ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପୂଜାରୀ (କଂ) - ଉମରକୋଟ, ରୋସନୀ ସିଂହଦେଓ (ଜ.ଦ)- କୋକସରା ଓ ନନ୍ଦିନୀ ଶତପଥୀ
(କଂ)-ଗଁଦିଆ ।
ଏକାଦଶ ବିଧାନସଭା ସଦସ୍ୟ (୧୯୯୫) :
| କରଞ୍ଜିଆ | ରଘୁନାଥ ହେମ୍ବ୍ରମ୍ | ଜନତା ଦଳ |
| ଯଶୀପୁର | ଶମ୍ଭୁନାଥ ନାୟକ | ସ୍ୱାଧୀନ |
| ବାହଲଦା | ଖେଲାରାମ ମାଝି | ଜେ.ପି.ପି |
| ରାଇରଙ୍ଗପୁର | ଲକ୍ଷ୍ମଣ ମାଝି | କଂଗ୍ରେସ |
| ବାଙ୍ଗିରିପୋଷୀ | ଆଜେନ ମୁର୍ମୁ | ଜେ.ଏମ୍.ଏମ୍ |
| କୁଳିଅଣା | ସୁଦାମ ମାରାଣ୍ଡି | ଜେ.ଏମ୍.ଏମ୍ |
| ବାରିପଦା | ପ୍ରସନ୍ନ କୁମାର ଦାସ | କଂଗ୍ରେସ |
| ବୈସିଙ୍ଗା | ପୃଥୁନାଥ କିସ୍କୁ | କଂଗ୍ରେସ |
| ଖୁଣ୍ଟା | ସରସ୍ୱତୀ ହେମ୍ବ୍ରମ | କଂଗ୍ରେସ |
| ଉଦଳା | ରାବଣେଶ୍ୱର ମଢେ଼ଇ | କଂଗ୍ରେସ |
| ଭୋଗରାଇ | କମଳା ଦାସ | ଜନତା ଦଳ |
| ଜଳେଶ୍ୱର | ଜୟ ନାରାୟଣ ମହାନ୍ତି | କଂଗ୍ରେସ |
| ବସ୍ତା | ରଘୁନାଥ ମହାନ୍ତି | ଜନତା ଦଳ |
୨୭୦ ଓଡ଼ିଶା ରାଜନୀତିର ଇତିହାସ