କଦା ମୋ ଅଭିଷେକ । ସୀଉକାରକୁ କରନ୍ତ ଶୋକ !' ନାଶ ଗଲେ କବା ଜ୍ଞତ ଲୋକ । ତୁମ୍ଭ ଯୋଗୁଁ କ ହୁଏ ଏଭକ ଗୋ । କୈକେୟୀ କହନ୍ତି ଶୁଣ ଗ୍ରାମଚନ୍ଦ୍ର ଯହଁ ପାଇଁ ଏ ମୂର୍ତ୍ତି ତ । ସେ ନ କହିବେ ମୁଁ ଭାହାର କହ କଲେ ତୁମେ ସନମର ହେ ଶୁଣି ଜାନକୀକାନ୍ତ ଏ ! କହୁଛନ୍ତି ମୋର ଏହି ସଭ୍ୟ ୨ । ପ୍ରାଣ ମାଗିଲେ ଦେବ ଭୃଶ । ଅଗ୍ନି, କାରଣ ୩ ହୋଇବ ହଇ ଗୋ । ସନ୍ତୋଷ ହୋଇଣ୍ଟ ବୋଲନ୍ତ ଜନନୀ ପ୍ କେ ଦେଇଛନ୍ତି ବର । ଭାହା ମାଗିଲକୁ ନସର ହୋଇଣ ଶୋକ କରନ୍ତି ପିଅର ତୁମ୍ଭେ ବନକୁ ଯିବ । ଅଭିଷେକ ଭରତ ହୋଇବ ୪ ହେ । ଅଉ କ୍ଷଣେ ବିଳମ୍ବ ନୋହବ । ତେବେ ପିତାଙ୍କ ୫ ସଭ୍ୟ ରହିବ ।। ଚଉଦ ବରଷିଯାଏ ଘୁମ ତୁମ୍ଭେ ଧବ ସହ ବେଶ । ଫଳ ମୂଲ ଖାଇ ଗ୍ରାମେ ନ ପଶିବ ବକଲ କଣ୍ଟନ ଚାସ ହେ । ଭାର ନଷ୍ଟ ର ଦାର୍ଥୀ । ଗ୍ରାମ ସନମର କଲେ ଶୁଣି । ସେହିକ୍ଷଣି ହୋଇଲେ ୨ ମେଲଣି । ଦଳ ବଞ୍ଚି ଶୋକରରେ ୭ ଭଣି । ରଗ- କୁମ୍ଭକାମୋନୀ ମତାଙ୍କୁ ଦର୍ଶନ କରି ଗ୍ରାମଚନ୍ଦ୍ର କହନ୍ତି ବଚନ । ନଥ ଘଳା ହେବ ଆମ୍ଭଙ୍କୁ ବନକୁ ପେଖିଲେ ଧ୍ଵଜନ ! ଶୁଣି କଉଶଙ୍କା ମୂର୍ତ୍ତି ତ ହୋଇଣ ପଡ଼ିଲେ ମହାର ୯ । ସେମନେ ମୂଲ ଛେଦନ କଲେ ପଡ଼େ ଶୁଷ୍କ ଭରୁବର ॥| ୧-ସୀକାନ୍ତ ପୋଥପା । ୨-ବୋଲେ ଏ କଥା ମୋହର ସଭ୍ୟ ପୋଥପାଠ । ୩-ଜାଲିକ ପ୍ରୋଽପାଠ ୮ ୫-ସିଅର ପୋଥୁପାଠ । ୭–ଶୋକର ସେ ପୋପାଠ । ୧ --ଭୁମିର ପୋଥପାଠ । -ଉଭ ଅଯୋଧ୍ୟାରେ ଧ୍ଵଜା ହେବ ଗୋସ୍ତ୍ରପାଠ । ୬-ମାଗିଲେ ପୋଥପାଠ । ।’-ଦକ୍ଷିଣକାମୋଗ ପୋଥୁପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୦
ଦେଖଣା