Jump to content

ପୃଷ୍ଠା:Arkakshetra konark.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସାରଣୀ - ୫
ଖଣ୍ତୋଲାଇଟ୍ ପଥରର ଗଠନ
କ୍ରମ ସ୍ଥାନୀୟ ନାମ ପେଟ୍ରୋଗ୍ରାଫିକ୍ ଚରିତ୍ର ହାଇଡ଼୍ରୋକ୍ଳୋରିକ୍ ଏସିଡ଼୍‌ର ପ୍ରଭାବ ଆପେକ୍ଷିକ ଗୁରୁତ୍ୱ କେଉଁ ମନ୍ଦିରରେ ବ୍ୟବ‌ହୃତ
(୧) (୨) (୩) (୪) (୫) (୬)
ଲାଲ୍ ରାଜାରାଣୀଆ Sand-stone with minute flakes of white mica Nil ୨.୩ ମୁକ୍ତେଶ୍ୱର, ଗୌରୀ, ରାଜାରାଣୀରେ ଅଳ୍ପ
ହଳଦିଆ ରାଜାରାଣୀଆ Ferruginous sand stone occasionally with mica Nil ୨.୫ ରାଜାରାଣୀ,ଗୌରୀ,ମୁକ୍ତେଶ୍ୱର
ଧଳା ମିଶା ରାଜାରାଣୀଆ Sand stone with particles of mica very high ୨.୩୧ ମୁକ୍ତେଶ୍ୱର, ଗୌରୀ, ରାଜାରାଣୀର ଲିଣ୍ଟୋଲ୍
କୟା ରାଜାରାଣୀଆ Only silica course-grained sand-stone Nil ୨.୨୮ ରାଜରାଣୀ, ବ୍ରହ୍ମେଶ୍ୱର
ସଫା ରଙ୍ଗତାଳିମା Ferruginous Sand-stone Nil ୨.୪୩ ପର୍ଶୁରାମେଶ୍ୱର, ବୋଇତାଳ
ମାଟିଆ ରଙ୍ଗତାଳିମା Ordinary sand-stone Nil ୨.୩ ପର୍ଶୁରାମେଶ୍ୱର, ବୋଇତାଳ
ରଙ୍ଗତାଳିମା ମିଶ୍ରିତ ଖଡ଼ିଆକନ୍ଦା Sand-stone with mica Nil ୨.୩୫ ପର୍ଶୁରାମେଶ୍ୱର, ବୋଇତାଳ, ସିଦ୍ଧେଶ୍ୱର
ସଫା ଖଡ଼ିଆକନ୍ଦା ତାଳିମା Fine-grained sand-stone with big grains quartz Nil ୨.୨୩ ପର୍ଶୁରାମେଶ୍ୱର, ବୋଇତାଳ
ଫୁଲ୍‌ଖଡ଼ିଆକନ୍ଦା Sand-stone with mica Nil ୨.୨୮ ଶାରୀଦେଉଳ, ପାର୍ବତୀ ଅନନ୍ତ ବାସୁଦେବ
୧୦ ବାଲିଆ-ଖଡ଼ିଆକନ୍ଦା Fine grained sand stone Nil ୨.୩ ଶାରୀଦେଉଳ, ଅନନ୍ତ ବାସୁଦେବ
୧୧ ନରାଜ ବଗଡ଼ାକନ୍ଦା Contains only course-grained silica sand-stone Nil ୨.୩ ଲିଙ୍ଗରାଜ, ବ୍ରହ୍ମେଶ୍ୱର, ଯମେଶ୍ୱର
୧୨ ମୋଟ ବଗଡ଼ାକନ୍ଦା Highly decomposed granite Nil ୨.୪୧ ଶିଦ୍ଧେଶ୍ୱର, ନାୟକେଶ୍ୱର

ଅର୍କକ୍ଷେତ୍ର କୋଣାର୍କ . ୫୯