ପୃଷ୍ଠା:Arkakshetra konark.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦୂରେଇ ଯାଇଥାଆନ୍ତା । ତେବେ ପ୍ରସ୍ତରଟି ସୁଲଭ ନୁହେଁ ଏବଂ ଭାସ୍କରବନ୍ଧୁ ନୁହେଁ, ହୁଏତ ନରସିଂହ ଦେବଙ୍କର ଜୀବନ କାଳରେ କୋଣାର୍କ ନିର୍ମାଣ ଶେଷ ହୁଅନ୍ତା ନାହିଁ । ଓଡ଼ିଶାର କେଉଁ ଅଞ୍ଚଳରେ କେଉଁ ପଥରର ସ୍ତର ଅଛି ତାହାର ଗୋଟିଏ ଚିତ୍ର ଦିଆଗଲା । (ରେଖାଚିତ୍ର ନଂ. ୨ )

[[ଫାଇଲ:|423px|page=57]]

ଅର୍କକ୍ଷେତ୍ର କୋଣାର୍କ . ୫୭