Jump to content

ପୃଷ୍ଠା:Amari jatir agua neta.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଥିରେ ଲଢେଇର ଇତି ହେଲା ନାହଁ। ବଂରଙ୍ଗ ଲଢେଇ ଦିନକୁ ଦିନ ଆଗେଇ ଚାଲିଲା। ଗାନ୍ଧୀ ବୁଢାର କଥାରେ ଚାଲି ସତ୍ୟ ଆଉ ଅହିଂସା ବଳରେ ଭାରତ ସ୍ୟାଧିନତା ପାଇଲା।ସେଇ ଲଢେଇରେ ଗୁଳିଗୁଳା ତୋପ ବନ୍ଧୁକ ଲୋଡା ହେଲା ନାହିଁ।ଲୋଡା ହୋଇଥିଲା-ଦେଶ- ବାସୀଙ୍କର ଅକତା ଆଉ ଦମ୍ଭ, ସେମାନଙ୍କ ମନରେ ବଳ !! !।ମାଟୀ ମାଆର ଡାକ ଶୁଣି ଯେଉଁମାନେ ଛେଇଁ ଉଠିଥିଲେ,ଜୀବକୁ ବଳି ଦେଉଥିଲେ,ସେମାନେ ହେଲେ ଅ ଜାତିର ଅଗୁଅଇ ସଇନ ଆଉ ଅମର ଶହୀଦ୍।