ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍କଳ ସମ୍ମିଳନୀ ଅଧିବେଶନ
| ଅଧିବେଶନ | ସ୍ଥାନ | କାଳ | ସଭାପତିଙ୍କ ନାମ |
|---|---|---|---|
| ଅଧିବାସ | ରମ୍ଭା | ୧୯୦୨ | ହରିହର ମର୍ଦ୍ଦରାଜ |
| ପ୍ରାକ୍ ଅଧିବେଶନ | ବ୍ରହ୍ମପୁର | ୧୯୦୩ | ଶ୍ୟାମସୁନ୍ଦର ରାଜଗୁରୁ ଓ
ମଧୁସୂଦନ ଦାସ |
| ପ୍ରଥମ ଅଧିବେଶନ | କଟକ | ୧୯୦୩ | ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ |
| ଦ୍ୱିତୀୟ ଅଧିବେଶନ | କଟକ | ୧୯୦୪ | ମଦନ ମୋହନ ସିଂହ |
| ସ୍ୱତନ୍ତ୍ର ଅିଧବେଶନ | ରମ୍ଭା | ୧୯୦୫ | ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ |
| ତୃତୀୟ ଅଧିବେଶନ | ବାଲେଶ୍ୱର | ୧୯୦୬ | କିଶୋରଚନ୍ଦ୍ର ସିଂହଦେଓ |
| ଚତୁର୍ଥ ଅଧିବେଶନ | ବ୍ରହ୍ମପୁର | ୧୯୦୬ | ରାଜେନ୍ଦ୍ରାରାୟଣ ଭଞ୍ଜଦେଓ |
| ପଞ୍ଚମ ଅଧିବେଶନ | ପୁରୀ | ୧୯୦୮ | ଚନ୍ଦ୍ରଚୂଡ଼ାମଣି ଜଗଦ୍ଦେବ |
| ଷଷ୍ଠ ଅଧିବେଶନ | କଟକ | ୧୯୦୮ | ରାଧାନାଥ ବର୍ମା |
| ସପ୍ତମ ଅଧିବେଶନ | କଟକ | ୧୯୧୦ | ବୈକୁଣ୍ଠାଥ ଦେ |
| ଅଷ୍ଟମ ଅଧିବେଶନ | ବ୍ରହ୍ମପୁର | ୧୯୧୨ | ଚନ୍ଦ୍ରଚୂଡ଼ାମଣି ଜଗଦ୍ଦେବ |
| ନବମ ଅଧିବେଶନ | ପୁରୀ | ୧୯୧୩ | ମଧୁସୂଦନ ଦାସ |
| ଦଶମ ଅଧିବେଶନ | ପାରଳାଖେମୁଣ୍ଡି | ୧୯୧୪ | ବିକ୍ରମ ଦେବ ବର୍ମା |
| ଏକାଦଶ ଅଧିବେଶନ | ସମ୍ବଲପୁର | ୧୯୧୫ | ଲକ୍ଷ୍ମୀନାରାୟଣ ସିଂହ |
| ଦ୍ୱାଦଶ ଅଧିବେଶନ | ବାଲେଶ୍ୱର | ୧୯୧୬ | ଶ୍ରୀନିବାସ ରାଜମଣି |
| ତ୍ରୟୋଦଶ ଅଧିବେଶନ | କଟକ | ୧୯୧୭ | ଫକୀରମୋହନ ସେନାପତି |
| ସ୍ୱତନ୍ତ୍ର ଅଧିବେଶନ | କଟକ | ୧୯୧୮ | ମଧୁସୂଦନ ଦାସ |
| ଚତୁର୍ଦ୍ଦଶ ଅଧିବେଶନ | କଟକ | ୧୯୧୯ | ଗୋପବନ୍ଧୁ ଦାସ |
| ପଞ୍ଚଦଶ ଅଧିବେଶନ | ପୁରୀ | ୧୯୧୯ | ଚନ୍ଦ୍ରଶେଖର ବେହେରା |
ଆମ ମଧୁସୂଦନ*୪୦୭