ପୃଷ୍ଠା:Saikelara Kahani.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

عاختند ଗୋଟିଏ ଏରେଫଏଲ୍ ତଥା ଏହାର ଏକ ଦଶମାଂଶ ମୋଟେଇତ୍ତ ଖଣ୍ଡ ବେଲଣାକାର ତାର ଉପରେ ଏକା ପରିମାଣର କର୍ଷଣ କାମ କରେ ! ହାଣ୍ଡଲ ଆଗରେ ବଙ୍କା ଘୋଡ଼ଣି ଇଙ୍ଗାଇଦେଲେ ତାହା ସାଇକେଇର ଗଠନକୁ ଅଂଶିକ ଭାବରେ ସୁବିନ୍ୟସ୍ତ କରେ I ତଳକୁ ବଙ୍ଗଇଥିବା ହାଣ୍ଡଲ ଶତକଡ଼ା ପ୍ରାୟ ଦଶ ଭାଗ ଯାଏଁ ବେଗ ବଢ଼େଇପାରେ । ୬୪ ସiଇ6ଙ୍ଗାଇର କାହାଣା