ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତୁମେ ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନ ଦେଖି ଲେଖ ।
| ଗିରି | ଧରଣୀ | ବାତୁଳ | କୁସୁମ |
| ସଲିଳ | ତୁରନ୍ତ | ତୁଷାର | ମାନସ |
| ବିହଙ୍ଗ | ଘୋଟକ | କାନନ | ରଜନୀ |
| ରବି | ବିଶାଳ | ଅଖିଳ | ସାଗର |
କଠିନ ଶବ୍ଦର ଅର୍ଥ ଜାଣିବାକୁ
ସାହା ଅଟେ ଅଭିଧାନ
ଅଭିଧାନ ଯେହୁ ଦେଖି ଜାଣେ ତାର
ବଢ଼ଇ ସାହିତ୍ୟ ଜ୍ଞାନ ।
ଆମ ଓଡ଼ିଆ ବ୍ୟାକରଣ ■ ୨୯