ଅଯୋଧ କୀଣ୍ଡ 'ପିଢା ମୃତ୍ୟୁ ଗ୍ରାମ ଲକ୍ଷ୍ମଣ ସୀଭା ଯେ, ଶୁଣିଣ ଲୋପ କଲେ । ୧ ଜଳେ ଯେ କଈ ସେ ଲଙ୍ଗ ୩ ଫଳ ପିଣ୍ଡାନ୍ତି ଦେଲେ ? { ବଶିଷ୍ଠ ଆଦି ସକଳଙ୍କ ବଚନରେ, ଶ୍ରୀଘ୍ରମ ନୋହିଲେ ପ୍ରସନ୍ନ ସେ ଯେତେ ରୂପେ ମଣାଇଲେ ହେ, ରମ ନୋହିଲେ ସଦୟ ମନ ଭରତଙ୍କୁ ଗଜମତି କହି ସେ, ପାଦୁକା ଦେଇ କଲେକ ଭୀଷ୍ମ । ବୋଲେ ବଶି ଭ୍ରତ ନନ୍ଦଗ୍ରାମେ ଯେ, ସୈନ୍ୟ ସେନ ହେଲେ ପ୍ରବେଶ ଗଗ- କେଦାର ଜଳନ୍ଦ ବାଣୀ ୩ ଚକୁ ବାସୀ ହେ ଭୁଲ ହେଲେ ଅସ ବର ବୋଲନ୍ତି ଏଥ ହେ, ଥିବା ସକଲ ତପସ୍ଵୀ ୪ ଫାଟିଗଲ୍ କାଣ୍ଡ ହେ, ଯତ ୫ ହେଲେ ରୁଣ୍ଡ । ସମ ଲକ୍ଷ୍ମଣ ବନରେ ହୈ, ବୁଲନ୍ତି ଘେନିଣ କୋଦଣ୍ଡ । ହୋଇଛନ୍ତି ଯଦି ହେ, ସମ୍ଫରେ ଯୁବଗ । ପ୍ରତିଦିନ ମୃଗ ବଧ ହେ, କରନ୍ତି । ରଘୁକୁଳପତି । ଅସୁର ଆସିବେ ହେ, ଏହାଙ୍କୁ ଦେଖିବେ ୭ । ଆୟପାଇଁ ଧାନ୍ତୁଙ୍କ ସେ ହେ, ଅଣିଛୁ ବୋଲ୍ ଖାଇବେ ॥ ଶ୍ରୀଘ୍ରମ ଜାଣିଲେ ହେ, ଲକ୍ଷ୍ମଣେ କହିଲେ । ଆମ୍ଭ ରହିବା ଦେଖିଣ ହେ, ସାନୁଜ ମୁନମାନେ ଗଲେ ୭ || ଜି କଲେ ନ କଲେ ନ କହି ତ ଗଲେ । ଏଡ଼େ ଭୟ କମ୍ପାଇଁ ହେ, ସାନୁଜ ସେମାନେ ପାଇଲେ I
୧- ସରଯୂ ପୁସ୍ତକପାଠ, ଚନ୍ଦ୍ରକୁ ନକରେ ମନ୍ଦାରୁ ବା ମନ୍ଦାକମ ପ୍ରବାହର ହେଉଥୁବାର ପାଠ ପୁଟ ଗାଁରମାନଙ୍କରେ ରହିଛି । --ଇ- ଦେବତାଙ୍କୁ ପିଣ୍ଡ ଦେଲେ ପୋଥପାଠ । ୩-କେଦାର ବଢିଲା ଜଲଦ ବାଣ ପୋଥିପାଠ, ୪- ଇପୁରୀ ପୋପାଠ, ୫-କ୍ଷ ପୁସ୍ତକପାଠ, ୬-ଆମ୍ଭଙ୍କୁ ନିଶ୍ଚେ ଖାଇବେ ପୋପାଠ, ୭-ପଲାଇଲେ ଦୁରନ୍ତରେ ପୋସ୍ତ୍ରପାଠ ।