ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଙ+କ = ଙ୍କ | ଅଙ୍କ, ଶଙ୍କର, ପଙ୍କଜିନୀ |
ଙ+ଖ = ଙ୍ଖ | ଶଙ୍ଖ, ଶଙ୍ଖାରି, ବିଶୃଙ୍ଖଳା |
ଙ+ଗ = ଙ୍ଗ | ଅଙ୍ଗ, ସଙ୍ଗୀତ, ରଙ୍ଗମାଟି |
ଙ+ଘ = ଙ୍ଘ | ଜଙ୍ଘ, ଲଙ୍ଘନ, ସଙ୍ଘମିତ୍ରା |
ଞ+ଚ = ଞ୍ଚ | ମଞ୍ଚ, ଚଞ୍ଚଳ, ପଞ୍ଚବଟୀ |
ଞ+ଛ = ଞ୍ଛ | ପିଞ୍ଛା, ଲାଞ୍ଛନା, ବାଞ୍ଛାନିଧି |
ଞ+ଜ = ଞ୍ଜ | ସଞ୍ଜ, ଅଞ୍ଜନ, ପୁଷ୍ପାଞ୍ଜଳି |
ଞ+ଝ = ଞ୍ଝ | ପଞ୍ଝା, ପଞ୍ଝାଏ, ବିଞ୍ଝାରପୁର |
ଣ+ଟ = ଣ୍ଟ | ଅଣ୍ଟା, ବଣ୍ଟନ, ଘଣ୍ଟାକଣ୍ଟା |
ଣ+ଠ = ଣ୍ଠ | କଣ୍ଠ, ଉକ୍ରଣ୍ଠା, ଅବଗୁଣ୍ଠନ |
ଣ+ଡ = ଣ୍ଡ | କାଣ୍ଡ, ପଣ୍ଡିତ, ଲଣ୍ଡଭଣ୍ଡ |
ଣ+ଢ = ଣ୍ଢ | ଷଣ୍ଢ, ମେଣ୍ଢା, କୁଣ୍ଢେମୋଟ |
ନ+ତ = ନ୍ତ | କାନ୍ତ, ସନ୍ତୋଷ, ହନ୍ତସନ୍ତ |
ନ+ଥ = ନ୍ଥ | କାନ୍ଥ, ମନ୍ଥନ, ସାଧୁସନ୍ଥ |
ନ+ଦ = ନ୍ଦ | ନନ୍ଦ, ଆନନ୍ଦ, ମକରନ୍ଦ |
ନ+ଧ = ନ୍ଧ | ବନ୍ଧୁ, ବନ୍ଧୁକ, କୃପାସିନ୍ଧୁ |
ମ+ପ = ମ୍ପ | କମ୍ପ, ସମ୍ପଦ, ସମ୍ପାଦନ |
ମ+ଫ = ମ୍ଫ | ବାମ୍ଫ, ଗୁମ୍ଫନ, ରାଣୀଗୁମ୍ଫା |
ମ+ବ = ମ୍ବ | ଆମ୍ବ, ସମ୍ବା, ସମ୍ବୋଧନ |
ମ+ଭ = ମ୍ଭ | ରମ୍ଭା, ଗମ୍ଭୀର, କୁମ୍ଭାଟୁଆ |
ନ+ତ+ର=ନ୍ତ୍ର | ମନ୍ତ୍ର, ଯନ୍ତ୍ର, ମୁଖ୍ୟମନ୍ତ୍ରୀ |
ଷ+ଟ+ର=ଷ୍ଟ୍ର | ରାଷ୍ଟ୍ର, ଉଷ୍ଟ୍ର, ମହାରାଷ୍ଟ୍ର |
ସ+ତ+ର=ସ୍ତ୍ର | ମିସ୍ତ୍ରୀ, ନିରସ୍ତ୍ର, ଧର୍ମଶାସ୍ତ୍ର |
ର+ଣ+ଣ=ର୍ଣ୍ଣ | କର୍ଣ୍ଣ, ସୁବର୍ଣ୍ଣ, ବର୍ଣ୍ଣବୋଧ |
ର+ତ+ତ=ର୍ତ୍ତ | କର୍ତ୍ତା, କାର୍ତ୍ତିକ, ବର୍ତ୍ତମାନ |
୨୨ ■ ଆମ ଓଡ଼ିଆ ବ୍ୟାକରଣ