ପୃଷ୍ଠା:Arkakshetra konark.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=174]]
ସାରଣୀ ନଂ.୧୪
ସ୍ତମ୍ଭ ସଂଖ୍ୟା ପାଦ ଅଞ୍ଚଳ ଦାଣ୍ଡି କାମ ମୁଣ୍ଡି କାମ ମୁଣ୍ଡି ମଧ୍ୟ ବନ୍ଧନ
ରାକ୍ଷସ ବନଲତା ଦାଣ୍ଡି ସମାନ ଗଜଲକ୍ଷ୍ମୀ
ନାଗଦେବ ନାଗବନ୍ଧନ ଦାଣ୍ଡି ସମାନ ତପସ୍ୱୀ
ନାରୀମୂର୍ତ୍ତିି ମିଥୁନ ଓ ଚୈତ୍ୟ ବାଦ୍ୟରତା କି୍ନରୀ ତପସ୍ୱୀ
ଯୋଡ଼ି କିନ୍ନର* ଗେଲାବି# ବାଦ୍ୟଯନ୍ତ୍ର ସହ ତପସ୍ୱୀ
ନାରୀମୂର୍ତ୍ତିି* କୀର୍ତ୍ତିିମୁଖ## ନୃତ୍ୟ, ବାଦ୍ୟରତ ତପସ୍ୱୀ
ପୁରୁଷ ମୂର୍ତ୍ତିି ମିଥୁନ ଓ ଚୈତ୍ୟ ସଙ୍ଗୀତ ବିଶାରଦ ତପସ୍ୱୀ
ପୁରୁଷ ମୂର୍ତ୍ତିି ବଡ଼ଝାଞ୍ଜି### ବଡ଼ ଝାଞ୍ଜି ତପସ୍ୱୀ
ଗାଭୀ ସହିତ ପୁରୁଷ ପଦ୍ମ ପାଖୁଡ଼ା ପଦ୍ମପାଖୁଡ଼ା ପଦ୍ମପାଖୁଡ଼ା

* - ବାମ ବନ୍ଧ ତଳେ କାମ କେହି ଖୋଳି ନେଇଛି ।

# - ଲତା ମଧ୍ୟରେ ନରାରୀ, ବାଳକ, ବାଳିକା । ଏହାକୁ "ମନୁଷ୍ୟ କୌତୁକ' ମଧ୍ୟ କୁହାଯାଇଥାଏ ।

### - ଊର୍ଦ୍ଧ୍ୱ ମୁଖ ପତ୍ର ଉପରେ ଅମଳକୀ । ପାଦ ଅଞ୍ଚଳର ମୂର୍ତ୍ତିିଗୁଡ଼ିକ ଉପରେ ବଜ୍ରମୁଣ୍ଡି । ପଦ୍ମପତ୍ର ବନ୍ଧ ଉପରେ ନବଗ୍ରହ ଶିଳା ବସିଥିଲା ।

୧୭୪ . ଅର୍କକ୍ଷେତ୍ର କୋଣାର୍କ