Jump to content

ପୃଷ୍ଠା:Arkakshetra konark.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସାରଣୀ - ୫
ଖଣ୍ତୋଲାଇଟ୍ ପଥରର ଗଠନ
କ୍ରମ ସ୍ଥାନୀୟ ନାମ ପେଟ୍ରୋଗ୍ରାଫିକ୍ ଚରିତ୍ର ହାଇଡ଼୍ରୋକ୍ଳୋରିକ୍ ଏସିଡ଼୍‌ର ପ୍ରଭାବ ଆପେକ୍ଷିକ ଗୁରୁତ୍ୱ କେଉଁ ମନ୍ଦିରରେ ବ୍ୟବ‌ହୃତ
(୧) (୨) (୩) (୪) (୫) (୬)
୧ ଲାଲ୍ ରାଜାରାଣୀଆ Sand-stone with minute flakes of white mica Nil ୨.୩ ମୁକ୍ତେଶ୍ୱର, ଗୌରୀ, ରାଜାରାଣୀରେ ଅଳ୍ପ
୨ ହଳଦିଆ ରାଜାରାଣୀଆ Ferruginous sand stone occasionally with mica Nil ୨.୫ ରାଜାରାଣୀ,ଗୌରୀ,ମୁକ୍ତେଶ୍ୱର
୩ ଧଳା ମିଶା ରାଜାରାଣୀଆ Sand stone with particles of mica very high ୨.୩୧ ମୁକ୍ତେଶ୍ୱର, ଗୌରୀ, ରାଜାରାଣୀର ଲିଣ୍ଟୋଲ୍
୪ କୟା ରାଜାରାଣୀଆ Only silica course-grained sand-stone Nil ୨.୨୮ ରାଜରାଣୀ, ବ୍ରହ୍ମେଶ୍ୱର
୫ ସଫା ରଙ୍ଗତାଳିମା Ferruginous Sand-stone Nil ୨.୪୩ ପର୍ଶୁରାମେଶ୍ୱର, ବୋଇତାଳ
୬ ମାଟିଆ ରଙ୍ଗତାଳିମା Ordinary sand-stone Nil ୨.୩ ପର୍ଶୁରାମେଶ୍ୱର, ବୋଇତାଳ
୭ ରଙ୍ଗତାଳିମା ମିଶ୍ରିତ ଖଡ଼ିଆକନ୍ଦା Sand-stone with mica Nil ୨.୩୫ ପର୍ଶୁରାମେଶ୍ୱର, ବୋଇତାଳ, ସିଦ୍ଧେଶ୍ୱର
୮ ସଫା ଖଡ଼ିଆକନ୍ଦା ତାଳିମା Fine-grained sand-stone with big grains quartz Nil ୨.୨୩ ପର୍ଶୁରାମେଶ୍ୱର, ବୋଇତାଳ
୯ ଫୁଲ୍‌ଖଡ଼ିଆକନ୍ଦା Sand-stone with mica Nil ୨.୨୮ ଶାରୀଦେଉଳ, ପାର୍ବତୀ ଅନନ୍ତ ବାସୁଦେବ
୧୦ ବାଲିଆ-ଖଡ଼ିଆକନ୍ଦା Fine grained sand stone Nil ୨.୩ ଶାରୀଦେଉଳ, ଅନନ୍ତ ବାସୁଦେବ
୧୧ ନରାଜ ବଗଡ଼ାକନ୍ଦା Contains only course-grained silica sand-stone Nil ୨.୩ ଲିଙ୍ଗରାଜ, ବ୍ରହ୍ମେଶ୍ୱର, ଯମେଶ୍ୱର
୧୨ ମୋଟ ବଗଡ଼ାକନ୍ଦା Highly decomposed granite Nil ୨.୪୧ ଶିଦ୍ଧେଶ୍ୱର, ନାୟକେଶ୍ୱର

ଅର୍କକ୍ଷେତ୍ର କୋଣାର୍କ . ୫୯