Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆରଣ୍ୟକ କାଣ୍ଡ କୋଦଣ୍ଡ କାଣ୍ଡ ଧରିଥାନ୍ତେ ସମ ଆଣନ୍ତୁ ମୋତେ ହୋଇ ତାଙ୍କୁ ବାମ ! ସ୍ରବଣ, ଭେବେ ବୋଲନ୍ତୁ ଗର । ଲ୍ଲେଖ ନୁହେଁ ବୀରଙ୍କର ବେଘର ॥ ଶୁଣି ଗବଣ ବୋଧରେ ବୋଇଲ୍ ବରଷେ ଆଳୁ ଅବଧୂ ହୋଇଲା । ଘୁମଙ୍କୁ, ଯେବେ ଆଣି ନଦେରୁ । ନିଶ୍ଚୟେ ମୋର ବ୍ୟଞ୍ଜନ ହୋଇ ଗୋ ! ଏମନ୍ତ ବୋଲ୍ ଅସୁରକୁ ଗୃହଁ ସେନଯାଅ ବୋଲ୍ ଦେଇ ଦେଖାଇ । ଏହାକୁ, ରଖ ଅଶୋକ ବନେ ୧ ! ଭୟ ଲଗଉଥିବ ଅଛନ୍ତେ ୨ ଗୋ | ଖୁଣି ଦୃଷ୍ଟି ଅମୁଖ ଘେନଗଲେ ମଧରେ ରଖିଣ ବେଡ଼ ୩ ବସିଲେ । ଯେସନେ ମାଜିର ମଧ୍ୟରେ ୪ ଶସ୍ତ୍ର । ବୋଲେ ବଶି ଢେରେ ୫ ଶ୍ରୀଘ୍ରମ ନାଟ୍ ୱ ୮ ରଗ---କେଦାର କାମୋଦୀ ୬ ହୁଡ଼ିଲେ ଦେବୀ ଶନ ଭେଜନ ଗୁମ ପଦ୍ମପାଦେ ଦେଇଣ ମନ । ତାହା ଦେଖି ଦେବେ କଲେ ବକ୍ଟର ଧାରା କହିଲେ ଯାଇ ସୁନାସୀର । ବାସବ, ତୁମ୍ଭେ ବହନ ଯାଅ । ଜଗଜ ମାତାଙ୍କୁ ଅମୃତ ଦିଅ ବେ || ଶୁଣି ବାସବ ଚଦ୍ରାକୁ ରଇଲେ ଅଶୋକ ବନକୁ ଯାଅ ବୋଇଲେ । ଅସୁଝାଯାକ ନଦ୍ରା କରାଯିବ ଆମ୍ଭେ ଅଇଲେ ସଙ୍ଗରେ ଆସିବ । ଆଜ୍ଞାରେ, ଦେବୀ ବେଗେ ଚଣଲେ । ଅସୁମାନଙ୍କ ନେଵେ ମିଲଲେ । ୧- ବନ ପୋଥପାଠ । ‘- ଆବର୍ଜ୍ଜୁନ ପୋଥିପାଠ । ୩- ଜଗି ପୋଥପାଠ ୪- ମଞ୍ଜି ଯୁଥେ ପୋଥପାଠ । * ନେବେ ପୋଽପାଠ । – ପ୍ରସ୍ତୁତ ଗୀରଟି ଢାଲପକ୍ଷ ପୋଥରେ ନୀହି । ଏଠାରେ ଏହି ଗାଁଇଟିର ଆବଶ୍ୟକତା ଅନୁଭୁତ ହୁଏ । କାରଣ ଅଶୋକବନରେ ସୀତା ଦେବୀଙ୍କର ଅବସ୍ତା ପ୍ରସ୍ତୁତ ଗୀତରେ ବର୍ଣ୍ଣିତ ହୋଇଛୁ ।