________________
ଆରଣ୍ୟକ କାଣ୍ଡ ଗୁ-- କଲ୍ୟାଣ ଆହାରୀ R ଏଥୁ ଅନନ୍ତରେ ଶରଦି ଅନ୍ତରେ ପ୍ରବେଶ ହେଲ ହିମକାଳ ଶ୍ରୀଗ୍ରାମ ଲକ୍ଷ୍ମଣ ସୀତ ସହରରେ ମିଲଲେ ଗୋଦାବଟ୍ କୂଳ ! ଶ୍ରୀଘ୍ରମ । ଦସି ଲକ୍ଷ୍ମଣଙ୍କୁ କହନ୍ତି । ଦେଖ ଏ ହମ ପଡ଼ିବାରୁ ଭପନଜର ” ଭେଜୋବନ୍ତ ନୁହନ୍ତି ! ହିମ ଅର ୪ ଚଳଣ ହମାନଲ ପ୍ରସ୍ତୁର ୫ ହେଲେ ଦଶଦିଗ । ଚନ୍ଦକିନ୍ତୁ ଭନୁ କରଣ ଏକାଳେ ଜଗଇଛୁ ବହୁ ହରଷ । ପୃଥୁବା । ହେଉଛି ମହାସୁଖ୨ ଦାୟୀ । ଏ ମାର୍ଗଶୀର ସମସ୍ତ ମାସ ଶ୍ରେଷ୍ଠ ୭ ବୋଲି ମୁନମାନେ କହି ॥ ସଲ୍ଲ ୮ ଅନଳ ପ୍ରାୟେକ ହୋଇଲ ଅନଲ ହୋଇଲ ସମ୍ବଳ । ଏମନ୍ତ କହି ଗ୍ରାମ ଲକ୍ଷ୍ମଣ ସୀତୀ ସ୍ନାନ କଲେ ନଦୀର ଜଳ । ଭଦନ୍ତେ ୯ । କୁମ୍ଭୀରେ ହୋଇଲେ ପ୍ରବେଶ । ଦେବ ପିନ୍ଧ, ପୂଜା କର ଫଲମୂଲ୧୧ ମଣୋହ କଲେ ହୋଇ ଭୋଷ । ଯେଉଁ ଗ୍ରାମ ଷଡରସ ଚତୁଃବିଧି ଅଶନ୧୧ ହଁ ଢାଙ୍କୁ ନ ରୁଚେ । ସେ ଏବେ ଫଳମୂଲମାଂସ ମଣୋହି ସୌଭା ପରଶିବାରୁ ରୁଚେ । ଯେବଣ । ଗ୍ରାମଙ୍କୁ ନରୁରେ ଅଳୀ । ଏବେ ସେ ଭରୁମାନଙ୍କ ଛୁଇ ଭଲେ କାମେନ ଘେନ କରେ କେଲୀ ॥ ଆଚମନ୧୩ ସାର୍ କଞ୍ଚାଫଲ ମୃଗଲ୍ ପାଞ୍ଜି ୧୪ ରହି ବିଜୟେ । ଶ୍ରୀଘ୍ରମ ନାମ ପାରୁଶରେ ଜନଜନୟନ ବସି ୫ ଶୋଇପାଏ । ଲକ୍ଷ୍ମଣ । ନଜ କୁଟୀରେ ଛନ୍ତି ବସି । ଅଯୋଧ୍ୟା ବଈତମାନ ବେଶଭଇ କନ୍ତି ମହମତ ହସି || ୬୫ ୧– ରମ ବାରମାସ ଦୂଢାଇ ଦିଶେ ପୋଥିପାଠ ‘- ସତେଣ ପୋଥପାଠ ୩ – କର ପୋଥରେ ନାହଁ ୪--ଅଭନ୍ତୁ ପୋଥିପାଠ୫- ପନ୍ତ ରଲେ ପୋଥପାଠ ୭- ମହାସମ୍ପୁ ଦାୟୀ। ପୋଥିପାଠ ୭- ଜ୍ୟେଷ୍ଠ ପୋଥପାଠ ୮- ସମ୍ପଲ ପୋଥପାଠ ୯ - ଭର୍ଦ୍ଧ ପୋଥପାଠ ' – ଦେବତା ପିନ୍ଧୁ ଙ୍କୁ ସନ୍ତୋଷ କରଣ ପୋଥପାଠ ୧୧ – ଏମାନ ପୋଥପାଠ ୧୨– ତରୁମାନଙ୍କ ମୂଳରେ ପୋଥପାଠ ୧୩- ଆଞ୍ଚବନ ପୋଥ୍ୟପାଠ ୧୪ ପାର୍ଶ୍ଵ ପୁସ୍ତକପାଠ ୧୫- ବସିଣ ମହା ଶୋଇଯାଏ ପୁ ସ୍ତକପାଠ !