ପୃଷ୍ଠା:Saikelara Kahani.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ρ ΓΓΓ Qггс ρ Γς 5) Q - ৬ ও ९ & O५) QQ )8 Qぐゆ9 Q &s O হে খে। ৪ ଜେ- କେ. ଣ୍ଟାଲେଉଁ ରୋଭର ନିରୀପଦ ସାଇକେଲ ଉଭା ବନ କଛୋଳ | ପ୍ରଥମ ପବନଭରା ଟାୟାର ବ୍ୟବହାର ହେଲା । ମୌଳିକ ସାଇକେଲର ବିକାଶ ପୂରା ହେଲା । କୋଷ୍ଟର ବ୍ରେକର ଉଭାବନ । ପ୍ରତି ମିନିଟକୁ ଏକ ମାଇଲ ଗତିର ସୀମା ଭାଙ୍ଗିଲା । ମଫି ୫୭-୭୫ ସେକେଣ୍ଡ6ର ଏକ ମାଇଲ ବାଟ ଗଲେ । ସାଇକେଲ ମିସ୍ତ୍ରୀ ଓରଭିଲ୍ ଏବଂ ୱିଲ୍‌ବର ‘ ରାଇଟ୍ ଉଡ଼ାଜାହାଜରେ ଉଡିବା ଆରମ୍ଭ କଲେ । ପରିବେଶ ସୁରକ୍ଷା ଏବଂ ଶାରୀରିକ ସ୍ବାସ୍ଥ୍ୟ ବିଷୟରେ ଆଗ୍ରହୀ ଲୋକମାନେ ସାଇକେଲର ଗୁରୁତ୍ୱ ବୁଝିଲେ ଏବଂ ସାଇକେଲର ବ୍ୟବହାର ବଢ଼ିଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମଥର ପାଇଁ କାର ତୁଳନାରେ ଅଧିକ ସାଇକେଲ ବିକ୍ରି ହେଲା । ବାୟୁ ଜନିତ କର୍ଷଣ କମାଇବା ପାଇଁ ପ୍ରତିଯୋଗିତା ସାଇକେଲରେ ସେସ୍ପାକଯୁକ୍ତ ଚକ ବଦଳରେ ଥାଳିଆ ପରି ଚକ ବ୍ୟବହାର ହେଲା । ସାଇକେଲର ବେଗ ଘଣ୍ଟାକୁ ୧୫୦ ମାଇଲ ଟପିଲା । ଜନ୍ ହାୱାର୍ଡ ୧୫୨-୨୫ ମାଇଲ ବେଗରେ ଯାଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ । ୭୬ ସଈଣାକଳ ର କହାଣୀf