Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

________________

ଆରତ୍ଯେକ କାଣ୍ଡ ଅପସରୀ ପେଖିଲେ ତାଙ୍କ ଉପ ଭଙ୍ଗା ଲେ । ସେମାନେ ଏବେ ତାଙ୍କ ମନ ରକ୍ତ ଲେ । ଜଳ ଉକ୍ତର କରି ଦୁଇ ଭ ପୁର । ସେମାନଙ୍କ ସଙ୍ଗରେ କରନ୍ତି ଏହାର ॥ ଶୁଣି ଶ୍ରୀଘ୍ରମ ହେଲେ ସନ୍ତୋଷ ମନ । ବୋଲେ ବଖି ବୁଲନ୍ତି ଦଣ୍ଡକ ଅରଣ୍ୟ {{ ରଗ—କାମୋଦୀ ସଈମାନ ବିପ୍ରସିଂହାବାଣୀ ଦଣ୍ଡକ ଅରଣ୍ୟ ଗ୍ରାମ ଦେଖନ୍ତୁ ଋଷି ଅମ ଲକ୍ଷ୍ମଣ କାନକ ଘେନ ସଙ୍ଗ | କାର୍ଲ ରହନ୍ତି ବର େ କାର୍ଲ ରହି୭ ପଡ଼ି ମାସେ ସମସ୍ତ ସ୍ଥାନ ରହିଲେ ରଙ୍ଗେ । ଚନବାସ, ଡିଲ୍ କେନ ପାଞ୍ଚବରଧ । ମାରନ୍ତ ହିରଣ ମୃଗ ଫଳମୂଲ କର ଭେଟ ସୁଖେ ବ ରଜନ ଦିବସ ! ସୁରକ୍ଷଣ ମହାମୁନେ ପଡ଼ିଲେ ଶ୍ରୀଘ୍ର ମନେ ଜାହାଙ୍କର ଆଶ୍ରମକୁ ଗଲେ { ଦୂରୁ ଦେଖି ମୁନବର କଲେ ଘୁମ ନମସ୍କାର ମୁନି ବଙ୍ଗର କଲ୍ୟାଣ କଲେ ॥ ଶୁଣ ଆହେ ବ୍ରହ୍ମପିଣ୍ଡ କାହିଁ ଅଛନ୍ତ ଅଗସ୍ତି, ନ ଦେଖିଲ୍୯ ତାହାଙ୍କର ସ୍ଥାନ । କନ୍ତି ମୁନ ବରନ ଏଠାକୁ ରୁର ଯୋଜନ ଦକ୍ଷିଣକୁ କରବ ଗମନ | ସେଠାରେ ରହ ରୟେଣ୍ଟିଂ ମୁନଙ୍କୁ ମାଟି ମେଲଣି ଅନସୋଳନ ପଥରେ ଗଲେ ଅଗସ୍ତ୍ୟ ଗ୍ର ତାଙ୍କ ଭେଟି ସେଦନ ରହି ସେ ମଠ ନଶି ପ୍ରଭୁ ବିଜୟ କଲେ । ଦେଖିଲେ ବବଧ ଭରୁ ଦୁଇ ଭ ଫଳରେ ଗୁରୁ୧୯ ଘଣ୍ଟୁଅଛୁ ଅଗ୍ନି ଧୁମ ବସ୍ତ୍ର । ନକ୪ ଦଶିଲ୍ ମଠ ଶୁଭୁଅଛୁ ବେଦପାଠ ଲକ୍ଷ୍ମଣକୁ କହନ୍ତି ବଚନ !! ୧-ଅପକ୍ଷରୁ ପୋଥିପାଠ ୨- ପେଷିଲେ ଉଭୟୁ ପୋଥ ଓ ପୁସ୍ତକପାଠ an–ଉପସ୍ଥିଙ୍ଗ ଲେ ପୋଥ‌ିପାଠ ପୂର୍ବପାଦ ଦୃଷ୍ଟିରୁ ଅସଙ୍ଗତ ୪ – ସଙ୍ଗେଶ ପୋଥପାଠ । 8- ଭତ୍ସ ପୋଥପାଠ ୬-ହୋଇଲେ ଶାମ ପୋଥପାଠ ୭- କାର୍ଡର ପୋଥପାଠ ୮- ମୁନମ୍ବର ପୋଥପାଠ ୯- ନଦେଖିଲୁ ପୋଥପାଠ ୧୧-ସେଠାରୁ ଶୁଣି ଏ ବାଣୀ ପୁସ୍ତକପାଠ –ବବଧ ଫଳରେ ଗରୁ ପୋଥପାଠ !