ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୨.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରଥମ ସଂସ୍କରଣର ନିବେଦନ ସ୍ବାମୀ ବିବେକାନନ୍ଦଙ୍କ ଜଣଢବାର୍ଷିକୀ ସୁରଣରେ ଏହ ସୁନାଁ । ବିବେକାନନ୍ଦଙ୍କ ବାଣୀ ଓ ରଚନା’ ପ୍ରକାଶ କରିବାର ଆୟୋଜନ ପ୍ରାୟ ବର୍ଷେ କାଇ । ଧର ସ୍କୁଲ ଆସୁଅତୁ । ଦ୍ୱୟ ଖଣ୍ଡ ଆକ ସର୍ଷରୁପେ ସର୍ବସାଧାରଣଙ୍କ ନିକଟରେ ପରବେଷିଭ ହେଲ । । ଶ୍ରୀଭଗବାନଙ୍କ କୃପା ଓ ଆର୍ଶୀବାଦ ମସ୍ତକରେ ଧାରଣ କର ଆମେ ନାନା ପ୍ରତକୂଳ ଅବସ୍ଥା ମଧ୍ୟ ଦେଇ କାର୍ଯ୍ୟକ୍ଷେନରେ ଅଗ୍ରସର ହୋଇଅଛୁ । ସ୍ୱାମୀଙ୍କ ଦଭୁଢା ଓ କାହାଣୀ ଭକ୍ତ, ସାଧକ ଓ ସମସ୍ତ ଶ୍ରେଣୀର ପାଠକମାନଙ୍କ ହୃଦୟରେ ସେ ଏକ ନନ ଓ ଉକ୍ସଲ ଆକପାଭ କରବ, ସେ ବିଷୟରେ ସନ୍ଦେହ ନାହଁ । ଆମେମାନେ ତାହାଙ୍କର ନିତାନ୍ତ ଅଞ୍ଚନ ସନ୍ତାନ, ଆମମାନଙ୍କର କେଭେ ଟିକେ ବା ସାମର୍ଥ୍ୟ ଓ କ୍ଷମତା, ସଦ୍ଭାଗ୍ ଜାଙ୍କର ପବନ ଓ ଅଗ୍ନି ମ ବାଣୀ ଯଥାଯଥଘୁବରେ ଓଡ଼ିଆ ଘୁଷାରେ ଭର୍ଜମା ସହକାରେ ପରିବେଷଣ କରିବୁ ! ଶ୍ରୀରମକୃଷ୍ଣ କଥଲେ, “ନରଲେଲାରେ ଅବଢାରଙ୍କୁ ଠିକ୍ ମଣିଷ ଭଲ ଆଚରଣ କରିବାକୁ ୟୁଏ ।ଆଶ୍ଚର୍ଯ୍ୟ ମଧ୍ୟ ଅବଢାରଙ୍କ ଲଲାପାର୍ଷଦ । ଯେରେବେଲେ ଭଗବାନ ମାନବ-ଦେହ ପଶଗ୍ରହ କରି ଏହି ଧରଣୀରେ ଅବର୍ଷ ହୁଅନ୍ତ, ସେତେବେଲେ ଆଶ୍ଚର୍ଯ୍ୟ ମଧ୍ୟ ତାଙ୍କର ଲୀଳାର ସହାୟକରୁପେ ଅବର୍ଷ ହୋଇଥାଆନ୍ତୁ । ସେହି ନରରୂପ ନାଘଣ ଆମମାନଙ୍କର ଶୁଭ ଅପଗଧ କ୍ଷମା କର ଆମମାନଙ୍କୁ ସସାହସ ଓ ଶୁଭ ପ୍ରେରଣା ଦେବେ ନଶ୍ଚିତ । ଜାନୁଆର ୧୯୬୩ ବର ପ୍ରକାଶକ