ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୂଚୀପତ୍ର
| କ୍ରଂ.ନ. | ବିଷୟ | ପୃଷ୍ଠା |
|---|---|---|
| ୧ | ଓଡ଼ିଶାର ଆଧୁନିକ ପ୍ରଶିକ୍ଷଣର ଭଗୀରଥ ଦ୍ବାରକାନାଥ ଚକ୍ରବର୍ତ୍ତୀ - ଡକ୍ଟର ଜଗନ୍ନାଥ ମହାନ୍ତି | ୧ |
| ୨ | ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ଵ ଫକିର ମୋହନ ସେନାପତି - ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ | ୬ |
| ୩ | ଆଧୁନିକ ଶିକ୍ଷା ପ୍ରସାର ଓ ପରିଦର୍ଶନର ଅଗ୍ରଦୁତ ରାଧାନାଥ ରାୟ - ଡଃ ରବିନ୍ଦ୍ର କୁମାର ପ୍ରହରାଜ ଓ ଅଧ୍ୟାପକ ନାରାୟଣ ବାରିକ | ୧୦ |
| ୪ | ଅମୃତମୟ ସୃଷ୍ଟିର ଅନ ନଃଦ୍ରଷ୍ଟା ଶିକ୍ଷକ ମଧୁସୂଦନ ରାଓ - ଡକ୍ଟର ଜଗନ୍ନାଥ ମହାନ୍ତି | ୨୧ |
| ୫ | ଶିକ୍ଷାବିଦ୍ ମହାମହୋପାଧ୍ୟାୟ ସଦାଶିବ ମିଶ୍ର - ଡକ୍ଟର ଚାଇନା ପ୍ରଧାନ | ୨୯ |
| ୬ | ଆଦର୍ଶ ଶିକ୍ଷକ ଚନ୍ଦ୍ରମିହ୍ନ ମହାରଣା – ଅଧ୍ୟାପକ ସରୋଜକାନ୍ତ ଚୌଧୁରୀ | ୩୯ |
| ୭ | ସ୍ମରଣୀୟ ସଂସ୍କୃତ ଶିକ୍ଷକ ପଣ୍ଡିତ ରବିନାରାୟଣ ଦାଶ ଶର୍ମା - ଡକ୍ଟର ରବି ନାରାୟଣ ଦାସ | ୪୮ |
| ୮ | ଋଷିପ୍ରତିମ ଶିକ୍ଷକ ଆଚାର୍ଯ୍ୟ ହରିହର ଦାସ - ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ | ୫୨ |
| ୯ | ମହାମନୀଷୀ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସ - ଡକ୍ଟର ରବିନାରାୟଣ ଦାସ | ୫୬ |