ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭
ବିଦଗ୍ଧ ଚିନ୍ତାମଣି

ବୀଣା ପ୍ରବୀଣା ବାଣୀ ଶୁଣି ଲାଜରେ ଖନା ପରାୟେ ସ୍ୱନକଲା । ଲଉଲ୍ୟରେ ଶାରୀ ହାରି ବନେ ଗଲା, ମଧୂରେ ପିକ ମୂକ ହେଲା । ପାଞ୍ଚଳ । ପା ୪ଳଯାଏ ଶୁଭ ଦେଖି । ଚରମ ମନୋରମ,ଗୃହ ଫଳକ କମ୍ପେ ସୃନରେ କାରେ ଲଛି | ୨୪ | ନାକକ ଦେଖି ଭଳ ସୁମନସ ମୋହର ମସ୍ତ ର ଭଜଇ । ତୃଣୀ ଗୁଣି ପୁଣି ଅଶରଣ ହୋଇ ଗରଙ୍କୁ ଶରଣ ହୁଅଇ । । ବଧ । ଅବଧୂ ଗଲେ ଉପମା । . ପ୍ରେମ ଧାମ! ଗ୍ରାମ ବାମା ନାମାଘ୍ସେ ଭଲଲେ ହେବ ପର ବାମା । ୨୫ । ପେଖି ସ୍ୱଭ କ ନରମ୍ବବମ୍ବକୁ, ବନ୍ଧନ ଲେକରେ ପାଉଛୁ । ମୃଦୁଳାକୁ ତୁଳା ନୋହକର ତୁଳା ଦେହକୁ ପିଞ୍ଜାଇ ହେଉଛୁ । ଅଶେଷ । ଶେଷରେ ଶେଷ ନୋତ୍ସବ । କବ ଭବହେଲେ ଏଥର ଆମ୍ଭର ବଚନ ଅଳଂକୃତ ହେବ । ୨୨ । ଅପ୍ରମିତମିତ ଦାସୀ ବଗଣିତ ମଧେ ଅନ୍ତରଙ୍ଗା ପ୍ରଭୃତ ନକ୍ଷନ୍ଦନ ସିନାମା ପ୍ରସିଦ୍ଧି ସଂଖ୍ୟାରେ ଏତକ ଗଣନ୍ତି । ୯୦ ତାଙ୍କର । ପାଞ୍ଚ ପ୍ରକାରରେ ଗଭେଦ । ଶାସ୍ତ୍ର ଅନୁମାନେ ଜାଣିମେ ସୁଜନେ ଯେ ହେବ ତାପମାପ୍ରଭଦ । ୨୭ । କୃଷ୍ଣ ଶୋଭ ପ୍ରଘ ଦେଖି ଲେଇ ହୋଇ ସପ୍ନରେ ଗଜନ ବସ୍ତୁର । ସିନ୍ଧୁସମ୍ବ ବାପସଭବାବଘକୁ ବସ୍ତ୍ର କରିବା ମହୀଶ । ମହିଷୀ ପୁରଷେ ମୂଳ କର । କହିଲେ ।, ପୂର୍ବ ସନମତ ଚନ୍ଦ୍ରସେନ ମାଢ ତୁଲେ ଅଛୁ, ଋଣୀ ବୋଇଲେ । ୨୮ । ସେ ପଦେ ହାସ୍ୟାସ୍ପଦ ଗଜା କରନ୍ତେ, ଶୁଣି ଦୁର୍ବାସା ପୂର୍ଣ୍ଣମାସୀ । ଶାସ୍ତ୍ର ପ୍ରବତ୍ତଇ ସେ ସଭ୍ୟକୁ ସ୍ଥାୟୀ ନଜଶ୍ରେସ୍ଟ ମନେ ମନାସି । ଗୋବନ୍ଦ । ପ୍ରେମସର୍ଜକ ବଧୂ ଯେଣୁ । ପରକୀ ରସ ଉଲ୍ଲାସ ବଶେଷ ହେବାର ଭିଆଇଲେ ତେଣୁ । ୨୯ । କିଶୋଗ୍ ରତନ ନୂତନ ଯତନ ସୁଷମା ଘେନ କର ମନେ । ପାନ ଅଭ୍ୟମନ୍ୟୁ ସାମନ୍ତସିଂହାର ଶରଣ ଇଚ୍ଛା ପ୍ରତଦନେ । ସାଧବେ । ମାଧବେ ମୋହ ଯେ ପାରିବ । ବଣ୍ଡବଇଉବା ଭବାତୃଢାରଣ କାରଣ କଉଁ ଅସମ୍ଭବ । ୩ | ୧୭ ୨୭ — ୧, ଅନ୍ତରଙ୍ଗ- କ, ଖ, ଓ ୪; ୨୭ – ୨, ସଙ୍ଗରେ- କ ଓ ଖ

on