ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ାତ୍‍ ପ୍ରାୟ ଦୁଇଶହ ବର୍ଷ ପରେ "ନୃସିଂହ ମନ୍ଦିର'ରେ ପରିଣତ ହୋଇିବା ସୁନିଶ୍ଚିତ ("ଶ୍ରୀପୁରେୁ ଷାତ୍ତମ ଓ ଶ୍ରୀମନ୍ଦିର' ପ୍ରବନ୍ଧ) ା ଅନଙ୍ଗଭୀମ ଦେବଙ୍କ ନଗରୀ-ତାମ୍ରଶାସନରୁ ଜଣାଯାଏ ଯେ, କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ଚନ୍ଦ୍ରକର ଶର୍ମାଙ୍କୁ ଏହି ପ୍ରତିଷ୍ଠା କର୍ମରେ ଅାଚାର୍ଯ୍ୟ ରୂପେ ବରଣ କରାଯାଇିଲା ା ଡକ୍ଟର ରାଜଗୁରୁ ଅନ୍ୟତ୍ର ଲେଖିଛନ୍ତି, ଚୋଡ଼ଗଙ୍ଗ ଦେବ ବଡ଼ ଦେଉଳ ନିର୍ମାଣ ପୂର୍ବରୁ ନୃସିଂହ ମନ୍ଦିରରେ ତିନି ମୂର୍ତ୍ତିି ଶ୍ରୀ ପୁରୁଷୋତ୍ତମ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପନ କରିିଲେ ା କିନ୍ତୁ ପୂର୍ବରୁ ସେହି କ୍ଷୁଦ୍ର ମନ୍ଦିରଟି ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ିଲା ା ସେିର ଅାକାର ପ୍ରକାରରୁ ଏହା ହିଁ ଜଣାଯାଇଛି ା କିନ୍ତୁ କୌଣସି ଅଜ୍ଞାତ କାରଣରୁ ସେହି ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀପୁରୁଷୋତ୍ତମ ବିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇିଲା ା ଅନ୍ତତଃ ୧୧୩୭ ଖ୍ରୀଷ୍ଟାବ୍ଦ ଯାଏ ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ଅାରମ୍ଭ ହୋଇ ନିଲା ା ବଡ଼ ଦେଉଳ ନିର୍ମାଣ ନିମନ୍ତେ କର୍ମକାର କୁଳପୁତ୍ର ପଲ୍ଲ ନାମକ ଉତ୍କଳର ଜଣେ ଶିଳ୍ପୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇିଲା ା ଏତେ ବଡ଼ ବ୍ୟୟବହୁଳ ମନ୍ଦିର ଚୋଡ଼ଗଙ୍ଗଦେବଙ୍କ ଜୀବନକାଳରେ ପୂର୍ଣ୍ଣ ହୋଇ ପାରି ନିବ ବୋଲି ରାଜଗୁରୁ ସନ୍ଦେହ ପ୍ରକାଶ କରିଛନ୍ତି ା ("ଶ୍ରୀମନ୍ଦିର ଶିଳ୍ପ କଳାରେ ବୈଷ୍ଣବ ସଂସ୍କୃତି' ପ୍ରବନ୍ଧ) ବିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁଙ୍କ ମତରେ, ବର୍ତ୍ତମାନର ନୃସିଂହ ମନ୍ଦିର ହେଉଛି ସମ୍ଭବତଃ ଦ୍ୱିତୀୟ ଯଯାତି ମହାଶିବ ଗୁପ୍ତ(ଖ୍ରୀ. ୧୦୨୩-୧୦୪୦) ନିର୍ମାଣ କରିିବା ପୁରେୁ ଷାତ୍ତମ-ନୃୃସିଂହ ମନ୍ଦିର ା ପରବର୍ତ୍ତୀ କାଳରେ ନୃସିଂହ ମନ୍ଦିରର ସଂସ୍କାର ସାଧନ କରାଯାଇଛି ଏବଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ୱର ମନ୍ଦିରର ସଂସ୍କାର ସମୟରେ ବ୍ୟବହାର କରାଯାଇଛି ା ପୁରେୁ ଷାତ୍ତମଙ୍କ ମନ୍ଦିର (ବଡ଼ଦେଉଳ) ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଅାଂଶିକ ଭାବେ ନିର୍ମିତ ହୋଇିବା ଏବଂ ପରେ ତାହା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପରିସମାପ୍ତ ହେଲା ବୋଲି ଯେଉଁ ଅଭିମତ ପ୍ରକାଶ ପାଏ ତାହା ନିଶ୍ଚିତ ରୂପେ ଭ୍ରମାତ୍ମକ ("ପୁରେୁ ଷାତ୍ତମ ଉପାସନା' ପ୍ରବନ୍ଧ) ା ଗବେଷକ ରବି ରାୟ ୧୯୯୩ ଖ୍ରୀଷ୍ଟାବ୍ଦରେ ଚୌଦ୍ୱାର ଅଞ୍ଚଳରୁ ଏକ ତାମ୍ରଲେଖ ଅାବିଷ୍କାର କରିିଲେ ା ଏହି ତାମ୍ରଲେଖ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବଙ୍କ ଦ୍ୱାରା ପ୍ରଦତ୍ତ ା ଏହାକୁ ଭିତ୍ତି କରି ଗବେଷକ ରାୟ ଲେଖିଛନ୍ତି ଯେ ବର୍ତ୍ତମାନର ପୁରୀ ଶ୍ରୀଜଗନ୍ନା ମନ୍ଦିରର ନିର୍ମାତା ଚୋଡ଼ଗଙ୍ଗଦେବ ନ ହୋଇ ପାରନ୍ତି ା ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ବିଜୟର ବହୁ ପୂର୍ବରୁ ଏହି ଶ୍ରୀଜଗନ୍ନା ମନ୍ଦିର ବିଦ୍ୟମାନ ିଲା ା କିନ୍ତୁ ଐତିହାସିକ କୈଳାସ ଚନ୍ଦ୍ର ଦାଶ ତାମ୍ରଲେଖରେ ପ୍ରଦତ୍ତ ତ୍ୟ ଯଷ୍ଟେ ନୁହେଁ ଏବଂ ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ା ପୁରୀ ଶ୍ରୀଜଗନ୍ନା ମନ୍ଦିର (ଶ୍ରୀମନ୍ଦିର) ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିର୍ମିତ ହୋଇିଲା ବୋଲି ବହୁ ବିଶିଷ୍ଟ ଐତିହାସିକ ତା ଗବେଷକ ମତ ଦେଇଛନ୍ତି ା ଏହି ମନ୍ଦିରର ଚାରିଟି ଭାଗ ରହିଛି ଯା- ବିମାନ, ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ ା ବିମାନ (ଗର୍ଭଗୃହ) ଓ ମୁଖଶାଳା ଶ୍ରୀଜଗନ୍ନା

୧୯

ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)