ପୃଷ୍ଠା:Saikelara Kahani.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

i କର୍ଷଣ ବଳ ବେଗର ବର୍ଗ ହିସବରେ ΦΩώ βΗw ί

6ጭ6: ବା ମୂଳ ବେଗ ତୁଳନାରେ ୮ ଗୁଣ ଅଧିକ ପାୱାର ଦରକାର ହେବ ! ବାସ୍ତବରେ ଏହା ଏକ ବିଶାଳ ବୃଦ୍ଧି ଏବଂ କୌଣସି ବଳ ପ୍ରୟୋଗରୁ ମିଳୁଥିବା ସର୍ବାଧିକ ବେଗ ଏହା ଦ୍ୱାରା ନିୟନ୍ତିତ ହୋଇଥାଏ । ବିଭିନ୍ନ ଅନୁଧ୍ୟାନର ସର୍ବେକ୍ଷଣରୁ ଜଣାପଡ଼େ ଯେ ଜଣେ ଲୋକ ସାଧାରଣ ସାଇକେଲକୁ ସିଧା ଭାବରେ ଚଲାଇଲା ବେଳେ ସେ ସାମନା କରୁଥିବା କର୍ଷଣର ଏବଂ ଖଇଁ ହେଉଥିବା ପାୱାରର ପରିମଣ ତ୍ଳ ସୂତ୍ର ସାହାଯ୍ୟରେ ହିସାବ କରିହେବ । କର୍ଷଣ ବଳ (ନିଉଟନ ଏକକରେ) = o-o୧୫ x ବେଗ x ବେଗ Фёs algl6. (gls66) = О-оо8 х 666 х 666 х 6өө ଏଠାରେ ବେଗର ଏକକ ହେଉଛି କି.ମି/ଘଣ୍ଟା । ଅତଏବ ଘଣ୍ଟାକୁ ୫ କି.ମି ବେଗରେ ଯାଉଥିବା ବେଳେ କର୍ଷଣକୁ କାଟିବା ପାଇଁ ମାତ୍ର ୦-୫ ୱାଟ, ଘଣ୍ଟା ପ୍ରତି ୧୦ କି.ମି ବେଗରେ ୪ ୱାଟ, ଘଣ୍ଟାକୁ ୧୫ କି.ମି ବେଗରେ ୧୩୫ ୱାଟ ଯାଏଁ ପାୱାର ଦରକାର ହୁଏ । ଘଣ୍ଟାକୁ ୧୮ କିମି, ବେଗରେ ଗଲେ କର୍ଷଣ ଯୋଗୁଁ ୨୩-୩ ୱାଟ ନଷ୍ଟ ହୁଏ । ଅନ୍ୟ ସବୁ କାରଣରୁ ନଷ୍ଟ ହେଉଥିବା ପାୱାରର ସମଷ୍ଟି ସହ ଏହା ପ୍ରାୟ ସମାନ । ୬ 0 ସଇକେଈର କାହାଣୀ