Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

________________

ଆରଣ୍ୟକ କାଣ୍ଡ —ଆହାରୀ ୧ ଏଥୁ ଅନନ୍ତରେ ଦିନାନ୍ତରେ ପ୍ରବେଶ ହୋଇଲେ ଶୁକ୍ରମ । ସୀତାଙ୍କୁ ଦେଖାନ୍ତୁ ବେଲେଶ କଲେ ଭୁଜ ବାମ । ଦଣ୍ଡଳ ଅଭି ଗୋ ୨ ସଜନି, ଇଂରୁମାନେ ଯେ ଅଭୟ | ଫଲ ପୁନଃ ଲୁଗା ଅସ୍ଥି ଅପ୍ରମିତା କି ଅବା ଶବର ଅଷ୍ଟମ । ଶୁକ ସାର ମୁଙ୍ଗେ ଅଛନ୍ତି ବହିରେ ଫଳ ଭେ ମୂଲ ୩ କରନ୍ତି । ବହୁଙ୍ଗ ସଙ୍ଗରେ ନୀଡ଼ା କରିବାରେ ବୈଧ ୪ ଧ୍ବନନ ଘୁଞ୍ଚନ୍ତି । ଗୋ ସଜନି, ଦେଖାଇ ଶ୍ରୀଗ୍ରାମ ସନ୍ତୋଷ । ଢମାଳର ମାଳ ଭଳରେ ୫ କସ୍ତୁରୀ କବି ଚରନ୍ତି ଯେ ବିଶେଷ । ଲ ଗଞ୍ଜା ଗଳି ଗଲ ୬ ମର୍କଟ ସ୍କୁଲୁଙ୍କର ସ୍କୁଲ । ମୃଗ ଶୁକର ସମ୍ବର ୭ ହରଣ କୃଷ୍ଣାଜନର ସଙ୍ଗେ ମେଲ । ସେ ଜାନଙ୍କ ୮, ସହ ଗ୍ରାମ ଯେ ସନ୍ତୋଷ ୯ ଏହି ସମୟୂରେ ପ୍ରବେଶ ହୋଇ ବିଧ ନାମରେ ଘକ୍ଷମ || ମହାଗିର ପ୍ରାୟୁ ଦିଶଇ ଜା କାନ୍ତି ଧରିଛି କରେ ଦିବ୍ୟ ଶୂଳ । ରୁଧରେ ଶସ୍ତ୍ରର ନର୍ଭ ନ ହୋଇଛୁ ମୁଖ ଦେଇ ଜେଟ୍‌ଲ । ଆହେ ସୁଜନେ । ସୀତାଙ୍କୁ ଘେନିଣ ସେ ଗଳ୍ପ । ଗ୍ରାମ ଲକ୍ଷ୍ମଣ ଶର ବୃଷ୍ଟି କରନ୍ତେ ଭୟ ତହିକି ସେ ନ କଲ୍ !! ଏଡ଼ି ଗ୍ରାମ ଲକ୍ଷ୍ମଣ ବେନଇ ୧୧ ସୌଭାଙ୍କୁ ନେଉଥଲ ଧରି ୧୧୮ ସୀତାଙ୍କ ସେଦନ ଦେଖି ବେନଇ ବାହୁକୁ ଭଗ୍ନ ଭାର ଳର । ଆହେ ସୁଜନେ । ବଲି ଦହିଲେ ତାର ପିଣ୍ଡ । ପ୍ରାଣ ତେଜ ଦୈତ୍ୟ ଗନ୍ଧ ହୋଇଲ୍ ଜଷ ଦିଶେ ମାରଣ ୧୨ ୧ -ସୁର-ବଙ୍ଗାଳ ଶ୍ରୀ ପୋଥିପାଠ, ୨–ଆରେ ପୋଥିପାଠୀ, ୩-ଫଲଲେସ୍ ଯେ ନ ଚୁଡ଼ନ୍ତି ପୁସ୍ତକପାଠ, -ବଧନ ପୋଥପାଠ, ୫-ଭମାଲ ମୀନ ଭଲ ଭଲ ପୋଥପାଠ, ୬-ଶଲ ଓ ମର୍କତ ସ୍ଥାନରେ ଅନ୍ଧ ମଇଁଷି ପୋଥିପାଠ, ୭-ସେପ୍ଟେମ୍ବର ପୋଥପାଠ, ୮-ଆରେ ସକଳ ପାଥ୍‌ପ:୦, ୯-ଆଗ୍ରାମ ଦେଖି ଗ୍ରାମ ତୋଷ ପୋଥୁପାଠ, ୧୧-ଗୁଡ଼ିଣ ସୀତାଙ୍କୁ ରମ ଲକ୍ଷ୍ମଣଙ୍କୁ ପୁ ସ୍ତକପାଠ, ୧୧-ବାନ୍ଧକର ପୁସ୍ତକପାଠ, ୧ ‘-ପାଇଣ ଗ୍ରାମ ଭୁଜ ଦଣ୍ଡ ପୁସ୍ତକପାଠ ।