ପୃଷ୍ଠା:Biplaba Suare Padartha Bigyan.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସୃଜନିକା

ଚାରିପାଖର ଜିନିଷକୁ ଶିକ୍ଷା ଏବଂ ବିଜ୍ଞାନ ଚିନ୍ତାର ଆଧାର କରି ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରସାର ଜରାଇବା, ସୃଜନଶୀଳତାର ବିକାଶ ଜରିବା, ବିଜ୍ଞାନକୁ ଉନ୍ଦୀପନା ମୂଳକ କରିବା ଓ ତାହାକୁ ନିତିଦିନିଆ ଜୀବନ ସହ ଯୋଡିବା ଆଦି ସୃଜନିଜାର ଲକ୍ଷ୍ୟ । ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଅ।ମର ମୁଖ୍ୟ ମାଧ୍ୟମ ହେଉଛି ବିଜ୍ଞାନ ତରଙ୍ଗ ପତ୍ରିକା ଓ ଅନ୍ୟ ପ୍ରକାଶନ, ଶିକ୍ଷଜ ଜର୍ମଶାଳା ଏବଂ ପିଲାଙ୍କ ଶିବିର ଆଦି | ପଦାର୍ଥ ବିଜ୍ଞାନ, ବିଜ୍ଞାନର ବିକାଶ ଏବଂ ତା’ର ସାମାଜିକ ଦିଗ ସମ୍ପର୍କିତ ଆମର କିଛି ବିଶେଷ ପ୍ରକାଶନ ହେଉଛି:

୧. ଆସ ତାରା ଦେଖିବା

୨. ଅଣୁରୁ ଅନ୍ତରୀକ୍ଷ

୩. ଚନ୍ଦ୍ର ଅଭିଯାନ

୪. ଜୀବନର ପିଲାଦିନ

୫. ଅକ୍କାଶରେ ଲୁଚକାଳି

୬. ଗ୍ରହ ସମ୍ପାର

୬. ବିଜାଶ ପାଇଁ ବିନାଶ (ଅରୁନ୍ଧତୀ ରାୟ) ୭. ମୋର ବନ୍ଧୁ ଶ୍ରୀ ଲିଜୀ (ଜେ. ବି. ଏସ. ହାଲ୍‌ଡେନ୍)

{ ସୃଜନିଜର ସହଯୋଗରେ ବିଜ୍ଞାନ ପ୍ରସାର ଦ୍ୱାରା ପ୍ରଜ୍ୟଶିତ)

ବିଜ୍ଞାନ ତରଙ୍ଗ

ସୃଜନିକା ଚିନ୍ତାଧାରାକୁ ବାସ୍ତବ ରୂପ ଦେବା ପାଇଁ ତଥ୍ୟ, ଆଲୋଚନା ଓ ପ୍ରୟୋଗ ମାଧ୍ୟମରେ ବିଜ୍ଞାନର ପୂର୍ଣ୍ଣଙ୍ଗ ଉପସ୍ଥାପନା ଏହାର ଲକ୍ଷ୍ୟ । ଶିକ୍ଷା-ବିଜ୍ଞାନ-ବିକାଶ ଆଧାରିତ ଏକ ସାଧନ ପୁସ୍ତକ ଭାବରେ ସମସ୍ତଙ୍କ ପାଇଁ ଉପଯୋଗୀ ।