ଜଗବନ୍ଧୁ ହେ ଗୋସାଇଁ

ଉଇକିପାଠାଗାର‌ରୁ
Jump to navigation Jump to search

ରଚନା-ସାଲବେଗ

ଜଗବନ୍ଧୁ ହେ ଗୋସାଇଁ.......ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ......
ରଥ ଚାରି ପାଖେ ଲମ୍ବି ମୁକୁତାର ଝରା
ଝଲ ଝଲ ଦିଶୁଥାଇ ପ୍ରଭୁ ଚକାଡ଼ୋଳା