ପୃଷ୍ଠା:Saikelara Kahani.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଛୋକ୍ଷ ହାଣ୍ଡଳ ଚଳନ ଦ'ବସ୍ଥ} * صے ଲମ୍ବା ଚକ ଦୂରତା ୧୮୭୯ ମସିହାରେ ଲସନଙ୍କ ଚେନ୍‌ଚାଳିତ ବାଇସାଇକ୍ରେଟ୍ ପ୍ରଥମ କରି ଆଜିର ସାଇକେଲ ଭଳି ଗଠନ ଆଣିଲା । ତା’ର ପଛ ଚକରେ ଚେନ୍ ଲାଗିଥିଲା ଏବଂ ସିଟଟି ବେଶ ପଛକୁ ଥିବାରୁ ପରେ କ୍ଷ ଚାଳନା ଦ୍ବାରା ହାଣ୍ଡଲ୍‌କୁ ନିୟଜ୍ଜିତ କରାଯାଉଥିଲା । କିନ୍ତୁ ଏହା ପରେ କିଛି ବର୍ଷ ପାଇଁ ଉଭାବକ ଓ ଉତ୍ପାଦକମାନଙ୍କ ପାଇଁ ତିନିଚକିଆ ସାଇକେଲ ହିଁ ମୁଖ୍ୟ ଆକର୍ଷଣ ହୋଇରହିଲା । ପୁରୁଷ ସହ ସମାନ ଅଧିକାର ଚାହୁଁଥିବା ବିଳାସୀ ମହିଳାଙ୍କ ଭିତରେ ତିନିଚକିଆ ସାଇକେଲକୁ ଲୋକପ୍ରିୟ କରାଇବା ପାଇଁ ଇଂରେଜ ରାଜ ପରିବାର ឡុង៩១ទនា១ 6016, 606ណ ନିରାପଦ ଯନ୍ତ୍ର ଆଜିକାର ସାଇକେଲ ସହ ଅଧିକ ସାମଞ୍ଜସ୍ୟ ଥିବା ସାଇକେଲ ପ୍ରଥମେ ୧୮୭୯ରେ ରାସ୍ତାକୁ ଆସିଲା । ଏହି କମ୍ ଉଚ୍ଚତାର ଯାନରେ ଦୁଇ ଚକର ମଝିରେ ଚଢ଼ାଳି ବସୁଥିଲା ଓ ଗୋଟିଏ ନୀଚା କ୍ରା ଙ୍କକୁ ଯେତାଲ ମାରି ଚଳାଉଥିଲା । ଚେନ ସାହାଯ୍ୟରେ କ୍ରାଙ୍କଟି ପଛ ଚକକୁ ୨ ୪ ସାଇକେଲର କାହାଣୀ