୧୬ ଜାଣି ଅଛି ଯେଉଁ ରୂପେ ହୋଇଥାଇ ମଇଛି । ନିଧ୍ୟ ଦ୍ରୋହ କଲେ କି ବୋଲ୍ବେ ଏ ଜଗତ ହେ । ତୁମ୍ଭେ ଢାଙ୍କୁ ଉକ୍ତ ୯ ବେକ୍ସର ବାଣୀ କହିବ । ଭାର ଅପଗ୍ଧ କଲେ ୨ ମନରେ ନ ଧରିବି ଶାରମଙ୍କ ଅଜ୍ଞରେ ୩ ଲକ୍ଷ ଣ ହେଲେ ବାହାର । ବୋଲେ ବଶି ଧନୁ ଭୂର୍ଣ ଘେନ ଗମେ ଖେର । ଘର ମଙ୍ଗଳ ଗୁଜ୍ଜରୀ କନ୍ୟା ରୁ ଦ୍ରାରେ ଲମ୍ଫ ପ୍ରବେଶ । ଦେଖି ବାନର ଡ୍ରାଫ୍ଟ କରି ବହୁ ରେ ଶାଳ ଶିଳ କରେ ଧର୍ ଓଗାଲଲେ ଦ୍ଵାର ! ଦଶମ୍ଭୁ ବାନର ନଷ୍ଟ ଗଜର ଆକାର ହେ କେ ବୋଲଇ ଗୁମସ୍ତଲ ହୋଇଛନ୍ତି ବୋଧ କେ ବୋଳଇ ବାଳୀ ପଗୁ ଏହ୍ନ କଲେ ବଧ | କେ ବୋଲଇ ଏବେ ଅଝିଛନ୍ତି କି ବସ୍ତୁରେ । କେ ବେଲଇ ଜଣାଇବା ଗୁଜାଙ୍କ ଗୁମୁରେ ହେ ॥ ଏତେ ବୋଲି ଜଣାଇଲେ ୫ ରଜାଙ୍କ ରୁମୁରେ । ସେ ଦେବ ଗୁମ ସାନୁଜ ଆସିରୁ କୋପରେ ୬ ଯେ ॥ ଶିଳା୭ ମାନ ଧରେ ଓଗାଲିଛନ୍ତି କପି | ଉ ହୋଇଛନ୍ତି ଶ୍ରୀରେ ହୋଇ ମହାକୋପୀ ହେ । କନକ ଗିର ପଢ ପାଉଛନ୍ତି ଶୋଭ । ୧- ଉକ୍ତ ଭ ପୋଥିପାଠ । ନଧୂ ମ ଅନଳ ପ୍ରାୟେ ନୟନର ପ୍ରଭୁ ହେ ॥ ୨- ରୁମ୍ଭେ ପୋଥିପାଠ । ୩- ଗ୍ରାମ ଆଜ୍ଞା ପାଇଣ ପୋଥପାଠ । -- ଗରୁଶ୍ଲେଷ ପୋଥପାଠ । ୫- ଯାଇ ହେଲେ ପୋସ୍ତ୍ରପାଠ । ୬– କୋପରରେ ପୋଥପାଠ । ୭– ଶାକଥିଲ ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୮
ଦେଖଣା