ଏହି ପୃଷ୍ଠାଟି ବୈଧ ହୋଇସାରିଛି
| କବିତାରୂପ | କଥାରୂପ | କବିତାରୂପ | କଥାରୂପ |
|---|---|---|---|
| ସରବେ | ............ | ଚମକଇ | ........... |
| ସେନେହ | ........... | ଝୁଲଇ | ........... |
| ସଉଦାଗର | ........... | ମୁହିଁ | ........... |
| ପରବତ | ........... | ବଇଶାଖ | ........... |
ପଦ୍ୟ ଗଦ୍ୟ ଲେଖା ଦୁଇଟି ଧାରା ।
ଭାଷାରେ ଚାଲୁଛି ସଂସାର ସାରା ।
କବି ବୋଲନ୍ତି ତାଙ୍କୁ ଯେ ଲେଖନ୍ତି ପଦ୍ୟରେ
ଲେଖକ ବୋଲନ୍ତି ତାଙ୍କୁ ଲେଖିଲେ ଗଦ୍ୟରେ ।
ଆମ ଓଡ଼ିଆ ବ୍ୟାକରଣ • ୯