ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମୂଳ ଦେବତା ଓ ସେ ସମସ୍ତ ଶବର ଗୋଷ୍ଠୀ ସୃଷ୍ଟି କରି ଛନ୍ତି ବୋଲି ସୌରାମାନେ କହନ୍ତି ା ଯେଉଁ ବୃକ୍ଷକୁ ସେମାନେ "ଜଗନ୍ତ' (କିତୁଙ୍ଗଙ୍କର ଏକ ବିଶେଷ ନାମ) ବୋଲି କହନ୍ତି, ସେହି ବୃକ୍ଷକୁ ଏପରି କି ସେ ùବା ଉଦ୍ୟାନ ଭି ତର କୌଣସି ବୃକ୍ଷକୁ ସେମାନେ ଛେଦନ କରନ୍ତି ନାହିଁ ା ଏିରୁ ମନେହୁଏ, ଯେଉଁ ବୃକ୍ଷ ବା ଦାରୁ କୁ ସେମାନେ "ଜଗନ୍ତ' ଅାଖ୍ୟାରେ ପୂଜା କରୁ ùଲେ, ତାହା ପରବର୍ତ୍ତୀ "ଜଗନ୍ନା' ଶବ୍ଦର ମୂଳ ହୋଇାଇପାରେ (୨) ା ଜଗନ୍ତ ବ୍ୟତୀତ ଶବରମାନେ ସେମାନଙ୍କର ପ୍ରସିଦ୍ଧ ଦେବତାଙ୍କୁ "ଜଗାବୋଇ' ବୋଲି ଶ୍ରଦ୍ଧାରେ ଡାକିାନ୍ତି ା "ବୋଇ' ଶବ୍ଦର ଅର୍ ଦେବତା ା ଶବରମାନଙ୍କ ମଧ୍ୟରେ ଜଗନ୍ନାଙ୍କର ଅାଉ ଏକ ନାମ ù ଲ ା "ଜଗାନାଏଲେ ା' ା ଅଷ୍ଟ୍ର ି କ୍‍ (ଅାଦି ବ ାସୀ) ଗୋଷ୍ଠୀ ର ସଙ୍କେତବାଦ ( ଝଚ୍ଛନ୍ଦରଲଷଜ୍ଞଲ ) ରୁ ଜଣାଯାଏ ଯେ ସେମାନେ ମୁ ଖ ୍ୟତଃ ବୃ କ୍ଷ କୁ ଦେବତା ରୂ େ ପ ପୂ ଜ ା କରୁùଲେ ା ପ୍ରମେ ଭାରତରେ ପ୍ରବେଶ କରିùବା ଅଷ୍ଟି୍ରକ୍‍ ଗୋଷ୍ଠୀ ନିଗ୍ରିଟୋମାନଙ୍କ ମଧ୍ୟରେ ପିପ୍‍ପଳ ବୃକ୍ଷ ଉପାସନା ପ୍ରଚଳିତ ùଲା ା ଋଗ୍‍ବେଦରେ ""ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋଃ ପାରେ ଅପୌରୁଷମ୍‍ରେ "ଦାରୁ'କୁ "ଅପୌରୁଷମ୍‍' କୁହାଯିବାଦ୍ୱାରା ଏହାକୁ ଅନାର୍ଯ୍ୟ ଦେବତା ବା ଶବର ଦେବତା ଭାବରେ ଗ୍ରହଣ କରାଯାଇଛି ବୋଲି ପଣ୍ଡିତ ନୀଳକଣ୍ଠ ଦାସ ମନେ କରନ୍ତି ା ଏùରୁ ସମୁୁଦ୍ରତୀରବର୍ତ୍ତୀ ଅାଦିବାସୀଙ୍କ ଦାରୁଦେବତା ପ୍ରତି ବୈଦିକ ଋଷିଙ୍କର ଘୃଣାଭାବ ସୂଚିତ ହେଉିବା କୁହାଯାଇଛି ା ଗବେଷକ କେଦାରନା ମହାପାତ୍ର, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ନବୀନ କୁମାର ସାହୁ, ଗୁରୁଦାସ ସରକାର ପ୍ରମୁଖ ଜଗନ୍ନା ସଂସ୍କୃତିରେ ଶବର ସଂସ୍କୃତିର ପ୍ରଭାବ ସ୍ୱୀକାର କରିଛନ୍ତି ା ପ୍ରଭାତ ମୁଖାର୍ଜୀ ଜଗନ୍ନାଙ୍କୁ ବ୍ରାହ୍ମଣ୍ୟ ଦେବତା ରୂପେ ପ୍ରମାଣ କରିବାକୁ ପ୍ରୟାସ କରିିଲେ ମଧ୍ୟ ପ୍ରାଚୀନ କାଳରୁ ଶବରକର୍ତ୍ତୃକ ଦାରୁଦେବତାଙ୍କର ଉପାସନା ପରମ୍ପରାକୁ ଅସ୍ୱୀକାର କରିପାରି ନାହାନ୍ତି ା ଡକ୍ଟର ହରେକୃଷ୍ଣ ମହତାବ ଓ ଐତିହାସିକ ମନମୋହନ ଗାଙ୍ଗୁଲି ଜଗନ୍ନାଙ୍କୁ ପ୍ରାକ୍‍ ବୌଦ୍ଧକାଳୀନ ଦେବତା କହି ଜଗନ୍ନାଙ୍କ ସହିତ ଶାବର ସଂସ୍କୃତିର ସମ୍ପର୍କ ସମ୍ୱନ୍ଧରେ ସଚେତନ ରହିଛନ୍ତି (୩) ା ପ୍ରଫେ ସର ମହାନ୍ତି କହିଛନ୍ତି ଯେ ଓଡ଼ିଅା ସଂସ୍କୃ ତିର ପରି ଚୟରେ ଅାଦିବାସୀ ସଂସ୍କୃ ତି ହିଁ ଅାମ୍ଭମାନଙ୍କର ପ୍ରମ ଓ ପ୍ରଧାନ ପ ପ୍ରଦର୍ଶକ ଏବଂ ଜଗନ୍ନା ଧର୍ମ ମୁଖ୍ୟତଃ ଓ ପ୍ରମତଃ ଅାଦିବାସୀ ଧର୍ମ ା ବିଦ୍ୱାନ ଗବେଷକ ପ୍ରଫେସର ଗୋପୀନା ମହାପାତ୍ର କହନ୍ତି ଯେ, ଜଗନ୍ନାଙ୍କ ବିଷ୍ଣୁତ୍ୱକୁ ସ୍ୱୀକାର କରି ମଧ୍ୟ ଅନେକ ଗବେଷକ ଭ୍ରମ ମରୀଚିକାରେ ପଡ଼ି ଜଗନ୍ନାଙ୍କୁ ଶବର ଦେବତା ବୋଲି କହିବାକୁ ଚେଷ୍ଟା କରିଛନ୍ତି ା ବିଶ୍ୱାବସୁଙ୍କର ନୀଳମାଧବ ଉପାସନା ଓ ଜଗନ୍ନାଙ୍କ ରୂପ ସେମାନଙ୍କୁ ଏହି ଭ୍ରାନ୍ତିରେ ପକାଇଛି ା କେହି ଭାବି ନାହାନ୍ତି ଯେ, ବିଶ୍ୱାବସୁ କ'ଣ ଏକ ଶବର


୨. ଦାରୁ ଦେବତା- ବେଣୀମାଧବ ପାଢ଼ୀ ା କଟକ ଷ୍ଟୁଡେଣ୍ଟସ୍‍ ଷ୍ଟୋର, ୩ୟ ସଂସ୍କରଣ, ୧୯୮୫ ୩. ଓଡ଼ିଅା ସାହିତ୍ୟରେ ଶ୍ରୀଜଗନ୍ନା ଚେତନା - ପ୍ରଫେସର ବାସୁଦେବ ସାହୁ, କୋଣାର୍କ ପବ୍ଲିଶର୍ସ, କଟକ-୨, ପ୍ରମ ସଂସ୍କରଣ,୧୯୯୧