Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୮୭ ଲେପିଣ କ ରଘୁମଣି ପୁଣି ହଁ କେତେକ ୩ ବେଳେ ଅଣ୍ଡାସନା କଲେକ ସାନୁଜ ୨ । ଫିଶାଇଲେ ନୟନ-ସଙ୍ଗେଜ ୪ ) କ ସଖି ଗୋ, ନ ଏବେ ଅମ୍ଭେ କାର୍ଡ ଯିବା ମୋହେ ପଡ଼ିଲେ ଧରଣୀ ବଳଦେହର ବ୍ଲକଲେ ଖାଇଲେ ଅସୁରେ । କାହାକୁ ଏଥୁ ପୁଇଁ ବା ୫ ବଶି ବୋଲେ ଖୋଜିବା ୨ ବନରେ । ଗୁଗ— -କୁସୁମ ସୌରଭ ବାଣୀ କୋଦଣ୍ଡଧର କାମିନ ବରକୁ ଡରଇ ୭ । କାରୁଣ୍ୟ କରୁଛନ୍ତି ବର୍ଗ କ ଘୂର୍ବେ ଯେ ହା ହା ମୋ ସୀତେ ଗୋ । ଦଶ ଦିଗ ୯ ନ ଦଶକ ଯିବଇଁ ମୁଁ କାହିଁ । କେବଣ ଅସୁର ଭୋଜେ ଦେଇ ଅବା ଖାଇ } ହା ୧୧ ଏ ମୋ ସୀତେ ଗୋ | ନଲମ ଦଲ ଲେଚନ ଲେଚନେ ମିଶାଇ । କିଙ୍ଗ ଯେ ଥାଉ ବଚନ ମନକୁ ରସାଇ । ହା ହା ମୋ ସ୍ୱଭେ ଗୋ | ଅନ୍ତଃପୁରେ ଯେତେ ତୋ ଅଛନ୍ତି ପ୍ର ୟ ସଖୀ । କି ବୋଲ୍‌ବେ ମୋତେ ଭୋରେ ସଙ୍ଗରେ ନ ଦେଖି । ନା ହା ମୋ ଗାଁରେ ଗୋ || ୧--ବଲପିଣ == ସେଦନ କରଣ । କରୁଣ ସ୍ବରରେ ସେଦନକୁ ବଲାପ କୁହାଯାଏ । ୨-ସ)ରୁଜ = ସାନଭଇ । ୩-କେତେ ହେ ବଲେ ପୁ ସ୍ତକ ପାଠ | ୪-ନୟନ ସରେଜ = ପଦ ନେଵି । *-କାହା ମୁଖକୁ ଗୁରିବା ପୋଥପାଠ । ୬-ଖୋଜିବା ପୁସ୍ତକ ପାଠ, ଏଠାରେ କକ ବିଶ୍ବନାଥ ଖୁଣ୍ଟି ଆ ତାତ୍କାଳୀନ ଭଷ୍ୟନ୍ତ କାଲରେ ରହି, ସତେ ଅବା ଶ୍ରୀଘ୍ରମଙ୍କ ପାଖେ ପାଖେ ରହି ତାଙ୍କୁ ଆଶ୍ୱାସନା ଦେବ। ସ୍ବରରେ କହୁଛନ୍ତି——‘ଖୋଜିବା ବନରେ’ । ୭-ହଳଗୁଲ ପୋଥପାଠ, ୮-ବନକୁ ପେଷିଲେ ଭାଜ ମୋତେ ଗୋ, ପୋଥରେ ଅଧିକ ପାଠ । କିନ୍ତୁ ପ୍ରତ୍ୟେଲ୍ ଯଦି ଶେଷରେ ଏପର ନାହିଁ, ୯-ରଶ ପୁ ସ୍ତକପାଠ, ୧୦ -ଆଚ୍ଛା! ପୋପାଠ,