ପୃଷ୍ଠା:Saikelara Kahani.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ፁ ፀ ፳. 螺 ଫେଡାଲ ମାର୍ଶିକାର ଅଳଧି ସର୍ବୋତ୍ତମ ହାରରେ ପେଡାଲ ଘୂରାଇଲେ ସର୍ବାଧିକ ଘର ମିଳିପାରିବ । ପେଡାଲ ମାରିବାର ଅନ୍ୟ ବଢ଼ିବା ସହିତ ଏହି ସର୍ବୋତ୍ତମ ହାର କମିଚାଲେ ! ଜଣେ ସୁସ୍ଥ ପୁରୁଷ ସାଧାରଣ ଭାବରେ ସାଇକେଲ ଚଲେଇବା ପାଇଁ ମିନିଟ ପ୍ରତି ୫୦ ଘୁର୍ଣନ ହାରରେ ପେଡାଲ ମାରିବା କଥା । ସାଇକେଲ ଦୌଡ଼ାଳିମାନେ ଅଳ୍ପ ସମୟ ପାଇଁ (୫ ସେକେଣ୍ଡ ଯାଏଁ) ମିନିଟକୁ ୧୫୦ ଘୁର୍ଣ୍ଣନ ହାରରେ ପୋଡାଲ ମାରିଥା’ନ୍ତି ! ମଣିଷ ଦେହର କାମ କରିବାର ଧାରା ଖୁବ ଜଟିଳ । ଖୁବ୍ ଅଳ୍ପ ସମୟ ପାଇଁ ଜଣେ ବହୁତ ବେଶି ପରିମାଣର ପାୱାର ପାଇ ପାରିବ । କିନ୍ତୁ ଦୀର୍ଘ ସମୟ ଅବଧିରେ ଦେଖିଲେ ପାୱାର ନିର୍ଗମର ସ୍ତର ଏହାଠାରୁ ଯଥେଷ୍ଟ କମ ହେବ । ତେଣୁ ଅଳ୍ପ ଦୂରର ଦୌଡ଼ରେ ବେଗ ବେଶ୍ ଅଧିକ ହୋଇପାରେ, କିନ୍ତୁ ଲମ୍ବ ଦୌଡ଼ରେ ବେଗ କମ ହେବ । ଅବଧି ତୁଳନାରେ , ପାୱାର ନିର୍ଗମ କିପରି କମିଚାଲେ ତଳର ଲେଖଚିତ୍ରରେ ତାହା ଦେଖାଯାଇଛି । ଜଣେ ସାଧାରଣ ଲୋକ ଆରୀମରେ ସାଇକେଲ ଚଳାଉଥିଲା ବେଳେ ତା’ର ହାରାହାରି ପାୱାର ନିର୍ଗମ ସ୍ତର ୫o ୱାଟ୍ ହୋଇଥାଏ । ସiଇକେଲର ବିଜ୍ଞାନ ୫୭