Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅରଣ୍ୟକ କାଣ୍ଡ କଲ ନୁହେଁ ଭାର ବଳ, କି ଆହେ ଭଲ, ଯେସନେ ଜଲଧ୍ଵ ଜଲ । ବଜ୍ରଯାଇ ପ୍ରାୟ ୧ ଭାର କାଣ୍ଡ ମୁଳ, କଣନ୍ତି ନାହି ଭୁଲ । ସଙ୍ଗତେ ନାମିଖ ଭାର, କି ଆହେ ଭଲ, ନାହିଁ ନା ଅସୁରନର ୩ । ବ୍ରହ୍ମାଣ୍ଡ ଭିତରେ ଖୋଜିଲେ ନ ଥବେ ତାହାର ପ୍ରାୟ ସୁନ୍ଦର । ୪ | ତୋ ପୁରେ ଯେତେ ସୁନ୍ଦର, କି ଆଡ଼େ ଭଲ ଦଖିବେ ଭା ପରର ଆଣି ପାଈଲେ ଲଙ୍କା ଶୋଭ୍ ଦଧିବ ହେବ ଭୋର ମନୋହାର ॥ ଏତେ ବୋଲି ମୁ ଣ୍ଡ କୋଡ଼, ସେ ସୂର୍ପଣଖା, ଭୂମିରେ କାରଣ ଗଡ଼ । ପ୍ରଭଜ୍ଞ କରଣ ବାହାର ହୋଇଲ ହେମ ରତ୍ସବର ଚଢ଼ି ସେ ଦଶାନନ ୫ ॥ ମାଗୁଚ ପାଖକୁ ଗଲ୍ ସେ ଦଶଖିର, ସିନ୍ଧୁ ସ୍କୁଲରେ ଭେଟିଲେ । ଶ୍ରୀଘ୍ରମ ଚର୍‌ତ କହନ୍ତେ ତାହାର ମନରେ ଭୟ ହୋଇଲ୍ !! ଗ୍ରାମର ଚରିତ ଶୁଣ, ହେ ଦଶାନନ, ବାଳୁଙ୍କ ଜାଲର ଗୁଣ । ମୋର ଜନମ ତାଡ଼କାକୁ ମାଈଲ ନେଇ ସୁବାହ୍ନର ପ୍ରାଣ ॥ ହାବୋଡ଼ା ଶରେ ମାଇଲ, ହେ ଲଙ୍କେଶର ୨, ବୃଷଭ ବୋଲ୍ ଭଲ । ଏଜେ ଦୂରେ ଆସି ପଡ଼ ୭ ଗଇଲ୍ ସେ ଦନ୍ତୁ ଭୟ ହୋଇଲ୍ । ଏକ ଦିନେ ମୃଗ ହେଲ, ହେ ଲଙ୍କେଶ୍ୱର ପଞ୍ଚଦଶୀରେ ଭେଟିଲେ l ସଙ୍ଗ ଅସୁରମାନଙ୍କୁ ମରଇଣ ପଳାଇ ତହୁଁ ଅଇଲ୍ | ହରଇରୁ ଲଙ୍କଶିର ହେ ଲଙ୍କେଶ୍ଵର, ଭା ସଙ୍ଗେ ହେଲେ ବଇଶ୍ । ଗକ୍ଷସ କରି ଗୋଟିଏ ନ ରଖିବ ପେଷିବ ଶମନ ପୁଝ ମୋର ବୋଲ୍ ଏବେ କର, ହେ ଦଶଶିର ୮ ତାହାର ନାଟ୍ ନ ହର୍ ? ମୁହଁ ନାଶ ନିଜ ରୁହ ନାଶ ଯିବୁ ଭା ସଙ୍ଗେ ହେଲେ ବଇର ॥ ଶୁଣି ମାସର ଉତ୍ତର, ସେ ଦଶଶିର, ବୋଧେ କମ୍ପଇ ଶଝର । ବୋଲଇ ବଖି ଅଧରେ ବନ୍ତ ରୂପି କହଇ ଭାକୁ ଉତ୍ତର । ୧-ସମ୍ମାନ ପୁସ୍ତକପାଠ, ୨-କ ପାଠ ପଢ଼ି ଶେଷରେ ପୋଥରେ ଅଛ, ୩-ନାହଁ ନା ଅସ୍ତର ପୁର ପୋଥ‌ିପାଠ, ୪-ପରିବାର ପୋଥପାଠ, ୫-ସେ ଦଶାନନ ପୋଥରେ ନାହଁ, ୬–କ ଆହେ ଦେବ ପୋଥିପାଠ, ୭-ଉଣ ପୋଥିପାଠ, ୮-କ ଅହେ ଭାଇ ପୋଥପାଠ ।