ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୫୫
ବିଦଗ୍ଧ ଚିନ୍ତାମଣି

1 ବଦଗ-ନ୍ତାମଣି । ଏଣୀକ୍ଷଣୀ ବାଣୀ ଶୁଣି ପୁଣି ନିଜ ଚତ୍ତରଣ ନମିତ୍ତେ । ଗତ ଗୁପତ୍ତ ବଧୂରେ ଧୀରେ ବୃନ୍ଦାବନେ ପ୍ରବେଶ ହୁଅନ୍ତେ ସେ । ବନ ବନ ସୁମନ । ଦେଖି ଉଚ୍ଛନ୍ନ ରଧା ସୁମନ ସେ | ୨ | ମଦନ କଦନ-ବୃଦ୍ଧି ଉଦ୍ଦୀପନ ଜଳ ସ୍ଥଳ ଜନ୍ତୁ କଳ । ମାଧବ ମାଧବ ହେତୁ ଜୀବଧବ ସଂକାଶ କାମିମ ମୂଳ ସେ । ରଧା ବାଧାକୁ ପାଇ । ଉଠେ ରସେ ଘସେ ଭ୍ରମ ହୋଇ ସେ || ୩ | ଦଣ୍ଢ ବିଶ୍ଚକେରୁ ବଜ୍ର ବଜସ୍ତେ କାଳ ବକଗଳ ଦେଶେ । ପୀନ ବପିନ ବମାନ ମାନ ବଶେ ଆଗେହରୁ ପ୍ରସ୍ତେ ଆସେ ସେ । କସଳ ଗଢାକା । କାମୀ କାମିମଙ୍କି ଦଏ ଦକ। ସେ ॥ ୪ ॥ କୁସୁମ ସୁଷମ ଲଢା ଧନୁ ଧରି କରିରୁ ନଆଳୀ ଶବ୍ଦ । ଅଲ ଆବଳ ଗୁଣ ଗୁଣ ଝିଲର ଡାକ କଷଣି ଟଙ୍କାର ସେ । ରବ କଳରବର । କୃଢ ନଂକୃତ କ ବାରବାର ସେ || ୫ | ଛୁର ଛୁରିଅନା ଅନା ଅପ୍ରକାଶ କଂଶୁକ ପୁଷ୍ପସାକ । ଭରକର କେରଙ୍କ ତ ଯମଦାଢ଼ କୁନ୍ତ ବଯୋଗୀ ଅନ୍ତକ ସେ । ଚନ୍ଦ୍ର ଚନ୍ଦ୍ର ପଗୁଏ । ଭ୍ରମ ଭ୍ରମର ଭସ୍ମ କରଏ ସେ ॥ ୨ ॥ ଜଳ କମଳକଳକ ନଳୀ ଅଳ ଗୁଳ ପରଗ ବାରୁଦ । କରି ମଗୁଚକା ଅନଳ ଅନଳ କଳେ ଗୁଳୟ ଖେଦ ସେ । ପବ ମାଧକ ଧରେ । ଶବ ଦେଲେ କ ଗ୍ରହସୁତରେ ॥ ୭ । ସୂର୍ବକ ବକ ସୁମନ ସିତ ଆରପ ବଚନ ଶୋଭନ । ଘୂରୁ ଚମରୁ ଗୁମରକୁ ବଳରୁ ପ୍ରଛଳ ନଚୂଳ ଘେନ ସେ । ରଙ୍ଗ ପାଗ ସମାନ । ସ୍ଥଳକମଳ ଦିଶେ ରଞ୍ଜନ ସେ || ୮ | ବକୁଳ କୁଳ ମୁକୁଳ ପୀଭବେଳ ଅଙ୍ଗୀ ଅଙ୍ଗୀକାର ପର । ଅଙ୍ଗନା-ବାଦରେ ଅଙ୍ଗ ପୋଡ଼ଗଲ ହେବେହେଁ ନ ଏଡେ ଭୋର ସେ । ଦମନକ ବଧୂରେ । ଦମନକ ଦୋଷଡ଼ା ଅଙ୍ଗରେ ସେ || ୯ || ମଧୁପ ଶଙ୍ଖୁଆ ମଲ୍ଲ କରି ଚୁମ୍ବିବାରୁ ପ୍ରତ୍ୟେ ହେଉଅଛୁ । ମଧୁର ମାଧୁର ଝିଙ୍କାର ଝଙ୍କାର କେଡ଼େ ମାଦକ ହୋଇରୁ ସେ । କୁମ୍ଭାଆଙ୍କ ଡାକ । ଘେନ ବାଜୁଛୁ ପସ ୪ମକ ସେ | ୯ || ୨ – ୧:ଚତ୍ତ ହରଷ-ଘ, ); ନିମନ୍ତ-ଖ. ଗ, ଘ, ଚ; ୨ – ୩ :-ନବ ନବ ସୁମନ, ୧; ୩–୧:–ଜନ୍ତୁଭୁଲ-୦; ୩ – ୨ :-ମାଧବ ସାଧବଳ, ୪ ସକାମ କାମିନ-ଘ, 0; ୫ – ୨ :-ଅଳ ଅବଳକ, ଖ, ୫, ୦; ଗୁଣଗୁଣ-କ, ଖ; ଝିଙ୍କାଝଡାକ କ, ଖ, ୪, ; ଝିଲକ-ଚ; ଝାଲଘଂଟ, ଝ; କଷଣି ୫ଳାରକ, ୫, ୦; ୭ – ୧ ବରଦ-୦; ୭ – ୪:- ପ୍ରୀର

ସୁଭରେ ଠ; ବାଇ ସୁଭରେ-୪, କ ଓ ଗ ରେ ଏ ପଦ ନାହିଁ-ଘ, ଅପ;