ପୃଷ୍ଠା:Saikelara Kahani.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାଇକେଲ ବିଷୟରେ କିଛି ସେୱବସ୍ଥଳୀ www.exploratorium.edu/cycling ସାଇକେଲ ଚଲେଇବାର ବିଭିନ୍ନ ଦିଗ ଉପରେ ଗୋଟିଏ ଭଲ ଉତ୍ସ । ଏହି ସ୍ଥଳୀରେ ଅନେକ ଖେଳର ବିଜ୍ଞାନ ଓ କୌଶଳ ସମ୍ପର୍କରେ ବର୍ଣ୍ଣନା ରହିଛି । www.science.uva.nl/research/amstel/bicycle ସାଇକେଲର ବୈଜ୍ଞାନିକ ଓ ସାସ୍କୃତିକ ଦିଗ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ଉତ୍ସ । www.pedalinghistory.com f ସାଇକେଲ ଚଲାଇବାକୁ ଏକ ଖେଳ ତଥା ଆନ୍ଦୋଳନ ଦୃଷ୍ଟିରୁ ବର୍ଣ୍ଣନା କରୁଥିବା ଏକ ଭଲ ଉତ୍ସ । www.bicyclepaintings.com ଐତିହାସିକ ସାଇକେଲମାନଙ୍କର ସୁନ୍ଦର ତୈଳଚିତ୍ର ସଂଗ୍ରହ । www.state.il.us/kids/isp/bikes/default.htm ସାଇକେଲ ଚଲେଇବାର ପ୍ରସ୍ତୁତି ପାଇଁ ସୂଚନା ଓ ନିୟମ । www.cfuc.asn.au/bicycles କାନବେରା (ଅଷ୍ଟ୍ରେଲିଆ> ସାଇକେଲ ସଂଗ୍ରହାଳୟ ଓ ସାଧନ କେନ୍ଦ୍ରର ୱେବସ୍ଥଳୀ । ஒஒ