NF ଈଦଗ୍-ଚିନ୍ତାମଣି । ନତ ଦେଖି ଭେଜଲ ନାହିଁ ଉନ୍ନତ । ମତରେ ଘେନଛ କି ମୁଁ ତ କୁମତ ଯେ । କରଷକର ସେବା ଯୋଗ୍ୟ କି କର | କରି କ ଦୋଷୀ ହେଲେ ବଧ କଙ୍କର ଯେ ।୮ ମଧୁ ମଧୁର କେତେ ପାରବ ଲକ୍ଷି । ବଧୁ ବଧୂର ହେବ ଶ୍ରୀମୁଖ ଦେଖି ଯେ । ଦର ଦରପଣ କି ପାଇବ ନାହିଁ । ସାର ସାରସ ତୁଖ ବୋଲବ କେହ ଯେ । ୯ ୮ ମୁଖରେ ମୁଁ ଖରେ ଢ ଗୃହଁ ବା ବେଳେ । ମହାକ୍ଷ ମହାକ୍ଷକୁ ଦୈନଲ ବଳେ ଯେ । ଧ୍ଵ ଧ୍ଵକ କି କଲ ମନ୍ଦ ଅସ୍ତ୍ରଗୀ । ସୁଧା ସୁଧାର ପଥ ଅଇଲ ଗୁଙ୍ଗି ଯେ । ୧ । ଜୀବଜୀବନ-ବୋଲି ଶ୍ରବଣ ହେଲା । ଶେଷ ଶେଷସେବନ ଫଳ ହୋଇଲ୍ । କୃଢ କୃଢ ଯୁଗର ସୁଦୃଢ ଥୁଲ । ଅଙ୍ଗ ଅଙ୍ଗନା ପୁର ରଶ କଲ ଯେ । ।୧୯। ଶାଭ ସାତସାଗର ର୍ଲବ ମାଭର । ଆନ ଆନନ୍ଦବାର କି ତୁଖ ଭାର ଯେ। ପଦ ପଦରଳରେ ସବୁର ଥୁଲ । ବମ୍ବ ବମ୍ବକ ଉଲଲ ଘଲ ଯେ । ୧୨ | ଉଚ୍ଚ ବୋଲଇ ହା ହା ନାଥରେ ଥରେ । ଦେଖାଅ ମୁଖ ନେ କ୍ଷ-ପଥରେ ଥରେ ହେ ନ ପକାଅ ପ୍ରୀତ ପଥରେ ପଥରେ । କୃପାରେ ଅନାଅ ଥରେ ଅନାଥୀରେ ଯେ ॥ ଦଶେ ଦଶେ କି ସେ କି ବାତୁଳ ଚୂଳ । ଆଶେ ଆସେ ପ୍ରବଳେ ବକଳ କଳ ଯେ । ବଧ ବଧୀରେ କଲ ବ୍ୟାକୁଳ କୁଳ । ବର୍ଷେ ଦନ୍ତେ ତାଙ୍କର ସକଳ କଳ ଯେ ।୧୪) ଶ୍ୟାମସୁନ୍ଦର ବନା ନୟୁ ନ ରହେ । ସକ୍ରମେ ସବଭୂପେ ନିୟନ ରହେ ଯେ । ନେବ ମୁଦଲେ ରହେ ଚଭ୍ ଉପରେ । ବକେଲୁ ପ୍ରାଣାଶ ମୁଭ ସ୍ୱପ୍ନରେ ସେ ॥ ଦର ସନକମୋହ ପାଇ ଛନ୍ତରେ । ଦରଶନ ଲେଭକୁ ବୁଦ୍ଧି ମନରେ ଯେ। . ଅକ୍ଷ-ପିତୁଳା ସେ କ ଭ୍ରମକୁ ରଖି । ଅକ୍ଷପିତୁଳାଅଙ୍ଗୀ ନ ପାରେ ଲକ୍ଷ ଯେ । ୧୬ । ଅସମ୍ଭାବତ କେନ୍ଦ୍ର ସମ୍ଭ ଇଲଭ । ଭବମୀ ରଥ ହେଲା ଘବ ନରତ ଯେ । ମୁଦଇ ନେବ ଆସି ଦେବେ ବା ମୁଦ । ପଦକେ ବୋଲେ ହା ମୋ ସୁଖସମ୍ପଦ ଯୋ ଧୀ ଆନ ନ ଘେନଇ ସେହି ଧୂନ । ଗିଆନ ଆନ ହେଲ ହେଲ ଗାଁ ଆନ ସେ । ବଞ୍ଚନ ହେବ କେହି ଜାଠ ବଚନ । କ୍ଲବର ଧନ ମୋର ଘ ବରଧନ ଯେ ବାଳୀ । ୧୮ ସେଦନ ଶୁଣି ନଦୀବଗତ । ଆଳୀ ବୋଇଲେ, କହ କି ବପସ୍ର ଗୋ। ବାର ବନା ର ଗମନ ନାହିଁ । କାଳୀଲଗା ବଚନ କହୁଛୁ କେହି ଗୋ |୧୯ ୮ –୩ କର କ ରେଷକାର ଯୋଗ୍ୟ ନ କରି – କ, ଖ, କର କ ଷ ସେବା ଅଯୋଗ କର ୫;୦; କର ସକାଗ-ଛ, ଝ; ୧–୪ ହୋଇବ କେହ୫, ୦; ୧୧ – ୩ ମୁଁ ମନସ୍କ ଗାଁ – ୫, ୦ ଭାର ସ୍ବରଶ-କ, ପକାଅ ଅଗଷ୍ଟି ପଥରେ ଥରେ ଗବନ ଚଲା-କ, ଖ, ୪, ୦; ୧୧ – ୪ ୧୩ = ୧ ଉଚ୍ଚ କୋଇଲ-୫ ୦; ୧୩ – ୩ ↑ ନ ପକାଅ କୀରର ପଥରେ ଥରେ-୦, ୧୩ —୪ କୃପାରେ ଅନାଥୀରେ ଅନାଅ ଥରେ-ଗ, ଚ, ଛ ଜ (ପଠିତ ପାଠରୁ ଏହା ଉତ୍ତମ) ୧୪-୨ ପ୍ରବଲ ବକଲ-୦; ୧୫ – ୪ ଭୀଠରେ-ଜ, ୦. ପ୍ରାଣ ସମୂର୍ତ୦-୫, ବେଇଁ ପ୍ରାଣ ସମ୍ଭୂତ ୧୬-୨ ଛବି ମନରେ କ, ଖ, ୫, ୦, ୧୬ – ୪ ଅକ୍ଷ ପି ଚୁଲାଭଙ୍ଗୀ-ଗ, ଗ, ଚ, କ, ରଶ-ଘ, ୫, ୦,
୧୭ – ୪ ସହ ସମ୍ମଭୂ-ଗ, ଘ, ଚ