକ ନବଞ୍ଚୁ । ପୁଣ୍ଯକଲା
ଲୋକମାନେ ସ୍ବର୍ଗରେ ବସନ୍ତି । ପାପକଲା ଲୋକମାନେ ନରକେ ପଢ଼ନ୍ତି । ଏତେ ଭାବି ମହାରାଜା ଆପଣେ ଉଠିଲା । ଚାକର ମାନଙ୍କୁ ଡାକି ବଚନ ବୋଇଲା । ଚାଲ ଚାଣ୍ଡାଳୁଣୀ ଘର ଯିବା ବେଗ ହେଇ । ତାହାର ସଙ୍ଗରେ ମିତ୍ର ହୋଇବଇଁ ମୁହଁ । କେବଣ ଦେବତା ପୂଜା କରୁଅଛି। ସେହି । ତାହାପାଦେ ଆମେୟ ପୂଜା କରିବା ହୋ ଯାଇ । ଏତେ ବୋଲି ମହାରାଜା ବିଜେ କରି ଗଲେ । ଚାଣ୍ଡାଳୁଣୀ ଦ୍ବାରେ ଯାଇ ପ୍ରବେଶ ହୋଇଲେ । ତାହା ଦେଖୁ