ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ବାବାଜୀ ନାଟକ
ରଙ୍ଗଭୂମି-ବାବୁ ସୁବଳ ପଟ୍ଟନାୟକଙ୍କ ବୈଠକ ଖନା । ( ବାବାଜୀଙ୍କର ପ୍ରବେଶ )
ବାବାଜୀ—ଜୟ ଜୟକାର ହେଉ ।
ବାବୁ—ଦଣ୍ଡବତ ମହାରାଜ ( ପଞ୍ଚାଙ୍ଗ ପ୍ରଣାମ)
ବାବାଜୀ-ମଙ୍ଗଳ ହେଉ, ଈଶ୍ବର ସଦା ସୁଖୀ ରଖନ୍ତୁ ।
ବାବୁ - ବସିବା ହେଉନ୍ତୁ । ଏହି ଗୌକରେ ବସନ୍ତୁ । କୁଆଡ଼େ ଆସିବା ହେଲେ ମହାରାଜ ?
ବାବାଜୀ-ଆପଣଙ୍କ ଠାକୁ ଆସିଲେଇଁ । ବାବୁ-ଆପଣଙ୍କର ମଠ କୌଠାରେ ?
ବାବାଜୀ-ଆମର ମଠ ନାହିଁ ବାବା । ଘର ଗୁଡ଼ ଲେଇଁ ମଠରୁ କ, କାର୍ଯ୍ୟ, ଘର ଧନ୍ଦା ଓ ମଠ ଧନ୍ଦା। ସମାନ ଅଞ୍ଚେ । ଯେଉଁ ସ୍ଥାନରେ ଆସନ କଲ୍ ସେହି ଆମର ମଠ, ଆମେ ର ଏକ ସ୍ଥାନରେ ଅନେକ ଦିନ ରହୁନା, ଦେଶ ଭ୍ରମଣରେ ଥାଉଁ । ଦୁଇଦିନ ହେଲା ଏଠାକୁ ଆସି ନଦୀକୂଳ ତୋଷୀରେ ଆସନ କରିଛୁ । ଭୋଜନ ନ ମିଳବାରୁ ଆପଣଙ୍କ ଠାକୁ ଆସିଗଲୁ ।