ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ତ୍ୟାଗ କଲେ । ବୃର୍ତ୍ତିରୁ ଅବସର ନେବା ପରେ ପରେ ତାଙ୍କର ସ୍ୱର୍ଶକାତର କଲାକାର ପ୍ରାଣ । ଏହା ସ ହ୍ୟ କରିପାରିନଥିଲା ବୋଧହୁଏ ।
ତାଙ୍କ ଗାଁର ଜନୈକ ବ୍ରାହ୍ମଣ ଯୁବକ ଆମଘରେ ଚଳୁଥିବା ଚକବନ୍ଦୀ କ୍ୟିମ୍ପରେ ପିଅନ୍ ନିୟ୍ତକ୍ତ ହୋଇ ଅଳ୍ପଦିନ ପାଇଁଁ ଆସିଥିଲା । ତା' ଠାରୁ ଶୁରିଲି, ବିଷ୍ନୁବାବୁ ନାଟକ ମଞ୍ଥାୟନ ସହ ବରାବର ସଂଶ୍ଲିଷ୍ଠ ଥିଲେ ଓ ତାଙ୍କ ଗାଁରେ ଏକ ଥିଏଟର୍ ପ୍ରେମି ଗୋଷ୍ଠୀ ଗଠନ କରି ତା'ର ନେତ୍ରୁତ୍ୱ ନେଉଥିଲେ । ତାଙ୍କର ଶେଷ ଜୀବନ ରୋଗ୍ଯନ୍ତଣା ଓ ମାନସିକ ଅସ୍ୱସ୍ତିରେ ଦୁର୍ବ ହ ହିଇପଡ଼ିଥିଲା । ଏକ ଅନମନୀୟ ଦ୍ରଢ଼ଚେତା ସ୍ୱଭାବ ନେଇ କାର୍ଯ୍ୟଦକ୍ଷତାରେ ସମାବସ୍ଥାମାନଙ୍କର ଚକ୍ଷୁଝଲସାଇ ଦେଇ ପାରୁ ଥିବା ବିଷ୍ନୁବାବୁ ବହୁମୁଖୀ ପ୍ରତିବା ଓ ବ୍ୟକ୍ତିତ୍ୱର ଅଧିକାରୀ ଥିବାରୁ ବୋଧହୁଏ, କାହାରି ସହ ଦୀର୍ଘସ୍ଥାୟୀ ବନ୍ଦୁତ୍ୱରେ ଆବଦ୍ଧ ହୋପାରୁ ନଥିଲେ । ତାଙ୍କ ପରି ରୁଚିବନ୍ତ ଓ ବର୍ତ୍ତୃତ୍ୱସଂପନ୍ନ ବ୍ୟକ୍ତିଙ୍କୁ ସମ୍ବାଳି ଆୟତ୍ତରେ ରଖିବା ଗ୍ରାମାଞ୍ଥଳ ସ୍କୁମାନଙ୍କର ପରିଚାଳନା ମଚଣ୍ଡଳୀ ପକ୍ଷରେ ଦୀର୍ଘକାଳ ସମ୍ବବପର ନଥିଲା । ମନ, ବଚନ ଓ କର୍ତ୍ତ୍ୟରେ ସେ ଥିଲେ ତଙ୍କପରି । ମୋ ଦୃଷ୍ଟିରେ ରାଧାନାଥଙ୍କ ଭାଷାରେ ସେ ଥିଲେ, "ଜଗତେ ତୁଳନା ସେହି ତା'ର ସିନା" ।