Jump to content

ପୃଷ୍ଠା:Sulakshana (A Samanta Sinhar, c. 1780).pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁଲକ୍ଷଣା । କାହିଁ ହେଲେ ଅନ୍ତର୍ଦ୍ଧାନ ଗୋ । ସଚ୍ଚନ । ସଁର ନ ପାରଇ । ସୁଧ ଆଡ୍ଡାର ଯଧାର୍ୟ୍ୟ ଦେଇ । ସେ ୫ କି କରି ଭୂଞ୍ଜି ବସିଗ ବେଲେ ଖଇକୋ ମୁଣ୍ଡେ ପଚାରିଲ ନେଇ ଗୋ । ସଚ୍ଚର । ୧୨୮ ସଚଳ ବୋଇଲେ ନ ଥୁଲ କଥାକୁ ସ୍ବପନେ ନ ଦେଖି ନିଜଣ । ସର୍ବ ଶୁଭ ହୋଇବ ଏହିକ୍ଷଣି । ସୁସଭ୍ୟଶୀଳ ମୁନ ସେର୍ ଆଦିବେ ରସିକ-ମୁକ୍ତାମଣି ଗୋ । ସଜନ । କ୍‌ ନ କର କିଛି ମାନସରେ । ସ୍ତଟି ଶନ କରି ଶୟନରେ । ଶୁଣି ବଗି ବାଣୀ ଚିନ୍ତା। ସେଲ ଖୁଣ୍ଟି ନଦ୍ରା ନୋହେ ଯପରେ ଖୋ । ସଜନ । ୧୩ ! ସମ୍ମିଶ୍ରେଣୀ ଶୀଭ ଉପର କଲେ ସମ ତାପ ଦେଖି ଦୁଃସହ ଶୀତଳର କିରଣ କରେ ଦାନ୍ଥ । ସୁମନ ଚନ୍ଦନ ବସନ୍ତ ପବନ ପିକ ବାଣୀ କଲେ ମୋହ ହେ । ସୁଜନେ । ଶଙ୍କା ସକଲ ସଙ୍ଗିକ ବଢିଲେ । ସୁର ରସିକ ପଣକୁ କହିଲେ । ସଭ୍ୟ ବଲେ ହାତ ଦଲେ ନେହ ଭୀର ଅବଧି ଅବକାହିଁଲେ ଗୋ । ସଚ୍ଚ । ୧୪ । ବୈଧୀନା ସହୀ କହଲ କେ ତହିଁ ବହ କରେ । ଅନ । ସବୁ କଥାଇ ଭାହାରି ଆୟୁତ୍ । ସହା ନାହିଁ ହା ଲେଖାଇ ଅସିତ ସ୍କୁଲ ଏମନ୍ତ ଦୁର୍ଭ ଗୋ | ସଜନ । ସବୁ ଇଲେ ଏହି ମତେ କେତେ | ଶେଷ ଦଶ ଘଡି ର ଯୁକରେ । ସମସ୍ତ ନେବେ ନବାସ ଅସି ଚଦ୍ରା- ସେ କାଲେ କଲ କି ହେ । ସୁଜନେ । ୧୫ । ସେହି ସମୟରେ ଶାମ୍ବ କୁମରକୁ ଘେନ ନାରଦ ମୁନିବର ।, ସୁଲକ୍ଷଣା ପୁରେ ମିଲ ସହର । ଶୟନେ ଏ ଭଦ୍ର କାନ୍ତା ଚିହ୍ନ କହି ବାରକ୍ ହେଲେ 'ଅନ୍ତର ହେ । ଝୁଜନେ । ଶେଷ ରାଗ ଶୁଭେ ତନ ଗୁନ । ସୁମନରେ ଏହା ଘେନ କୋଚନ । ସାମନ୍ତ ସିଂହାର ମନ ଅଲ ରହୁ ଗୋବନ ପଦାରଚନ ହେ । ୯୬ | GPNanda Colln., Digitized by srujanika@gmail.com