ପୃଷ୍ଠା:Saikelara Kahani.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଧାରାରେ ମିଶିକରି ସାଇକେଲକୁ ଆପେ ଆପେ ସିଧା ରହିବାରେ ସାହାଯ୍ୟ କରନ୍ତି । କେତେ ଅବସ୍ଥାରେ ଷ୍ଟିଅରିଙ୍ଗ୍ ମୁଣ୍ଡ କୋଣର ଓ ଫୋର୍କଅଗ୍ର ଦୂରତାର ମିଳିତ ଫଳ ଭାବରେ ସାଇକେଲ ହାଣ୍ଡଲ ଆପେ ଆପେ ବୁଲିଯାଇ ଢଳିପଡ଼େ । ଏପରି ଆପେ ଆପେ ବୁଲିଯିବାର କାରଣ ହେଉଛି ଏହି ପରିସ୍ଥିତିରେ ସାଇକେଲର ଗୁରୁତ୍ୱ କେନ୍ଦ୍ର ଭୂମିର ବାହାରକୁ ଚାଲିଯାଏ । ଚାଲୁଥିବା ସମୟରେ ସାଇକେଲ ସିଧା ହୋଇ ରହିବାକୁ ହିଁ ସ୍ଥିରତା କୁହାଯାଏ । ଆମେ ସାଇକେଲର ମୁଣ୍ଡ କୋଣ ବଦଳାଇ କିମ୍ବା ଫେର୍କଅଗ୍ର ଦୂରତା କମାଇ ସାଇକେଲର ସ୍ଥିରତା ବଢ଼ାଇ ପାରିବା । ଆମେ ଚାହିଁଲେ ଫେର୍କଅଗ୍ର ଦୂରତାକୁ ରଣାତ୍ମକ ମଧ୍ୟ କରିପାରିବା, r ଆଗ ପୋPକ ଫୋର୍କ ଅଗ୍ର ; റുഗ്വെ സ്കൂ' z ଆଗ ଫେର୍କର ଜ୍ୟମିତି: ଏଥିରେ ଥିବା ଗୁଣଧର୍ମ ସାଇକେଲକୁ ସ୍ଥିରତ!

  • - - - - - - o 6QᏯᏋᎻX↑ !

إيسها ଶ୍ରେଟ୍ରାଲ୍ (ଅନୁସରଣ ଦୂରତ) ସାଇକେଲର ବିଜ୍ଞାନ ୭୧