ପୃଷ୍ଠା:Odisha Rajanitira Itihasa.pdf/୩୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଲେଶ୍ୱର ସାଂସଦ ଶ୍ରୀକାନ୍ତ କୁମାର ଜେନା କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଅଧିଷ୍ଠିତ ହେଲେ ।

ବିଧାନସଭାର ୧୪୭ ଆସନରୁ ବିଜେଡ଼ି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ୧୦୩ ଆସନ, କଂଗ୍ରେସ ୨୭ ଆସନ, ନ୍ୟାସନାଲିଷ୍ଟ୍‍ କଂଗ୍ରେସ-୪ଟି ଆସନ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନ, ଭାରତୀୟ ଜନତା ପାର୍ଟି-୬ଟି ଆସନ ଓ ସ୍ୱାଧୀନ ସଭ୍ୟମାନେ- ୬ଟି ଆସନ ଲାଭ କଲେ । ସମୃଦ୍ଧ ଓଡ଼ିଶା ନାମରେ ଏକ ନୂତନ ରାଜନୈତିକ ଦଳର ଓଡ଼ିଶା ମାଟିରେ ଅଙ୍କୁରୋଦ୍‍ଗମ ହୋଇଥିଲା । ସେହି ଦଳ ତରଫରୁ ମଧ୍ୟ ଅନେକ ଆସନରେ ପ୍ରାର୍ଥୀ ଦିଆଯାଇଥିଲା । ହେଲେ ଗୋଟିଏ ହେଲେ ଆସନ ବି ଦଳ ଲାଭ କରିପାରିଲା ନାହିଁ ।
ଚତୁର୍ଦ୍ଦଶ ବିଧାନସଭା ସଦସ୍ୟ (୨୦୦୯) :

ପଦ୍ମପୁର ବିଜୟ ରଞ୍ଜନ ସିଂହବରିହା ବିଜେଡ଼ି
ବିଜେପୁର ସୁବଳ ସାହୁ କଂଗ୍ରେସ
ବରଗଡ଼ ସାଧୁ ନେପାକ କଂଗ୍ରେସ
ଅତାବିରା ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
ଭଟ୍‍ଲି ସୁଶାନ୍ତ ସିଂହ ବିଜେଡ଼ି
ବ୍ରଜରାଜନଗର ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା ନବକିଶୋର ଦାସ କଂଗ୍ରେସ
ତଳସରା ଡାକ୍ତର ପ୍ରଫୁଲ୍ଲ କୁମାର ମାଝି କଂଗ୍ରେସ
ସୁନ୍ଦରଗଡ଼ ଯୋଗେଶ କୁମାର ସିଂହ କଂଗ୍ରେସ
ବୀରମିତ୍ରପୁର ଜର୍ଜ ତିର୍କୀ ସ୍ୱାଧୀନ
ରଘୁନାଥପଲ୍ଲୀ ସୁବ୍ରତ ତରାଇ ବିଜେଡ଼ି
ରାଉରକେଲା ଶାରଦା ପ୍ରସାଦ ନାୟକ ବିଜେଡ଼ି
ରାଜଗାଙ୍ଗପୁର ଗ୍ରେଗୋରି ମିଞ୍ଜ୍‍ କଂଗ୍ରେସ
ବଣେଇ ଭୀମସେନ ଚୌଧୁରୀ ବିଜେଡ଼ି
କୁଚିଣ୍ଡା ରାଜେନ୍ଦ୍ର କୁମାର ଛତ୍ରିଆ କଂଗ୍ରେସ

ଓଡ଼ିଶା ରାଜନୀତିର ଇତିହାସ . ୩୧୩